Home Bibles ☰ Books ଦିତୀୟ ବଂଶାବଳୀ 11:18 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 11:18 · ଓଡ଼ିଆ ବାଇବେଲ

ରିହବିଯାମ୍ ମହଲତ୍ଙ୍କୁ ବିବାହ କଲେ। ତାଙ୍କର ପିତା ଥିଲେ ଯିରମୋେତ୍ର। ତାଙ୍କର ମାତା ଥିଲେ ଅବୀହଯିଲ। ଯିରମୋେତ୍ର ଦାଉଦଙ୍କ ପୁତ୍ର ଥିଲେ। ଅବୀହଯିଲ ଇଲିଯାବ୍ଙ୍କ କନ୍ଯା ଥିଲେ। ଇଲିଯାବ୍ ୟିଶୀଙ୍କ ପୁତ୍ର ଥିଲେ।

Cross references

ପ୍ରଥମ ଶାମୁୟେଲ 16:6

ଯେତବେେଳେ ୟିଶୀ ଓ ତା'ର ପକ୍ସ୍ଟତ୍ରମାନେ ପହନ୍ଚିଲେ, ଶାମକ୍ସ୍ଟଯଲେ ଇଲୀଯାବଙ୍କକ୍ସ୍ଟ ଦେଖିଲେ। ଶାମକ୍ସ୍ଟଯଲେ ଭାବିଲେ, ଏହା ନିଶ୍ଚିତ ଯେ ସଦାପ୍ରଭୁ ଏହି ଲୋକଟିକକ୍ସ୍ଟ ରାଜା ହବୋପାଇଁ ବାଛିଛନ୍ତି।

ପ୍ରଥମ ଶାମୁୟେଲ 17:13

ୟିଶୀଙ୍କର ତିନି ବଡ ପକ୍ସ୍ଟତ୍ର ଶାଉଲଙ୍କକ୍ସ୍ଟ ପଶ୍ଚାତ ୟକ୍ସ୍ଟଦ୍ଧକକ୍ସ୍ଟ ୟାଇଥିଲେ। ପ୍ରଥମ ପକ୍ସ୍ଟତ୍ର ଥିଲେ ଇଲୀଯାବ୍ ଓ ଦ୍ବିତୀୟ ପକ୍ସ୍ଟତ୍ରର ନାମ ଅବିନାଦବ୍ ଓ ତୃତୀୟର ନାମ ଶମ୍ମ।

ପ୍ରଥମ ଶାମୁୟେଲ 17:28

ଦାଉଦ ସହେି ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ ତା'ର ଜେଷ୍ଠଭ୍ରାତା ଇଲୀଯାବ ଶକ୍ସ୍ଟଣିଲା। ଇଲୀଯାବର କୋରଧ ଦାଉଦ ଉପରେ ପ୍ରଜ୍ବଳିତ ହେଲା, ଆଉ ସେ କହିଲା, ତକ୍ସ୍ଟ ଏଠାକକ୍ସ୍ଟ କାହିଁକି ଆସିଲକ୍ସ୍ଟ? ପ୍ରାନ୍ତର ରେ ତକ୍ସ୍ଟ ମେଣ୍ତାମାନଙ୍କୁ କାହା ପାଖ ରେ ଛାଡିଲକ୍ସ୍ଟ? ମୁ ତୋ ଗର୍ବ ଓ ତୋ ମନର ଦକ୍ସ୍ଟଷ୍ଟତା ଜାଣେ। କାରଣ ତକ୍ସ୍ଟ କବଳେ ୟକ୍ସ୍ଟଦ୍ଧ ଦେଖିବା ପାଇଁ ଆସିଛକ୍ସ୍ଟ।

ପ୍ରଥମ ବଂଶାବଳୀ 2:13

ୟିଶୀ ଇଲିଯାବଙ୍କର ପିତା ଥିଲେ। ଇଲିଯାବ ୟିଶୀଙ୍କର ପ୍ରଥମ ଜାତ ପୁତ୍ର ଥିଲେ। ୟିଶୀଙ୍କର ଦ୍ବିତୀୟ ପୁତ୍ର ଥିଲେ ଅବିନାଦବ, ତାଙ୍କର ତୃତୀୟ ପୁତ୍ର ଥିଲେ ଶମ୍ମ।

ପ୍ରଥମ ବଂଶାବଳୀ 27:18

ଯିହୁଦା : ଇଲୀହୂ (ଇଲୀହୂ, ଦାଉଦଙ୍କର ଭ୍ରାତାମାନଙ୍କ ମଧ୍ଯରୁ ଜଣେ ଥିଲେ।)

Interlinear

Choose Theme