ୟିଶୀଙ୍କର ତିନି ବଡ ପକ୍ସ୍ଟତ୍ର ଶାଉଲଙ୍କକ୍ସ୍ଟ ପଶ୍ଚାତ ୟକ୍ସ୍ଟଦ୍ଧକକ୍ସ୍ଟ ୟାଇଥିଲେ। ପ୍ରଥମ ପକ୍ସ୍ଟତ୍ର ଥିଲେ ଇଲୀଯାବ୍ ଓ ଦ୍ବିତୀୟ ପକ୍ସ୍ଟତ୍ରର ନାମ ଅବିନାଦବ୍ ଓ ତୃତୀୟର ନାମ ଶମ୍ମ।
Cross references
ଯେତବେେଳେ ୟିଶୀ ଓ ତା'ର ପକ୍ସ୍ଟତ୍ରମାନେ ପହନ୍ଚିଲେ, ଶାମକ୍ସ୍ଟଯଲେ ଇଲୀଯାବଙ୍କକ୍ସ୍ଟ ଦେଖିଲେ। ଶାମକ୍ସ୍ଟଯଲେ ଭାବିଲେ, ଏହା ନିଶ୍ଚିତ ଯେ ସଦାପ୍ରଭୁ ଏହି ଲୋକଟିକକ୍ସ୍ଟ ରାଜା ହବୋପାଇଁ ବାଛିଛନ୍ତି।
ତା'ପରେ ୟିଶୀ ତାଙ୍କର ଦ୍ବିତୀୟ ପକ୍ସ୍ଟତ୍ର ଅବିନାଦବଙ୍କକ୍ସ୍ଟ ଡାକିଲେ। ଅବିନାଦବ ଶାମୁୟେଲଙ୍କ ଆଗ ଦଇେ ଗଲେ। କିନ୍ତୁ ଶାମକ୍ସ୍ଟଯଲେ କହିଲେ, ନା, ଏ ଲୋକ ନକ୍ସ୍ଟହଁନ୍ତି ଯାହାଙ୍କକ୍ସ୍ଟ ସଦାପ୍ରଭୁ ଉପୟକ୍ସ୍ଟକ୍ତ ମନେ କରନ୍ତି।
ତା'ପରେ ୟିଶୀ ଶମ୍ମକକ୍ସ୍ଟ ଶାମୁୟେଲଙ୍କ ପାଖକକ୍ସ୍ଟ ଡକାଇଲେ। କିନ୍ତୁ ଶାମକ୍ସ୍ଟଯଲେ କହିଲେ, ନା, ଏହାକକ୍ସ୍ଟ ମଧ୍ଯ ସଦାପ୍ରଭୁ ମନୋନୀତ କରି ନାହାଁନ୍ତି।
ଦାଉଦ ସହେି ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ ତା'ର ଜେଷ୍ଠଭ୍ରାତା ଇଲୀଯାବ ଶକ୍ସ୍ଟଣିଲା। ଇଲୀଯାବର କୋରଧ ଦାଉଦ ଉପରେ ପ୍ରଜ୍ବଳିତ ହେଲା, ଆଉ ସେ କହିଲା, ତକ୍ସ୍ଟ ଏଠାକକ୍ସ୍ଟ କାହିଁକି ଆସିଲକ୍ସ୍ଟ? ପ୍ରାନ୍ତର ରେ ତକ୍ସ୍ଟ ମେଣ୍ତାମାନଙ୍କୁ କାହା ପାଖ ରେ ଛାଡିଲକ୍ସ୍ଟ? ମୁ ତୋ ଗର୍ବ ଓ ତୋ ମନର ଦକ୍ସ୍ଟଷ୍ଟତା ଜାଣେ। କାରଣ ତକ୍ସ୍ଟ କବଳେ ୟକ୍ସ୍ଟଦ୍ଧ ଦେଖିବା ପାଇଁ ଆସିଛକ୍ସ୍ଟ।
ଅମ୍ମାନଙ୍କେର ଯୋନାଦବ ନାମକ ଜଣେ ଚତକ୍ସ୍ଟର ବନ୍ଧକ୍ସ୍ଟ ଥିଲା, ୟିଏକି ଶିମିଯର ପକ୍ସ୍ଟତ୍ର। ଶିମିଯ ଦାଉଦଙ୍କର ଭାଇ ଥିଲା।
ସେତବେେଳେ ଦାଉଦଙ୍କର ଭାଇ ଶିମିଯର ପକ୍ସ୍ଟତ୍ର ଯୋନାଦବ ପହଞ୍ଚିଲା ଓ କହିଲା, ନା! ସମସ୍ତଙ୍କକ୍ସ୍ଟ ହତ୍ଯା କରାୟାଇ ନାହିଁ। ମାତ୍ର ଅମ୍ ନୋନକକ୍ସ୍ଟ ହତ୍ଯା କରାଗଲା। ଅମ୍ ନୋନ ତାମରକକ୍ସ୍ଟ ଧର୍ଷଣ କରିବା ଦିନଠାରକ୍ସ୍ଟ ଅବଶା ଲୋମ ଏହି ଷଡୟନ୍ତ୍ର କରି ଆସକ୍ସ୍ଟଅଛି।
ପକ୍ସ୍ଟଣି ସେ ଇଶ୍ରାୟେଲକକ୍ସ୍ଟ ତକ୍ସ୍ଟଚ୍ଛ କରନ୍ତେ ଦାଉଦଙ୍କର ଭ୍ରାତା ଶିମିଯିର ପକ୍ସ୍ଟତ୍ର ଯୋନାଥନ ତାହାକକ୍ସ୍ଟ ବଧ କଲା।
ୟିଶୀ ଇଲିଯାବଙ୍କର ପିତା ଥିଲେ। ଇଲିଯାବ ୟିଶୀଙ୍କର ପ୍ରଥମ ଜାତ ପୁତ୍ର ଥିଲେ। ୟିଶୀଙ୍କର ଦ୍ବିତୀୟ ପୁତ୍ର ଥିଲେ ଅବିନାଦବ, ତାଙ୍କର ତୃତୀୟ ପୁତ୍ର ଥିଲେ ଶମ୍ମ।