Cross references
ତେଣୁ ପାଞ୍ଚ ଜଣ ଇମାରେୀୟ ରାଜା ଯଥା:ୟିରକ୍ସ୍ଟଶାଲମର ରାଜା, ହିବ୍ରୋଣର ରାଜା, ୟମୂର୍ତର ରାଜା, ଲାଖୀଶର ରାଜା ଓ ଇଗ୍ଲୋନର ରାଜା ଇ ମାରେୀଯମାନଙ୍କ ଏହି ପାଞ୍ଚ ରାଜା ନିଜ ନିଜର ସମସ୍ତ ସୈନ୍ଯମାନଙ୍କ ସହିତ ଗିବିଯୋନକକ୍ସ୍ଟ ଅକ୍ତିଆର କରିବାକୁ ଏକତ୍ରୀତ ହେଲେ। ସମାନେେ ନଗରକକ୍ସ୍ଟ ଘରେିଗଲେ ଓ ଆକ୍ରମଣ କଲେ।
ଯେତବେେଳେ ସମାନେେ ଇଶ୍ରାୟେଲୀୟମାନଙ୍କଠାରକ୍ସ୍ଟ ବୈଥୋରୋଣ ରାସ୍ତା ରେ ଗଡାଣି ଆଡକକ୍ସ୍ଟ ଦୌଡି ଆ ସକୋ ପର୍ୟ୍ଯନ୍ତ ପଳାଇଲେ, ସଦାପ୍ରଭୁ ସମାନଙ୍କେ ଉପରେ କକ୍ସ୍ଟଆପଥର ବୃଷ୍ଟି କଲେ। ତେଣୁ ସମାନଙ୍କେ ମଧ୍ଯରକ୍ସ୍ଟ ବହକ୍ସ୍ଟତ ମୃତକ୍ସ୍ଟ୍ଯବରଣ କଲେ। ୟକ୍ସ୍ଟଦ୍ଧ ରେ ଅସ୍ତ୍ର ରେ ମୃତକ୍ସ୍ଟ୍ଯବରଣ କରିଥିବା ଲୋକମାନଙ୍କ ସଂଖ୍ଯା ଅପେକ୍ଷା କକ୍ସ୍ଟଆପଥର ବୃଷ୍ଟି ରେ ମୃତକ୍ସ୍ଟ୍ଯବରଣ କରିଥିବା ଲୋକମାନଙ୍କର ସଂଖ୍ଯା ଅଧିକ ଅଟେ।
ଏହାପରେ ଯିହାଶୂେୟ ଏବଂ ତାଙ୍କର ସମସ୍ତ ଇଶ୍ରାୟେଲୀୟ ଲୋକ ଲିବନା ପରିତ୍ଯାଗ କରି ଲାଖୀଶକକ୍ସ୍ଟ ଗଲେ। ୟିହୋଶୂଯ ଏବଂ ତାଙ୍କର ସୈନ୍ଯମାନେ ସେ ସହରକକ୍ସ୍ଟ ସନୋ ଛାଉଣୀ କରି ରଖଲେ। ଏବଂ ତାହାକକ୍ସ୍ଟ ଆକ୍ରମଣ କଲେ।
ୟମୂର୍ତ୍, ଅଦକ୍ସ୍ଟଲ୍ଲମ୍, ସୋଖୋ, ଅ ସକୋ,
ଲାଖୀଶ୍, ବସ୍କତ୍, ଇଗ୍ଲୋନ୍,
ଯେତବେେଳେ ଅମତ୍ସିଯ ସଦାପ୍ରଭୁଙ୍କର ବାଧ୍ଯ ହବୋ ବନ୍ଦ କରି ଦେଲେ, ୟିରୁଶାଲମର ଲୋକମାନେ ଅମତ୍ସିଯଙ୍କ ବିରୁଦ୍ଧ ରେ ଷଡ଼ୟନ୍ତ୍ର କଲେ। ସେ ଲାଖୀଶ୍ ସହରକୁ ଲୋକମାନଙ୍କୁ ପଠାଇଲେ ଓ ସମାନେେ ସଠାେରେ ଅମତ୍ସିଯଙ୍କୁ ହତ୍ଯା କଲେ।
ଅଶୂରର ରାଜା ସନ୍ ହରେୀବ୍ ଓ ତାଙ୍କର ସମସ୍ତ ସୈନ୍ଯଦଳ ଲାଖୀଶ ସହର ନିକଟରେ ଛାଉଣୀ କଲେ, ଯେପରି ସମାନେେ ତାହାକୁ ଜଯ କରିପାରନ୍ତି। ଏହାପରେ ସନ୍ ହରେୀବ୍, ଯିହୁଦାର ରାଜା ହିଜକିଯ ଓ ୟିରୁଶାଲମ ରେ ଥିବା ଯିହୁଦାର ସମସ୍ତ ଲୋକଙ୍କ ନିକଟକୁ ତାଙ୍କର ଭୃତ୍ଯମାନଙ୍କୁ ପଠାଇଲା। ହିଜକିଯ ଓ ୟିରୁଶାଲମର ସବୁ ଲୋକଙ୍କ ନିମନ୍ତେ ସନ୍ ହରେୀବ୍ଙ୍କ ଭୃତ୍ଯର ଏକ ବାର୍ତ୍ତା ଥିଲା।
ସେତବେେଳେ ବାବିଲ ରାଜାର ସୈନ୍ଯ ୟିରୁଶାଲମ ବିରୁଦ୍ଧ ରେ, ଯିହୁଦାର ଅବଶଷ୍ଟ ସକଳ ନଗର ବିରୁଦ୍ଧ ରେ ଓ ଲାଖୀର ଏବଂ ଆ ସକୋ ବିରୁଦ୍ଧ ରେ ୟୁଦ୍ଧ କରୁଥିଲେ। କାରଣ ଯିହୁଦା ଦେଶର ନଗର ସମୂହ ମଧିଅରେ ଏହି ଦୁଇଟି ମାତ୍ର ପ୍ରାଚୀର ବେଷ୍ଟିତ ନଗର ଅବଶିଷ୍ଟ ଥିଲା।