ଶଲୋମନ ଉର୍ଦ୍ଧ୍ବସ୍ଥ ବୈଥ୍ହାରେଣ୍ ଓ ନୀଚ୍ଚସ୍ଥ ବୈଥହାରଣରେ ସହରଗୁଡ଼ିକୁ ଆଉଥରେ ନିର୍ମାଣ କଲେ। ସେ ଏହି ସହରଗୁଡ଼ିକୁ ଦୃଢ଼ ଦୁର୍ଗ ରେ ପରିଣତ କଲେ। ସହେି ସହରଗୁଡ଼ିକରେ ଅତି ସୁଦୃଢ଼ ପ୍ରାଚୀର, ଦ୍ବାର ଓ ଦ୍ବାରଗୁଡ଼ିକରେ ଦୃଢ଼ ଅର୍ଗଳ ଥିଲା।
Cross references
ପଶ୍ଚିମ ରେ ୟଫଲଟେୀଯ ସୀମା ଆଡେ ଓ ନିମ୍ନଗାମୀ ବୈଥୋରୋଣର ସୀମା ଓ ଗଷେର ପର୍ୟ୍ଯନ୍ତ ଗଲା ଓ ତହିଁର ପ୍ରାନ୍ତ ଭାଗ ସମକ୍ସ୍ଟଦ୍ର ରେ ଥିଲା।
ଏହି ଭୂମି ଇଫ୍ରଯିମ ଲୋକଙ୍କକ୍ସ୍ଟ ଅଧିକାର ପାଇଁ ଦିଆ ୟାଇଥିଲା। ଏହାର ପୂର୍ବ ସୀମା ଉଚ୍ଚସୀମା ବୈଥୋରୋଣ ପର୍ୟ୍ଯନ୍ତ ଅଟାରୋତ୍-ଅଦ୍ଦର ସମାନଙ୍କେର ଅଧିକାର ସୀମା ହେଲା।
ଇଫ୍ରଯିମଙ୍କ ଝିଅର ନାମ ଥିଲା ଶୀରା। ଶୀରା, ନିମ୍ନତର ବୈଥ୍ହୋରଣ୍ ଓ ଉଚ୍ଚତର ବୈଥ-ହାରେଣ୍, ଏବଂ ନିମ୍ନତର ଉଷନ୍େ ଶୀରା ଓ ଉଚ୍ଚତର ଉଷନେ ଶୀରା ନିର୍ମାଣ କଲା।
ଆସା ଯିହୁଦାର ଲୋକମାନଙ୍କୁ କହିଲେ, ଆସା, ଆମ୍ଭମାନେେ ଏହିସବୁ ସହର ଓ ସଗେୁଡ଼ିକର ଚତୁର୍ଦ୍ଦିଗ ରେ ପ୍ରାଚୀର ନିର୍ମାଣ କରିବା। ଆସ, ଆମ୍ଭମାନେେ ଦୁର୍ଗ, ଦ୍ବାର ଓ ଦ୍ବାରର କିଳିଣିସବୁ ନିର୍ମାଣ କରିବା ଆମ୍ଭମାନେେ ଏହି ଦେଶ ରେ ବାସ କରୁଥିବା ସମୟରେ ହିଁ ଆସ, ଏହା କରିବା। ଏହି ଦେଶ ଆମ୍ଭମାନଙ୍କର ଅଟେ, କାରଣ ଆମ୍ଭମାନେେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବରଙ୍କ ଅନୁଗମନ କରିଅଛୁ। ସେ ଆମ୍ଭମାନଙ୍କର ଚତୁର୍ଦ୍ଦିଗ ରେ ଶାନ୍ତି ପ୍ରଦାନ କରିଅଛନ୍ତି। ତେଣୁ ସମାନେେ ସମସ୍ତେ ସେସବୁ ନିର୍ମାଣ କଲେ ଓ ସଫଳତା ପାଇଲେ।