ସାବଧାନ ହବେ, ତୁମ୍ଭମାନେେ ଆପଣା ଭୂମିରେ ବାସ କରିବା ୟାଏ ଓ ବଞ୍ଚି ରହିଥିବା ୟାଏ ଲବେୀୟମାନଙ୍କୁ ତ୍ଯାଗ କରିବ ନାହିଁ।
Cross references
କିନ୍ତୁ ଏକଥା ଭୂଲିୟାଅ ନାହିଁ ଯେ ଆପଣା ନଗର ଦ୍ବାରବର୍ତ୍ତୀ ଲବେୀୟ ଲୋକକୁ ତ୍ଯାଗ କରିବ ନାହିଁ, କାରଣ ସେ ତକ୍ସ୍ଟମ୍ଭ ସଙ୍ଗ ରେ କୌଣସି ଅଧିକାର ପାଇନାହିଁ। ତେଣୁ ତୁମ୍ଭେ ଖାଦ୍ୟ ରେ ତାଙ୍କୁ ଭାଗ ଦବେ।
ଇଶ୍ରାୟେଲର ସମସ୍ତ ଯାଜକ ଓ ଲବେୀୟଗଣ ରିହବିଯାମ୍ ସହ ଏକମତ ହେଲେ ଓ ତାଙ୍କ ସହିତ ୟୋଗ ଦେଲେ।
ହିଜକିଯ ୟିରୁଶାଲମ ରେ ବାସ କରୁଥିବା ଲୋକମାନଙ୍କୁ ସମାନଙ୍କେର ଶସ୍ଯର ପ୍ରଥମ ଅଂଶ ଯାଜକ ଓ ଲବେୀୟମାନଙ୍କୁ ଦବୋ ନିମନ୍ତେ ଆଦେଶ ଦେଲେ, ଯେଉଁଥିପାଇଁ ଯାଜକ ଓ ଲବେୀୟମାନେ ବ୍ଯବସ୍ଥା ନିଯମାନୁୟାଯୀ କାର୍ୟ୍ଯ କରିବା ରେ ସମାନଙ୍କେର ସମସ୍ତ ସମୟ ଅତିବାହିତ କରିପାରିବେ।
ଆମ୍ଭମାନେେ ଗୁଳାବାଣ୍ଟ କରି ଯାଜକମାନଙ୍କ ବଂଶ ପାଇଁ, ଲବେୀୟଗଣ ପାଇଁ, ସଦାପ୍ରଭୁଙ୍କ ମନ୍ଦିର ପାଇଁ ପାଠ ଆଣୁଥିବା ଲୋକମାନଙ୍କ ପାଇଁ ବାର୍ଷିକ କାର୍ୟ୍ଯ ନିର୍ଘଣ୍ଟ ସ୍ଥିର କରିଅଛୁ। ବ୍ଯବସ୍ଥା ରେ ଯାହା ଲିଖିତ ହାଇେଅଛି ସହେି ଅନୁସାରେ ଆମ୍ଭ ସଦାପ୍ରଭୁ ପରମେଶ୍ବରଙ୍କ ୟଜ୍ଞବଦେୀ ରେ ସହେି କାଠଗୁଡିକ ଜଳାୟିବା ଉଚିତ୍।
ଏହା ନିଶ୍ଚିତ ଯେ ଆମ୍ଭ ବିଷୟ ରେ ମଧ୍ଯ ଲଖାଯାେଇଛି। କାରଣ ହଳ କରୁଥିବା ଓ ଶସ୍ଯ ପାଛୁଡ଼ୁ ଥିବା ଲୋକ, ଉଭୟ ପରିଶ୍ରମ କରିଥିବା ହତେୁ, ପାଇବେ ବୋଲି ଆଶା କରିଥାନ୍ତି।