Home Bibles ପ୍ରଥମ ଶାମୁୟେଲ 8:19 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 8:19 · ଓଡ଼ିଆ ବାଇବେଲ

କିନ୍ତୁ ଲୋକମାନେ ଶାମୁୟେଲଙ୍କ କଥାକକ୍ସ୍ଟ ଭୃକ୍ଷପେ କଲେ ନାହିଁ। ସମାନେେ କହିଲେ, ନା, ଆମକକ୍ସ୍ଟ ଶାସନ କରିବା ପାଇଁ ରାଜା ଦରକାର।

Cross references

ପ୍ରଥମ ଶାମୁୟେଲ 12:12

ତା'ପରେ ତୁମ୍ଭେ ଦେଖିଲ ଅମ୍ମାନରେ ରାଜା ନାହଶ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ତୁମ୍ଭେ କହିଲ, 'ନା! ଆମ୍ଭେ ଜଣେ ରାଜା ଗ୍ଭହକ୍ସ୍ଟଁ' ଯଦିଓ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କର ରାଜା ଥିଲେ।

ଦିତୀୟ ରାଜାବଳୀ 21:9

ମାତ୍ର ସମାନେେ ପରମେଶ୍ବରଙ୍କ ବାକ୍ଯ ଶୁଣିଲେ ନାହିଁ। କିଣାନର ଦେଶଠାରୁ ଅଧିକ ମନ୍ଦ କର୍ମ କରିବାକୁ ମନଃଶି ସମାନଙ୍କେୁ ମାର୍ଗ ଦର୍ଶନ କରୁଥିଲେ। ସେଥିପାଇଁ ସଦାପ୍ରଭୁଙ୍କ ଦ୍ବାରା ସମାନଙ୍କେୁ ବିନଷ୍ଟ କରାଗଲା। ଯେତବେେଳେ ଇଶ୍ରାୟେଲୀୟମାନେ ଦେଶକୁ ଆସିଲେ।

ଗୀତସଂହିତା 81:11

କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର କଥାକୁ ଶୁଣିଲେ ନାହିଁ। ଇଶ୍ରାୟେଲବାସୀ ଆମ୍ଭର କଥା ମାନିଲେ ନାହିଁ।

ଗୀତସଂହିତା 81:12

ତଣେୁ ଆମ୍ଭେ ସମାନଙ୍କେୁ ସମାନଙ୍କେର ଇଚ୍ଛାନୁସାରେ କାର୍ୟ୍ଯ କରିବାକୁ ଦଲେୁ। ଇଶ୍ରାୟେଲୀୟମାନେ ସମାନଙ୍କେର ଇଚ୍ଛାନୁସାରେ କାର୍ୟ୍ଯମାନ କଲେ।

ଯିଶାଇୟ 66:4

ମୁଁ ସମାନଙ୍କେ ପ୍ରତି କଠାେର ହବେି ଓ ଆଣିବି ଯାହା ସମାନେେ ଭୟ କରନ୍ତି କାରଣ ସମାନେେ ଉତ୍ତର କଲେ ନାହିଁ, ଯେତବେେଳେ ମୁଁ ସମାନଙ୍କେୁ ଡ଼ାକିଲି ଏବଂ ଶୁଣିଲେ ନାହିଁ ଯେତବେେଳେ ସମାନେେ କୁହା ହେଲେ। ସମାନେେ ସବୁକିଛି କଲେ ଯାହା ମାରେ ଚକ୍ଷୁ ରେ ମନ୍ଦ ବୋଲି ବୁଝା ହେଲା। ସମାନେେ ଜିନିଷ ମନୋନୀତ କଲେ, ଯାହା ମୁଁ ପସନ୍ଦ କଲି ନାହିଁ।

ଯିରିମିୟ 7:13

ସଦାପ୍ରଭୁ କହନ୍ତି, ହେ ଇଶ୍ରାୟେଲର ଲୋକମାନେ, ତୁମ୍ଭମାନେେ ଏହିସବୁ ଦୁଷ୍କର୍ମ କରିଅଛ। ମୁଁ ତୁମ୍ଭମାନଙ୍କୁ ବାରମ୍ବାର କହିଲି, କିନ୍ତୁ ତୁମ୍ଭମାନେେ ମାେ କଥା ଶୁଣିଲ ନାହିଁ। ମୁଁ ତୁମ୍ଭମାନଙ୍କୁ ଡ଼ାକିଲି, କିନ୍ତୁ ତୁମ୍ଭମାନେେ ଉତ୍ତର ଦଲେ ନାହିଁ।

ଯିରିମିୟ 44:16

ତୁମ୍ଭେ ସଦାପ୍ରଭୁଙ୍କ ନାମ ରେ ଆମ୍ଭମାନଙ୍କୁ ଯେଉଁ କଥା କହିଅଛ, ତୁମ୍ଭର ସହେି କଥା ଆମ୍ଭମାନେେ ଶୁଣିବୁ ନାହିଁ।

ଯିହିଜିକଲ 33:31

ଏବଂ ସମାନେେ ମାେ ଲୋକପରି ତୁମ୍ଭ ନିକଟକୁ ଆସନ୍ତି। ମାେ ଲୋକପରି ସମାନେେ ତୁମ୍ଭ ସମ୍ମୁଖ ରେ ବସନ୍ତି ଓ ତୁମ୍ଭ କଥା ଶୁଣନ୍ତି। କିନ୍ତୁ ସମାନେେ ମାେ କଥା ମାନନ୍ତି ନାହିଁ। କାରଣ ସମାନେେ କବଳେ ତାହା କରନ୍ତି, ଯାହା ସମାନେେ କରିବାକୁ ଚାହାଁନ୍ତି। ଏବଂ ସମାନଙ୍କେ ହୃଦଯ ଅସାଧୁ ଲାଭ ପାଇଁ ଲୋଭି ଅଟେ।

Interlinear

Choose Theme