Home Bibles ହୋଶେୟ 13:11 · ଓଡ଼ିଆ ବାଇବେଲ
ହୋଶେୟ 13:11 · ଓଡ଼ିଆ ବାଇବେଲ

ଆମ୍ଭେ କୋର୍ଧିତ ହେଲୁ ଓ ତୁମ୍ଭମାନଙ୍କର ଜଣେ ରାଜା ହେଲୁ। ଯେତବେେଳେ ଅତି କୋର୍ଧିତ ହେଲୁ ତାଙ୍କୁ ଦୂରକୁ ନଇଗେଲୁ।

Cross references

ପ୍ରଥମ ଶାମୁୟେଲ 8:7

ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ଲୋକମାନଙ୍କ ମତ ଅନକ୍ସ୍ଟସା ରେ କାର୍ୟ୍ଯ କର। ସମାନେେ ତୁମ୍ଭକୁ ଅଗ୍ରାହ୍ଯ କରି ନାହିଁନ୍ତି। ସମାନେେ ମାେତେ ସମାନଙ୍କେର ରାଜା ରୂପେ ପ୍ରତ୍ଯାଖାନ କରିଛନ୍ତି।

ପ୍ରଥମ ଶାମୁୟେଲ 10:19

କିନ୍ତୁ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ଆଜି ପରିତ୍ଯାଗ କଲ। ପରମେଶ୍ବର ତୁମ୍ଭମାନଙ୍କୁ ସବୁ ଅସକ୍ସ୍ଟବିଧାରକ୍ସ୍ଟ ଓ ସମସ୍ଯାରକ୍ସ୍ଟ ରକ୍ଷା କରନ୍ତି। କିନ୍ତୁ ତୁମ୍ଭମାନେେ କହିଲ, 'ଆମ୍ଭମାନଙ୍କୁ ଶାସନ କରିବାକୁ ଆମ୍ଭେ ଜଣେ ରାଜା ଗ୍ଭହକ୍ସ୍ଟଁ।' ସେଥିପାଇଁ ତୁମ୍ଭମାନଙ୍କର ଜାତି ଓ ପରିବାରବର୍ଗ ଅନକ୍ସ୍ଟସା ରେ ସଦାପ୍ରଭୁଙ୍କ ନିକଟରେ ଉପସ୍ଥିତ ହକ୍ସ୍ଟଅ।

ପ୍ରଥମ ଶାମୁୟେଲ 12:1

ଶାମକ୍ସ୍ଟଯଲେ ସମସ୍ତ ଇଶ୍ରାୟେଲୀଙ୍କକ୍ସ୍ଟ କହିଲେ, ତୁମ୍ଭମାନେେ ମାେତେ ଯାହାୟାହା କହିଲ, ମୁ ସେ ପ୍ରକା ରେ ତୁମ୍ଭମାନଙ୍କର ଏକ ରାଜା ନିଯୋଜନ କଲି।

ପ୍ରଥମ ଶାମୁୟେଲ 12:13

ବର୍ତ୍ତମାନ ତୁମ୍ଭମାନଙ୍କ ଅନକ୍ସ୍ଟ ରୋଧ ଓ ପସନ୍ଦ ଅନକ୍ସ୍ଟସା ରେ ସଦାପ୍ରଭୁ ତୁମ୍ଭକୁ ଶାସନ କରିବା ପାଇଁ ଜଣେ ରାଜାଙ୍କକ୍ସ୍ଟ ଦଇେଛନ୍ତି।

ପ୍ରଥମ ଶାମୁୟେଲ 15:22

କିନ୍ତୁ ଶାମକ୍ସ୍ଟଯଲେ ଉତ୍ତର ଦେଲେ, ସଦାପ୍ରଭୁଙ୍କୁ କ'ଣ ଅଧିକ ପ୍ରସନ୍ନ କଲ, ହାମବେଳି, ନବୈେଦ୍ଯ ନା ପରମେଶ୍ବରଙ୍କର ଆଦେଶଗକ୍ସ୍ଟଡିକ ପାଳନ କରିବା? ପରମେଶ୍ବର ହୃଷ୍ଟପୃଷ୍ଟ ମଷେର ବଳିଦାନଠାରକ୍ସ୍ଟ ତାଙ୍କର ଆଜ୍ଞାମାନକ୍ସ୍ଟ ଥିବା ଲୋକଠା ରେ ଅଧିକ ସନ୍ତକ୍ସ୍ଟଷ୍ଟ ହକ୍ସ୍ଟଅନ୍ତି।

ପ୍ରଥମ ଶାମୁୟେଲ 15:23

ବିଦ୍ରୋହିତା ମନ୍ତ୍ରପାଠ ପାପତକ୍ସ୍ଟଲ୍ଯ ଓ ଅବାଧ୍ଯତା ଅବସ୍ତକ୍ସ୍ଟର ଓ ଠାକକ୍ସ୍ଟରମାନଙ୍କର ପୂଜାତକ୍ସ୍ଟଲ୍ଯ। ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯ ତକ୍ସ୍ଟଚ୍ଛ କରିଅଛ। ଏଥିପାଇଁ ସେ ମଧ୍ଯ ତୁମ୍ଭକୁ ରାଜା ହବୋ ପାଇଁ ତକ୍ସ୍ଟଚ୍ଛ କରିଅଛନ୍ତି।

ପ୍ରଥମ ଶାମୁୟେଲ 15:26

କିନ୍ତୁ ଶାମକ୍ସ୍ଟଯଲେ ଶାଉଲଙ୍କକ୍ସ୍ଟ କହିଲେ, ମୁ ତକ୍ସ୍ଟମ୍ଭ ସଙ୍ଗେ ଫରେି ୟିବି ନାହିଁ। କାରଣ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯକକ୍ସ୍ଟ ଅବମାନନା କରିଅଛ ଓ ସଦାପ୍ରଭୁ ତୁମ୍ଭକୁ ଇଶ୍ରାୟେଲର ରାଜା ପାଇଁ ମନା କରିଅଛନ୍ତି।

ପ୍ରଥମ ଶାମୁୟେଲ 16:1

ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ତୁମ୍ଭେ କେତକୋଳ ଶାଉଲଙ୍କ ପାଇଁ ଶୋକ କରିବ? ମୁ ତାଙ୍କୁ ଇଶ୍ରାୟେଲର ରାଜା ରୂପେ ପ୍ରତ୍ଯାଖ୍ଯାନ କରିଛି। ତୁମ୍ଭେ ଆପଣା ଶିଙ୍ଗ ତୈଳ ରେ ପୂର୍ଣ୍ଣ କରିଗ୍ଭଲ, ମୁ ତୁମ୍ଭକୁ ବୈଥ୍ଲହମରେ ୟିଶୀ ନାମକ ବ୍ଯକ୍ତି ନିକଟକକ୍ସ୍ଟ ପଠାଇବି। କାରଣ ତାହାର ପକ୍ସ୍ଟତ୍ରମାନ୍ଙ୍କ ମଧ୍ଯରକ୍ସ୍ଟ ମୁ ଆପଣା ପାଇଁ ଏକ ରାଜା ଦେଖିଅଛକ୍ସ୍ଟ।

ପ୍ରଥମ ଶାମୁୟେଲ 31:1

ପଲେଷ୍ଟୀୟମାନେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଏବଂ ଇଶ୍ରାୟେଲୀୟମାନେ ଭୟ ରେ ସଠାେରକ୍ସ୍ଟ ଦୌଡି ପଳାଯନ କଲେ। ଗିଲବୋଯ ପର୍ବତ ଉପରେ ବହକ୍ସ୍ଟତ ଇଶ୍ରାୟେଲୀୟମାନଙ୍କୁ ମାରି ଦିଆଗଲା।

ପ୍ରଥମ ରାଜାବଳୀ 12:15

ରାଜା ଲୋକମାନଙ୍କ ଅନୁରୋଧ ପୁରଣ କରିବାକୁ ମନା କରି ଦେଲେ। ସଦାପ୍ରଭୁ ଏହିସବୁ ଘଟାଇବାର କାରଣ ହେଲ, ସେ ଚାହିଁଲେ ତାଙ୍କର ପ୍ରତିଜ୍ଞା ପୂରଣ କରିବା ପାଇଁ। ନବାଟର ପୁତ୍ର ୟାରବିଯାମ୍ ଯାହା ଅହିଯ ଶୀଲୋନୀଯଙ୍କ ଦ୍ବାରା କୁହା ହାଇେଥିଲା।

ପ୍ରଥମ ରାଜାବଳୀ 12:26

ୟାରବିଯାମ ନିଜକୁ ନିଜେ ଚିନ୍ତା କଲେ, ଯଦି ଲୋକମାନେ ୟିରୁଶାଲମକୁ ସଦାପ୍ରଭୁଙ୍କ ମନ୍ଦିର ରେ ସଦାପ୍ରଭୁଙ୍କ ସମ୍ମାନାର୍ଥେ ବଳିଦାନ କରିବାକୁ ୟାଆନ୍ତି, ତବେେ ସମାନେେ ପୁନର୍ବାର ଦାଉଦ ପରିବାର ଦ୍ବାରା ଶାସିତ ହବୋକୁ ଗ୍ଭହାନ୍ତି।

ପ୍ରଥମ ରାଜାବଳୀ 14:7

ତୁମ୍ଭେ ୟାଇ ୟାରବିଯାମକୁ କୁହ ଯେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, 'ମୁଁ ଲୋକମାନଙ୍କ ମଧ୍ଯରୁ ତୁମ୍ଭକୁ ବାଛିଲି ଏବଂ ଉନ୍ନତ କରି ମାେ ଲୋକ ଇଶ୍ରାୟେଲ ଉପରେ ତୁମକୁ ରାଜା କଲି।

ଦିତୀୟ ରାଜାବଳୀ 17:1

ଯିହୁଦା ରେ ଆହାସ୍ଙ୍କ ରାଜତ୍ବର ଦ୍ବାଦଶ ବର୍ଷ ରେ ଏଲାଙ୍କର ପୁତ୍ର ହାେେଶୟ ଶମରିଯା ରେ ଇଶ୍ରାୟେଲ ଉପରେ ରାଜ୍ଯ ଶାସନ କରିବା ଆରମ୍ଭ କଲେ ଓ ସେ ନଅବର୍ଷ ରାଜତ୍ବ କଲେ।

ହିତୋପଦେଶ 28:2

ଯଦି ଏକ ଦେଶର ଲୋକମାନେ କାହାକୁ ମାନିବେ ନାହିଁ, ତବେେ ସେ ଦେଶର ଅଧିକ ଅଧିପତିମାନେ ସୃଷ୍ଟି ହୁଅନ୍ତି। ମାତ୍ର ସମାନେେ ଖୁବ୍ କମ୍ ସମୟ ପାଇଁ ଶାସନ କରନ୍ତି। କିନ୍ତୁ ଦେଶର ଧାର୍ମିକ ଶାସନକର୍ତ୍ତା ଥିଲେ, ସେ ଅଧିକ ଦିନ ଶାସନ କରିବେ।

ହୋଶେୟ 10:3

ବର୍ତ୍ତମାନ ଇଶ୍ରାୟେଲୀୟମାନେ କୁହନ୍ତି, ଆମ୍ଭମାନଙ୍କର ରାଜା ନାହାନ୍ତି। ଆମ୍ଭେ ସଦାପ୍ରଭୁଙ୍କୁ ସମ୍ମାନ କରୁନାହୁଁ ଏବଂ ତାଙ୍କର ରାଜା ଆମ୍ଭମାନଙ୍କର କିଛି କରିପାରିବେ ନାହିଁ।

ହୋଶେୟ 10:7

ପାଣି ରେ ଗୋଟିଏ କାଠଖଣ୍ତ ଭାସି ଗଲାପରି, ଶମରିଯାର ରାଜା ଧ୍ବଂସ ହବେେ।

Interlinear

Choose Theme