Home Bibles ଦିତୀୟ ବଂଶାବଳୀ 12:15 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 12:15 · ଓଡ଼ିଆ ବାଇବେଲ

ରିହବିଯାମ୍ ଯେତବେେଳେ ରାଜା ଥିଲେ, ତାଙ୍କର ରାଜତ୍ବର ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଯେଉଁ କର୍ମସବୁ କରିଥିଲେ, ସହେିସବୁ ଭବିଷ୍ଯଦ୍ବକ୍ତା ଶମଯିଯଙ୍କ ଲିଖିତ ସକଳ ବିଷଯ ଓ ଦାର୍ଶନିକ ଇଦ୍ଦୋଙ୍କ ଲିଖିତ ସକଳ ବିଷଯ ରେ ଲିପିବଦ୍ଧ କରାୟାଇଅଛି। ସହେି ବ୍ଯକ୍ତିମାନେ ପାରିବାରିକ ଇତିହାସ ସବୁ ଲେଖିଥିଲେ। ରିହବିଯାମ୍ ଓ ୟାରବିଯାମ୍ ଏହି ଦୁଇ ରାଜାଙ୍କ ମଧିଅରେ, ସମାନଙ୍କେ ରାଜତ୍ବ କାଳ ରେ ସବୁ ସମୟରେ ୟୁଦ୍ଧ ଲାଗି ରହିଥିଲା।

Cross references

ପ୍ରଥମ ରାଜାବଳୀ 12:22

ସଦାପ୍ରଭୁ ପରମେଶ୍ବରଙ୍କ ଲୋକ ଶମଯିଯକୁ ଏହା କହିଲେ।

ପ୍ରଥମ ରାଜାବଳୀ 14:29

ରିହବିଯାମଙ୍କ ସମସ୍ତ କାର୍ୟ୍ଯ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଛି।

ପ୍ରଥମ ବଂଶାବଳୀ 29:29

ରାଜା ଦାଉଦଙ୍କର କୃତ ସମସ୍ତ ବିଷଯ, ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଶାମୁଯଲେ ଭବିଷ୍ଯତବକ୍ତା, ନାଥନ ଭବିଷ୍ଯତବକ୍ତା ଓ ଗାଦ୍ ଭବିଷ୍ଯତବକ୍ତାମାନଙ୍କର ପୁସ୍ତକଗୁଡ଼ିକରେ ଲଖାୟୋଇଅଛି।

ଦିତୀୟ ବଂଶାବଳୀ 9:29

ଶଲୋମନ କରିଥିବା ଅନ୍ଯାନ୍ଯ କାର୍ୟ୍ଯସକଳ ଭବଷ୍ଯଦ୍ବକ୍ତା ନାଥନଙ୍କ ଲଖାେସବୁ, ଶୀଲୋନୀଯ ଭବିଷ୍ଯଦ୍ବକ୍ତା, ଅହିଯଙ୍କର ଭବିଷ୍ଯଦ୍ବାଣୀ ଓ ଭବିଷ୍ଯଦ୍ବକ୍ତା ଇଦୋଙ୍କର ଦର୍ଶନ ପୁସ୍ତକରେ ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଲଖାୟୋଇ ଅଛି। ଇଦ୍ଦୋ ୟିଏ ନବାଟଙ୍କ ପୁତ୍ର ୟାରବିଯାମ୍ଙ୍କ ବିଷଯ ରେ ଲେଖିଛନ୍ତି।

ଦିତୀୟ ବଂଶାବଳୀ 11:2

କିନ୍ତୁ ସଦାପ୍ରଭୁଙ୍କଠାରୁ ଶମଯିଯଙ୍କ ନିକଟକୁ ବାର୍ତ୍ତା ଆସିଲା। ଶମଯିଯ ପରମେଶ୍ବରଙ୍କର ଜଣେ ବ୍ଯକ୍ତି ଥିଲେ। ସଦାପ୍ରଭୁ କହିଲେ,

ଦିତୀୟ ବଂଶାବଳୀ 12:5

ଏହାପରେ ଭବଷ୍ଯଦ୍ବକ୍ତା ଶମଯିଯ, ରିହବିଯାମ୍ ନିକଟକୁ ଓ ଯିହୁଦାର ନେତାମାନଙ୍କ ନିକଟକୁ ଆସିଲେ। ଯିହୁଦାର ସହେି ନେତାମାନେ ୟିରୁଶାଲମ ରେ ରୁଣ୍ଡ ହାଇେଥିଲେ। କାରଣ ସମାନେେ ଶୀଶକଙ୍କୁ ଅତ୍ଯନ୍ତ ଭୟ କରୁଥିଲେ। ଶମଯିଯ ସମାନଙ୍କେୁ କହିଲେ, ସଦାପ୍ରଭୁ କହନ୍ତି : 'ତୁମ୍ଭମାନେେ ଆମ୍ଭକୁ ପରିତ୍ଯାଗ କରିଛ। ତେଣୁ ବର୍ତ୍ତମାନ ଆମ୍ଭର ସାହାୟ୍ଯ ବିନା ଶୀଶକ୍ର ସମ୍ମୁଖୀନ ହବୋ ନିମନ୍ତେ ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ଯାଗ କରିଅଛୁ।'

ଦିତୀୟ ବଂଶାବଳୀ 13:1

ରାଜା ୟାରବିଯାମ୍ଙ୍କ ରାଜତ୍ବର ଅଠର ବର୍ଷ ରେ ଅବିଯ ଯିହୁଦାର ନୂତନ ରାଜା ହେଲେ।

ଦିତୀୟ ବଂଶାବଳୀ 13:2

ଅବିଯ ୟିରୁଶାଲମ ରେ ତିନିବର୍ଷ ରାଜାରୂପେ ରହିଲେ। ଅବିଯଙ୍କର ମାତା ଥିଲେ ମୀଖାଯା, ସେ ଉରିଯଲଙ୍କେର କନ୍ଯା ଥିଲେ। ଉରିଯଲେ ଗିବିଯା ସହରରୁ ଆସିଥିଲେ। ଅବିଯ ଓ ୟାରବିଯାମ୍ଙ୍କ ମଧିଅରେ ୟୁଦ୍ଧ ଲାଗି ରହିଥିଲା।

ଦିତୀୟ ବଂଶାବଳୀ 13:22

ଅବିଯ ଆଉ ଯେଉଁସବୁ କର୍ମ କରିଥିଲେ, ତାହା ଉଦ୍ଦୋ ଭବିଷ୍ଯଦ୍ବକ୍ତାଙ୍କର ପୁସ୍ତକମାନଙ୍କ ରେ ଲଖାୟୋଇଅଛି।

ଦିତୀୟ ବଂଶାବଳୀ 16:11

ଆସା ଯେଉଁ ସମସ୍ତ କର୍ମ କରିଥିଲେ, ତାହା ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଯିହୁଦା ଓ ଇଶ୍ରାୟେଲର ରାଜଗଣଙ୍କର ଇତିହାସ ପୁସ୍ତକରେ ଲଖାେ ୟାଇଅଛି।

ଦିତୀୟ ବଂଶାବଳୀ 20:34

ଯିହାଶାଫେଟ୍ ଆଉ ଯେଉଁସବୁ କର୍ମ କରିଥିଲେ, ସହେିସବୁ ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ହନାନିଙ୍କ ପୁତ୍ର ଯହେୂଙ୍କର ସରକାରୀ ଦଲିଲ ରେ ଲିପିବଦ୍ଧ ହାଇେ ରହିଅଛି। ଏହି ବିଷଯଗୁଡ଼ିକର ନକଲ କରାଗଲା ଓ ତାହାକୁ ଇଶ୍ରାୟେଲର ରାଜାମାନଙ୍କର ଇତିହାସ ପୁସ୍ତକର ଅନ୍ତଭୁର୍କ୍ତ କରାଗଲା।

ଦିତୀୟ ବଂଶାବଳୀ 28:26

ଆହସ୍ ଅନ୍ୟ ଯେ ସମସ୍ତ କର୍ମ କରିଥିଲେ, ସହେିସବୁ ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଯିହୁଦା ଓ ଇଶ୍ରାୟେଲର ରାଜାମାନଙ୍କର ପୁସ୍ତକ ରେ ଲଖାୟୋଇଅଛି।

ଦିତୀୟ ବଂଶାବଳୀ 35:27

ଏହି ପୁସ୍ତକ ଆମ୍ଭମାନଙ୍କୁ ସଦାପ୍ରଭୁଙ୍କ ପ୍ରତି ତାଙ୍କର ଆନୁଗତ୍ଯ ଓ ସେ କିପରି ସଦାପ୍ରଭୁଙ୍କ ନିଯମକୁ ମାନିଥିଲେ, ତାହା କ ହେ।

Interlinear

Choose Theme