Home Bibles ☰ Books ପ୍ରଥମ ଶାମୁୟେଲ 6:16 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 6:16 · ଓଡ଼ିଆ ବାଇବେଲ

ତହକ୍ସ୍ଟଁ ପଲେଷ୍ଟୀୟମାନଙ୍କର ପାଞ୍ଚ ଅଧିପତି ତାହା ଦେଖି ସହେିଦିନ ଇକ୍ରୋଣକକ୍ସ୍ଟ ଫରେି ଆସିଲେ।

Cross references

ଯିହୋଶୂୟ 13:3

ଶୀହାରଠାେରକ୍ସ୍ଟ ମିଶରର ସୀମାବର୍ତ୍ତୀ ଇକ୍ରୋଣ ଓ ତା'ର ଉତ୍ତରାଞ୍ଚଳକକ୍ସ୍ଟ ବର୍ତ୍ତମାନ ପର୍ୟ୍ଯନ୍ତ ତୁମ୍ଭେ ନିଯନ୍ତ୍ରଣକକ୍ସ୍ଟ ନଇନୋହିଁ। ବର୍ତ୍ତମାନ ସକ୍ସ୍ଟଦ୍ଧା ସହେି ଦେଶ କିଣାନୀଯମାନଙ୍କର ଅଟେ। ଏହି ପାଞ୍ଚଜଣଙ୍କକ୍ସ୍ଟ ଯଥା: ଗାଜା, ଅସଦୋଦ୍, ଅସ୍କିଲୋନ, ଗାତ୍ ଓ ଇକ୍ରୋଣର ନେତାଗଣଙ୍କକ୍ସ୍ଟ ତକ୍ସ୍ଟମ୍ଭଙ୍କକ୍ସ୍ଟ ପରାସ୍ତ କରିବାକୁ ହବେ।

ବିଚାରକର୍ତାମାନଙ୍କ ବିବରଣ 3:3

ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି, ବାଲ୍ହର୍ମୋନ ପର୍ବତଠାରକ୍ସ୍ଟ ହମାତ ରେ ପ୍ରବେଶିବା ପଥ ପର୍ପ୍ଯନ୍ତ ଲିବା ନୋନ ପର୍ବତ ନିବାସୀ ସମସ୍ତ କିଣାନୀଯ ସୀଦୋନୀଯ ଏବଂ ହିଦ୍ଦୀଯ ଲୋକମାନେ।

ବିଚାରକର୍ତାମାନଙ୍କ ବିବରଣ 16:5

ତେଣୁ ପଲେଷ୍ଟୀୟ ନତେୃବର୍ଗମାନେ ସହେି ସ୍ତ୍ରୀ ନିକଟକକ୍ସ୍ଟ ଆସି ତାହାକକ୍ସ୍ଟ କହିଲେ, ଆମ୍ଭେ ଜାଣିବାକକ୍ସ୍ଟ ଗ୍ଭହକ୍ସ୍ଟଁ ସେ କେଉଁଠାରକ୍ସ୍ଟ ବଳ ପାଉଛି, ତୁମ୍ଭେ ଚତକ୍ସ୍ଟରତାର ସହ ତାଙ୍କ ପାଖରକ୍ସ୍ଟ ଏହି ଗକ୍ସ୍ଟଲ୍ଗ ରହସ୍ଯ ଆଦାଯ କର। ଆମ୍ଭେ ଜାଣିବାକକ୍ସ୍ଟ ଗ୍ଭହକ୍ସ୍ଟଁ, ତାକକ୍ସ୍ଟ କିପରି କାବକ୍ସ୍ଟ କରି ହବେ। ଯାହାଫଳ ରେ ଆମ୍ଭେ ଯେ କୌଣସି ପ୍ରକା ରେ ବନ୍ଦି କରି ପାରିବକ୍ସ୍ଟ। ଯଦି ତୁମ୍ଭେ ଏହା କରିପାରିବ ତବେେ ତୁମ୍ଭକୁ ଆମ୍ଭେ ପ୍ରେତ୍ୟକକ 1,100 ଲଖାଏଁେ ରେ ୗପ୍ୟ ମକ୍ସ୍ଟଦ୍ରା ଦବେକ୍ସ୍ଟ।

ବିଚାରକର୍ତାମାନଙ୍କ ବିବରଣ 16:23

ପଲେଷ୍ଟୀୟମାନେ ଏକତ୍ରୀତ ହାଇେ ଜଯଲାଭ ଉତ୍ସବ ପାଳନ କଲେ। ସମାନେେ ସମାନଙ୍କେର ଦବେତା ଦାଗୋନ ଉଦ୍ଦେଶ୍ଯ ରେ ବଳିଦାନ ଉତ୍ସର୍ଗ କଲେ। ସମାନେେ କହିଲେ, ଶାମ୍ଶାେନ୍ଙ୍କକ୍ସ୍ଟ ପରାସ୍ତ କରିବା ପାଇଁ, ଆମ୍ଭମାନଙ୍କର ଦବେତା ଆମ୍ଭମାନଙ୍କୁ ସାହାୟ୍ଯ କଲେ। ଯେ କି ଆମର ଶତୃ ଥିଲା।

ପ୍ରଥମ ଶାମୁୟେଲ 5:10

ଏହାପରେ ସମାନେେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଇକ୍ରୋଣକକ୍ସ୍ଟ ପଠାଇଲେ। ଯେତବେେଳେ ଇଶ୍ରାୟେଲର ପରମେଶ୍ବରଙ୍କର ପବିତ୍ର ସିନ୍ଦକ୍ସ୍ଟକ ଆସିଲା।

ପ୍ରଥମ ଶାମୁୟେଲ 6:4

ତା'ପରେ ସମାନେେ ପଚାରିଲେ, ଆମ୍ଭମାନଙ୍କୁ କ୍ଷମା ଦବୋ ପାଇଁ ଆମ୍ଭମାନେେ କି ପ୍ରକାର ଉପହାର ଇଶ୍ରାୟେଲର ପରମେଶଓରଙ୍କୁ ପଠାଇବା ଉଚିତ୍?

ପ୍ରଥମ ଶାମୁୟେଲ 6:12

ସେତବେେଳେ ସହେି ଗାଭୀମାନେ ସଳଖ ପଥଧରି ବୈଥ-ଶମେଶକକ୍ସ୍ଟ ଗଲେ; ସମାନେେ ସମାନଙ୍କେର ବାମ କିମ୍ବା ଡାହାଣକକ୍ସ୍ଟ ବକ୍ସ୍ଟଲିଲେ ନାହିଁ। ସମାନେେ ରାସ୍ତାସାରା ହମ୍ବା ରବ କରୁଥିଲେ, ଆଉ ସମାନଙ୍କେ ପେଛ ପେଛ ପଲେଷ୍ଟୀୟ ଅଧିପତିମାନେ ବୈଥ୍ଶମେଶ ସୀମା ପର୍ୟ୍ଯନ୍ତ ଗଲେ।

Interlinear

Choose Theme