Home Bibles ଦିତୀୟ ବଂଶାବଳୀ 13:2 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 13:2 · ଓଡ଼ିଆ ବାଇବେଲ

ଅବିଯ ୟିରୁଶାଲମ ରେ ତିନିବର୍ଷ ରାଜାରୂପେ ରହିଲେ। ଅବିଯଙ୍କର ମାତା ଥିଲେ ମୀଖାଯା, ସେ ଉରିଯଲଙ୍କେର କନ୍ଯା ଥିଲେ। ଉରିଯଲେ ଗିବିଯା ସହରରୁ ଆସିଥିଲେ। ଅବିଯ ଓ ୟାରବିଯାମ୍ଙ୍କ ମଧିଅରେ ୟୁଦ୍ଧ ଲାଗି ରହିଥିଲା।

Cross references

ଯିହୋଶୂୟ 18:28

ସେଲା, ଏଲଫ୍ ୟିବୂଷ ଗିବିଯା ଓ କିରିଯଥ ଗ୍ରାମ ସମତେ, ଏହିପରି ଭାବରେ ଚଉଦଟି ନଗର ଥିଲା। ନିଜ ନିଜ ବଂଶ ଅନକ୍ସ୍ଟସା ରେ ବିଦ୍ଯାମୀନ ସନ୍ତାନଗଣମାନଙ୍କର ଏହିପରି ଅଧିକାର ଥିଲା।

ବିଚାରକର୍ତାମାନଙ୍କ ବିବରଣ 19:14

ତେଣୁ ସମାନେେ ନିଜର ଆପଣା ପଥରେ ଗ୍ଭଲିଗଲେ। ବିନ୍ଯାମୀନ ପରିବାରବର୍ଗର ଅଧିନ ରେ ଥିବା ଗିବିଯା ନିକଟରେ ପହଞ୍ଚିଲା ବେଳେ ସୂର୍ୟ୍ଯ ଅସ୍ତ ହେଉଥିଲା।

ବିଚାରକର୍ତାମାନଙ୍କ ବିବରଣ 19:16

େସତବେଳେ ଦେଖନ୍ତି ତ ଜଣେ ବୃଦ୍ଧ ସନ୍ଧ୍ଯାକାଳେ ନିଜର କ୍ଷେତ୍ରରକ୍ସ୍ଟ ସ୍ବ କର୍ମସାରି ପରେକ୍ସ୍ଟଥିଲା। ସେ ଇଫ୍ରଯିମ ପର୍ବତମଯ ଦେଶର ଲୋକ ଓ ଗିବିଯା ରେ ପ୍ରବାସ କରୁଥିଲା। ମାତ୍ର ସେ ସ୍ଥାନର ଲୋକମାନେ ବିନ୍ଯାମୀନୀଯ ଥିଲେ।

ପ୍ରଥମ ଶାମୁୟେଲ 10:26

ଶାଉଲ ମଧ୍ଯ ଗିବିଯା ରେ ଥିବା ତାଙ୍କ ଘରକକ୍ସ୍ଟ ଫରେିଲେ। କେତକେ ସାହସୀ ବ୍ଯକ୍ତି ଯେଉଁମାନଙ୍କ ହୃଦଯ ପରମେଶ୍ବର ସ୍ପର୍ଶ କରିଥିଲେ, ସମାନେେ ଶାଉଲଙ୍କକ୍ସ୍ଟ ଅନକ୍ସ୍ଟସରଣ କଲେ।

ପ୍ରଥମ ରାଜାବଳୀ 14:19

ଏହି ୟାରବିଯାମଙ୍କର ସମସ୍ତ କାର୍ୟ୍ଯକଳାପ, ତା'ର ରାଜ୍ଯ ଶାସନର ପ୍ରକୃତ କଥା ଓ ସେ କିପରି ୟୁଦ୍ଧ କଲେ, ଏସବୁ ଇଶ୍ରାୟେଲୀୟ ରାଜାମାନଙ୍କ ଇତିହାସ ପୁସ୍ତକରେ ଲଖାେଅଛି।

ପ୍ରଥମ ରାଜାବଳୀ 14:20

ୟାରବିଯାମ ବାଇଶ ବର୍ଷ ପାଇଁ ରାଜତ୍ବ କଲେ। ତାଙ୍କର ମୃତ୍ଯୁପରେ ସେ ନିଜର ପୁତୃଗଣଙ୍କ ସହିତ କବର ନେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ନାଦବ୍ ରାଜତ୍ବ କଲେ।

ପ୍ରଥମ ରାଜାବଳୀ 15:2

ସେ ୟିରୁଶାଲମ ରେ ତିନିବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କ ନାମ ମାଖା ଓ ସେ ଅବଶା ଲୋମର କନ୍ଯା ଥିଲେ।

ପ୍ରଥମ ରାଜାବଳୀ 15:6

ରିହବିଯାମ ଓ ୟାରବିଯାମ ସର୍ବଦା ପରସ୍ପର ବିରୁଦ୍ଧ ରେ ୟୁଦ୍ଧ ରେ ରତ ରହୁଥିଲେ।

ଦିତୀୟ ବଂଶାବଳୀ 11:20

ଏହାପରେ ରିହବିଯାମ୍ ମାଖାଙ୍କୁ ବିବାହ କଲେ। ମାଖା ଅବଶା ଲୋମ୍ଙ୍କ ଝିଅ ଥିଲେ। ଆଉ ମାଖା ରିହବିଯାମ୍ଙ୍କୁ ଏହି ସନ୍ତାନମାନଙ୍କୁ ଦେଲେ : ଅବିଯ, ଅତଯ, ସୀଷ ଓ ଶଲୋମୀତ୍।

ଦିତୀୟ ବଂଶାବଳୀ 12:15

ରିହବିଯାମ୍ ଯେତବେେଳେ ରାଜା ଥିଲେ, ତାଙ୍କର ରାଜତ୍ବର ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଯେଉଁ କର୍ମସବୁ କରିଥିଲେ, ସହେିସବୁ ଭବିଷ୍ଯଦ୍ବକ୍ତା ଶମଯିଯଙ୍କ ଲିଖିତ ସକଳ ବିଷଯ ଓ ଦାର୍ଶନିକ ଇଦ୍ଦୋଙ୍କ ଲିଖିତ ସକଳ ବିଷଯ ରେ ଲିପିବଦ୍ଧ କରାୟାଇଅଛି। ସହେି ବ୍ଯକ୍ତିମାନେ ପାରିବାରିକ ଇତିହାସ ସବୁ ଲେଖିଥିଲେ। ରିହବିଯାମ୍ ଓ ୟାରବିଯାମ୍ ଏହି ଦୁଇ ରାଜାଙ୍କ ମଧିଅରେ, ସମାନଙ୍କେ ରାଜତ୍ବ କାଳ ରେ ସବୁ ସମୟରେ ୟୁଦ୍ଧ ଲାଗି ରହିଥିଲା।

Interlinear

Choose Theme