Home Bibles ଦିତୀୟ ବଂଶାବଳୀ 14:8 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 14:8 · ଓଡ଼ିଆ ବାଇବେଲ

ଆସାଙ୍କର ଯିହୁଦା ବଂଶରୁ 3,00,000 ଓ ବିନ୍ଯାମୀନ ବଂଶରୁ 2 ,80,000 ଲୋକଙ୍କର ଏକ ସୈନ୍ଯଦଳ ଥିଲା। ଯିହୁଦାର ଲୋକମାନେ ବିରାଟକାଯ ଢ଼ାଲ ଓ ବର୍ଚ୍ଛାମାନ ବହନ କରୁଥିଲେ। ବିନ୍ଯାମୀନର ଲୋକମାନେ େଛାଟ େଛାଟ ଢ଼ାଲ ଧରୁଥିଲେ ଓ ଧନୁରୁ ତୀର ନିକ୍ଷପେ କରୁଥିଲେ। ଏହି ସମସ୍ତ ଲୋକ ଶକ୍ତିଶାଳୀ ଓ ସାହସୀ ଥିଲେ।

Cross references

ପ୍ରଥମ ବଂଶାବଳୀ 8:40

ଉଲମ୍ଙ୍କର ପୁତ୍ରମାନେ ପରାକ୍ରମୀ ସୈନ୍ଯ ଓ ଉତ୍ତମ ଧନୁର୍ଦ୍ଧର ଥିଲେ। ଉଲମଙ୍କର ପୁତ୍ରର ଅନକେ ପୁତ୍ର ଓ ନାତିଗଣ ଥିଲେ। ସର୍ବ ମାଟେ 150 ଜଣ।

ଦିତୀୟ ବଂଶାବଳୀ 11:1

ରିହବିଯାମ୍ ଯେତବେେଳେ ୟିରୁଶାଲମକୁ ଆସିଲେ, ସେ ସର୍ବୋତ୍ତମ ସୈନିକମାନଙ୍କ ମଧ୍ଯରୁ 1,80,000 ଜଣଙ୍କୁ ଏକତ୍ର କଲେ। ସେ ଯିହୁଦା ଓ ବିନ୍ଯାମୀନ ଗୋଷ୍ଠୀରୁ ଏହି ସୈନିକମାନଙ୍କୁ ସଂଗ୍ରହ କଲେ। ରିହବିଯାମ୍ ଯେପରି ତାଙ୍କର ରାଜ୍ଯ ଫରେିପାଇବେ, ଏଥିନିମନ୍ତେ ଇଶ୍ରାୟେଲର ବିରୁଦ୍ଧ ରେ ୟୁଦ୍ଧ କରିବା ନିମନ୍ତେ ସେ ସହେି ସୈନ୍ଯମାନଙ୍କୁ ଏକତ୍ର କଲେ।

ଦିତୀୟ ବଂଶାବଳୀ 11:8

ଗାଥ୍, ମା ରଶାେ, ସୀଫ୍,

ଦିତୀୟ ବଂଶାବଳୀ 12:2

ରାଜା ରିହବିଯାମ୍ଙ୍କ ପଞ୍ଚମ ବର୍ଷ ରେ ଶୀଶକ୍ ୟିରୁଶାଲମ ନଗରକୁ ଆକ୍ରମଣ କଲା। ଏହା ଘଟିଲା, କାରଣ ସମାନେେ ସଦାପ୍ରଭୁଙ୍କ ପ୍ରତି ବିଶ୍ବସ୍ତ ନ ଥିଲେ।

ଦିତୀୟ ବଂଶାବଳୀ 12:3

ଶୀଶକ୍ର 12,000 ରଥ, 60 ,000 ଅଶ୍ବାରୋହୀ ଓ ଏତେ ସଂଖ୍ଯକ ସୈନ୍ଯଦଳ ଥିଲେ ଯେ, ଯାହାକୁ କୌଣସି ବ୍ଯକ୍ତି ଗଣନା କରିପାରିବ ନାହିଁ। ଶୀଶକ୍ର ବିଶାଳ ସୈନ୍ଯବାହିନୀ ରେ ଲୂବୀଯର ସୈନ୍ଯ ସୁକ୍କୀଯ ସୈନ୍ଯ ଓ କୁଶୀଯ ସୈନ୍ଯମାନେ ଥିଲେ।

ଦିତୀୟ ବଂଶାବଳୀ 13:3

ଅବିଯଙ୍କ ସୈନ୍ଯଦଳ ରେ 4,00,000 ଜଣ ସାହସୀ ସୈନିକ ଥିଲେ। ଅବିଯ ସହେି ସୈନ୍ଯଦଳକୁ ୟୁଦ୍ଧକ୍ଷେତ୍ରକୁ କଢ଼ାଇ ନେଲେ। ୟାରବିଯାମ୍ଙ୍କ ସୈନ୍ଯଦଳ ରେ 8,00,000 ଜଣ ସାହସୀ ସୈନିକ ଥିଲେ। ଅବିଯଙ୍କ ସହିତ ଏକ ୟୁଦ୍ଧ ନିମନ୍ତେ ୟାରବିଯାମ୍ ପ୍ରସ୍ତୁତ ହେଲେ।

ଦିତୀୟ ବଂଶାବଳୀ 16:8

କୂଶୀଯ ଓ ଲବେୀୟମାନଙ୍କର ଏକ ଅତି ବୃହତ୍ ଓ ପରାକ୍ରମୀ ସୈନ୍ଯଦଳ ଥିଲା। ସମାନଙ୍କେର ଅନକେ ରଥ ଓ ରଥଚାଳକମାନେ ଥିଲେ। କିନ୍ତୁ ଆସା, ତୁମ୍ଭେ ସାହାୟ୍ଯ ନିମନ୍ତେ ଓ ସହେି ବୃହତ୍ ପରାକ୍ରମୀ ସୈନ୍ଯଦଳକୁ ପରାସ୍ତ କରିବା ନିମନ୍ତେ ସଦାପ୍ରଭୁଙ୍କ ଉପରେ ନିର୍ଭର କଲ, ଆଉ ସଦାପ୍ରଭୁ ସମାନଙ୍କେୁ ପରାସ୍ତ କରିବା ନିମନ୍ତେ ତୁମ୍ଭକୁ ସାହାୟ୍ଯ କଲେ।

ଦିତୀୟ ବଂଶାବଳୀ 17:14

ସହେି ସୈନ୍ଯମାନଙ୍କୁ ସମାନଙ୍କେ ପରିବାରବର୍ଗ ରେ ତାଲିକାଭୁକ୍ତ କରାଗଲା। ୟିରୁଶାଲମ ରେ ଅବସ୍ଥାପିତ ସହେି ସୈନ୍ଯମାନଙ୍କର ତାଲିକା ଏହି :

ଦିତୀୟ ବଂଶାବଳୀ 20:1

ପରେ ମାୟୋବୀଯ, ଅେମ୍ମାନୀୟ ଓ କେତକେ ଅେମ୍ମାନୀୟ ଲୋକ ଯିହାଶାଫେଟ୍ଙ୍କ ସହିତ ୟୁଦ୍ଧ କରିବାକୁ ଆସିଲେ।

ଦିତୀୟ ବଂଶାବଳୀ 25:5

ଅମତ୍ସିଯ ଯିହୁଦାର ଲୋକମାନଙ୍କୁ ଏକତ୍ର ଠୁଳ କଲେ, ସେ ସମାନଙ୍କେ ବଂଶାନୁୟାଯୀ ସମାନଙ୍କେୁ ଦଳଭୁକ୍ତ କଲେ ଓ ସେ ସନୋଧ୍ଯକ୍ଷ ଓ ସନୋପତିମାନଙ୍କୁ ସହେି ଦଳଗୁଡ଼ିକର ଦାଯିତ୍ବ ରେ ରଖିଲେ। ସହେି ନେତାମାନେ ଯିହୁଦା ଓ ବିନ୍ଯାମୀନର ଆଗତ ସମସ୍ତ ସୈନ୍ଯମାନଙ୍କର ଦାଯିତ୍ବ ରେ ଥିଲେ। ଯେଉଁ ବ୍ଯକ୍ତିମାନଙ୍କୁ ସୈନ୍ଯରୂପେ ମନୋନୀତ କରାୟାଇଥିଲା, ସମାନେେ କୋଡ଼ିଏ ବର୍ଷ ବା ତଦୁର୍ଦ୍ଧ ବଯସର ଥିଲେ। ସର୍ବ ମାଟେ 3 ,00,000 ଦକ୍ଷ ସୈନ୍ଯମାନେ ବର୍ଚ୍ଛା ଓ ଢ଼ାଲ ସହିତ ୟୁଦ୍ଧ କରିବା ନିମନ୍ତେ ପ୍ରସ୍ତୁତ ଥିଲେ।

Interlinear

Choose Theme