ସହେି ଲୋକମାନେ ଯିହୁଦା ରାଜ୍ଯକୁ ସୁଦୃଢ଼ କଲେ। ଆଉ ସମାନେେ ତିନି ବର୍ଷ ପର୍ୟ୍ଯନ୍ତ ଶଲୋମନଙ୍କ ପୁତ୍ର ରିହବିଯାମ୍ଙ୍କର ସପକ୍ଷ ରେ ରହିଲେ। ସମାନେେ ଏପ୍ରକାର କଲେ, କାରଣ ଦାଉଦ ଓ ଶଲୋମନ ଯେଉଁ ମାର୍ଗ ରେ ଜୀବନ କାଟୁଥିଲେ, ସହେି ସମୟରେ ସମାନେେ ସହେି ମାର୍ଗ ରେ ଜୀବନ କାଟିଲେ।
Cross references
ଯେ ହତେୁ ସଦାପ୍ରଭୁ ପରମେଶ୍ବର ତାଙ୍କ ସହିତ ଥିଲେ, ଦାଉଦଙ୍କର ପୁତ୍ର ଶଲୋମନ ଜଣେ ପ୍ରତିଷ୍ଠିତ ରାଜା ହବୋକୁ ସକ୍ଷମ ହାଇେଥିଲେ। ସଦାପ୍ରଭୁ ତାଙ୍କୁ ଅତ୍ଯନ୍ତ ମହାନ କରିପାରିଥିଲେ।
ବର୍ତ୍ତମାନ ହେ ଶଲୋମନ, ତୁମ୍ଭେ ତୁମ୍ଭର ପିତା ଦାଉଦଙ୍କ ତୁଲ୍ଯ ଯଦି ଆମ୍ଭ ସମ୍ମୁଖ ରେ ଜୀବନୟାପନ କରିବ ଓ ଆମ୍ଭେ ଯେ ସମସ୍ତ ଆଦେଶ ଦଇେଅଛୁ, ତାହାସବୁ ମାନିବ ଏବଂ ଯଦି ତୁମ୍ଭେ ଆମ୍ଭର ସମସ୍ତ ନିଯମ ଓ ନୀତି ପାଳନ କରିବ,
ମାଶାେ ଯେଉଁ ପ୍ରକାର ଆଦେଶ ଦଇେଥିଲେ, ଶଲୋମନ ସହେି ପ୍ରକା ରେ ପ୍ରେତ୍ୟକକ ଦିନ ବଳି ଉତ୍ସର୍ଗ କଲେ। ବିଶ୍ରାମବାର, ଅମାବାସ୍ଯା ଉତ୍ସବ ଓ ତ୍ରଯବାର୍ଷିକ ଛୁଟିଦିବସ ଗୁଡ଼ିକରେ ବଳି ଉତ୍ସର୍ଗ କରାଯାଉ ଥିଲା। ଏହି ତ୍ରଯବାର୍ଷିକ ଛୁଟିଦିବସଗୁଡ଼ିକ ଥିଲା ବିନା ଖମୀରର ତାଡ଼ିଶୂନ୍ଯ ରୋଟୀର ପର୍ବ, ସପ୍ତାହବ୍ଯାପି ପର୍ବ ଓ ଆଶ୍ରଯଦାୟକ ପର୍ବ।
ରିହବିଯାମ୍ ଜଣେ ଅତ୍ଯନ୍ତ ପରାକ୍ରମୀ ରାଜା ହାଇେ ଉଠିଲେ, ଆହୁରି ମଧ୍ଯ ସେ ନିଜ ରାଜ୍ଯକୁ ଦୃଢ଼ କଲେ। ଏହାପରେ ରିହବିଯାମ୍ ଓ ସମସ୍ତ ଇଶ୍ରାୟେଲୀୟ ସଦାପ୍ରଭୁଙ୍କ ନିଯମ ମାନିବାକୁ ମନା କଲେ।
ହେ ଇଫ୍ରଯିମ, ହେ ଯିହୁଦା, ଆମ୍ଭେ ତୁମ୍ଭମାନଙ୍କ ପ୍ରତି କିପରି ବ୍ଯବହାର କରିବୁ? ତୁମ୍ଭମାନଙ୍କର ବିଶ୍ବସ୍ତତା ସକାଳର କୁହୁଡି ଓ କାକର ପରି ଅଟେ ଯେ କି ଅତି ପ୍ରତ୍ଯୁଷ ରେ ଉଭଇେ ୟାଏ।
ପଥୁରିଆ ଜାଗା ରେ ବୁଣାଯାଇଥିବା ବୀଜର ଅର୍ଥ କ'ଣ? ବୀଜଟି ଠିକ୍ ସହେି ଲୋକପରି, ଯେ ସୁସମାଚାର ଶୁଣେ ଏବଂ ଆନନ୍ଦର ସହିତ ତାହା ସଙ୍ଗେ ସଙ୍ଗେ ଗ୍ରହଣ କରିନିଏ।