Home Bibles ଆଦି ପୁସ୍ତକ 43:32 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 43:32 · ଓଡ଼ିଆ ବାଇବେଲ

ଯୋଷଫେର ଦାସମାନେ ଯୋଷଫଙ୍କେ ପାଇଁ ଏକ ଟବେୁଲ, ଏକ ଟବେୁଲ ତାଙ୍କ ଭାଇମାନଙ୍କ ପାଇଁ ଏବଂ ଆଉ ଏକ ଟବେୁଲ ମିଶ୍ରୀଯମାନଙ୍କ ପାଇଁ ଯେଉଁମାନେ ସମାନଙ୍କେ ସହିତ ବସି ଖାଇଲେ। କାରଣ ଏବ୍ରୀଯମାନଙ୍କ ସହିତ ଭୋଜନ କରିବା ମିଶ୍ରୀଯମାନଙ୍କର ପ୍ରଥା ନଥିଲା। ମିଶ୍ରୀଯମାନେ ଏବ୍ରୀଯମାନଙ୍କ ସହିତ ଖାଇବା ମସ୍ତବଡ଼ ଅନୁଚିତ ବୋଲି ବିବଚେିତ ହୁଏ।

Cross references

ଆଦି ପୁସ୍ତକ 31:54

ଏହାପରେ ସେ ସହେି ପର୍ବତ ରେ ବଳିଦାନ କରି ଆହାର କରିବା ନିମନ୍ତେ ଆପଣା ନିଜ ଲୋକଙ୍କୁ ଡ଼ାକିଲା। ତହିଁରେ ସମାନେେ ଭୋଜନ କରି ପର୍ବତ ରେ ରାତ୍ରିସାରା ରହିଲେ।

ଆଦି ପୁସ୍ତକ 43:16

ଯୋଷଫେ ସମାନଙ୍କେ ସହିତ ବିନ୍ଯାମୀନକୁ ଦେଖିଲେ। ଯୋଷଫେ ତାଙ୍କର ଦାସକୁ ନିର୍ଦ୍ଦେଶ ଦେଲେ, ସହେି ଲୋକମାନଙ୍କୁ ମାରେ ଗୃହକୁ ପାଛୋଟି ଆଣ। ଏବଂ ଏକ ପଶୁମାରି ତାହାକୁ ରାନ୍ଧ। ସହେି ଲୋକମାନେ ଆଜି ମାେ ସହିତ ମଧ୍ଯାନ୍ନ ଭୋଜନ କରିବେ।

ଆଦି ପୁସ୍ତକ 46:34

ତୁମ୍ଭେ ତାଙ୍କୁ କହିବ. 'ଆମ୍ଭେ ମଷେପାଳକ ଅଟୁ, ଆମ୍ଭ ପରିବାର ସମସ୍ତେ ମଷେପାଳକ ଓ ଆମ୍ଭ ପୂର୍ବରୁ ଯେତବେେଳେ ଆମ୍ଭେ ୟୁବା ଥିଲୁ, ଜୀବନ୍ତ ପ୍ରଣୀମାନଙ୍କର ଯତ୍ନ ନେଉଥିଲୁ।' ଏହାପରେ ଫାରୋ ତୁମ୍ଭମାନଙ୍କୁ ଗୋଶନ ରେ ରହିବାକୁ ଅନୁମତି ଦବେେ। କାରଣ ମିଶରର ଲୋକମାନେ ମଷେପାଳକଙ୍କୁ ସମାନଙ୍କେର ଅଞ୍ଚଳ ପାଖ ରେ ରଖିବାକୁ ପସନ୍ଦ କରନ୍ତି ନାହିଁ।

ଯାତ୍ରା ପୁସ୍ତକ 8:26

କିନ୍ତୁ ମାଶାେ କହିଲେ, ଏହା କବେେ ମଧ୍ଯ ଠିକ୍ ହବେ ନାହିଁ। ମିଶରବାସୀମାନେ ଭାବିବେ ଯେ, ପଶୁମାନଙ୍କୁ ମାରି ବଳିଦାନ କରିବା, ଏକ ଭୟଙ୍କର କାର୍ୟ୍ଯ ହବେ। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବରଙ୍କ ପାଇଁ ଯଦି ଆମ୍ଭେ ଏପରି କର୍ୟ୍ଯ ଏହିଠା ରେ କରୁ ତବେେ ମିଶରବାସୀ ଆମ୍ଭମାନଙ୍କୁ ଦେଖିବେ, ଏବଂ ସମାନେେ ଆମ୍ଭମାନଙ୍କ ଉପରକୁ ପଥର ଫୋପାଡିବେ।

Interlinear

Choose Theme