Home Bibles ଦିତୀୟ ବଂଶାବଳୀ 13:1 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 13:1 · ଓଡ଼ିଆ ବାଇବେଲ

ରାଜା ୟାରବିଯାମ୍ଙ୍କ ରାଜତ୍ବର ଅଠର ବର୍ଷ ରେ ଅବିଯ ଯିହୁଦାର ନୂତନ ରାଜା ହେଲେ।

Cross references

ପ୍ରଥମ ରାଜାବଳୀ 15:1

ୟାରବିଯାମଙ୍କ ଇଶ୍ରାୟେଲ ରେ ରାଜତ୍ବ କରିବାର ଅଷ୍ଟାଦଶ ବର୍ଷ ରେ ଅବିଯାମ ଯିହୁଦାର ରାଜା ହେଲେ।

ଦିତୀୟ ବଂଶାବଳୀ 11:20

ଏହାପରେ ରିହବିଯାମ୍ ମାଖାଙ୍କୁ ବିବାହ କଲେ। ମାଖା ଅବଶା ଲୋମ୍ଙ୍କ ଝିଅ ଥିଲେ। ଆଉ ମାଖା ରିହବିଯାମ୍ଙ୍କୁ ଏହି ସନ୍ତାନମାନଙ୍କୁ ଦେଲେ : ଅବିଯ, ଅତଯ, ସୀଷ ଓ ଶଲୋମୀତ୍।

ଦିତୀୟ ବଂଶାବଳୀ 12:15

ରିହବିଯାମ୍ ଯେତବେେଳେ ରାଜା ଥିଲେ, ତାଙ୍କର ରାଜତ୍ବର ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଯେଉଁ କର୍ମସବୁ କରିଥିଲେ, ସହେିସବୁ ଭବିଷ୍ଯଦ୍ବକ୍ତା ଶମଯିଯଙ୍କ ଲିଖିତ ସକଳ ବିଷଯ ଓ ଦାର୍ଶନିକ ଇଦ୍ଦୋଙ୍କ ଲିଖିତ ସକଳ ବିଷଯ ରେ ଲିପିବଦ୍ଧ କରାୟାଇଅଛି। ସହେି ବ୍ଯକ୍ତିମାନେ ପାରିବାରିକ ଇତିହାସ ସବୁ ଲେଖିଥିଲେ। ରିହବିଯାମ୍ ଓ ୟାରବିଯାମ୍ ଏହି ଦୁଇ ରାଜାଙ୍କ ମଧିଅରେ, ସମାନଙ୍କେ ରାଜତ୍ବ କାଳ ରେ ସବୁ ସମୟରେ ୟୁଦ୍ଧ ଲାଗି ରହିଥିଲା।

ଦିତୀୟ ବଂଶାବଳୀ 12:16

ରିହବିଯାମ୍ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ବିଶ୍ରାମ ନେଲେ। ରିହବିଯାମ୍ଙ୍କୁ ଦାଉଦଙ୍କ ନଗର ରେ କବର ଦିଆଗଲା। ଏହାପରେ ରିହବିଯାମ୍ଙ୍କ ପୁତ୍ର ଅବିଯ ନୂତନ ରାଜା ହେଲେ।

Interlinear

Choose Theme