Home Bibles ପ୍ରଥମ ଶାମୁୟେଲ 31:13 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 31:13 · ଓଡ଼ିଆ ବାଇବେଲ

ତା'ପରେ ସହେି ଲୋକମାନେ ଶାଉଲ ଓ ତାଙ୍କର ପକ୍ସ୍ଟତ୍ରମାନଙ୍କର ଅସ୍ଥି ସଂଗ୍ରହ କରିଆଣି ୟାବେଶଠା ରେ ଥିବା ଏକ ଝାଉଁ ବୃକ୍ଷ ତଳେ ତାହାକକ୍ସ୍ଟ ସମାଧି ଦେଲେ। ତା'ପରେ ୟାବେଶର ଲୋକମାନେ ଶୋକ ସନ୍ତାଲ୍ଗ ଭାବରେ ଦକ୍ସ୍ଟଃଖ ରେ ଶାେକ ପାଳନ ନିମନ୍ତେ ସାତଦିନ ବିନା ଆହାର ରେ ଶୋକ ପାଳନ କଲେ।

Cross references

ଆଦି ପୁସ୍ତକ 35:8

ସହେି ସ୍ଥାନ ରେ ରିବିକାର ଦବୋରା ନାମ୍ନୀ ଧାତ୍ରୀର ମୃତ୍ଯୁ ହେଲା ଏବଂ ତାକୁ ବୈଥଲରେ ଅଧଃସ୍ଥିତ ଆଲୋନ ବୃକ୍ଷମୂଳେ କବର ଦିଆଗଲା। ତେଣୁ ସହେି ସ୍ଥାନର ନାମ ଆଲୋନ-ବାଖୁତ୍ ହେଲା।

ଆଦି ପୁସ୍ତକ 50:10

ଏହାପରେ ସମାନେେ ୟର୍ଦ୍ଦନପାରସ୍ଥ ଆଟଦର ଖଳା ରେ ଉପସ୍ଥିତ ହୁଅନ୍ତେ ସଠାେରେ ମହାବିଳାପ କରି ରୋଦନ କଲେ। ସମାନେେ ସଠାେରେ ଯୋଷଫଙ୍କେ ପିତାଙ୍କ ପାଇଁ ସାତଦିନ ଶାେକ କଲେ।

ପ୍ରଥମ ଶାମୁୟେଲ 22:6

ଶାଉଲ ଜାଣିବାକକ୍ସ୍ଟ ପାଇଲେ ଯେ, ତାଙ୍କର ଲୋକମାନେ ଦାଉଦ ଓ ତାଙ୍କର ସାଥୀ ଲୋକମାନଙ୍କ ବିଷଯ ରେ ଜାଣିବାକକ୍ସ୍ଟ ପାଇଲେ ଯେ ସମାନେେ କେଉଁଠା ରେ ଅଛନ୍ତି। ଏହି ସମୟରେ ଶାଉଲ ନିଜ ହସ୍ତ ରେ ବର୍ଚ୍ଛା ଧରି ଗିବିଯାସ୍ଥିତ ରାମାର ଏକ ଗଛ ମୂଳ ରେ ବସି ରହିଲେ। ଏବଂ ତାଙ୍କର ଦାସମାନେ ତାଙ୍କୁ ଘରେି ରହିଥିଲେ।

ଦିତୀୟ ଶାମୁୟେଲ 1:12

ସମାନେେ ଦକ୍ସ୍ଟଃଖ ରେ କାନ୍ଦିଲେ ଏବଂ ସମାନେେ ମଧ୍ଯ ଦିନସାରା କିଛି ଖାଇଲେ ନାହିଁ। ସମାନେେ ଏପରି କଲେ କାରଣ ଯୋନାଥନ ଓ ଶାଉଲ ମୃତକ୍ସ୍ଟ୍ଯବରଣ କଲେ ଏବଂ ସଦାପ୍ରଭୁଙ୍କର ବହକ୍ସ୍ଟତ ଇଶ୍ରାୟେଲୀୟ ଲୋକମାନେ ୟକ୍ସ୍ଟଦ୍ଧ ରେ ହତ ହେଲ। ତେଣୁ ସମାନେେ କାନ୍ଦିଲେ ଓ ଶୋକ ପାଳନ କଲେ।

ଦିତୀୟ ଶାମୁୟେଲ 2:4

ୟିହକ୍ସ୍ଟଦାର ଲୋକମାନେ ହିବ୍ରୋଣକକ୍ସ୍ଟ ଆସି ଦାଉଦଙ୍କକ୍ସ୍ଟ ୟିହକ୍ସ୍ଟଦାର ରାଜା ଭାବରେ ଅଭିଷିକ୍ତ କଲେ। ତା'ପରେ ସମାନେେ ଦାଉଦଙ୍କକ୍ସ୍ଟ କହିଲେ, ୟାବେଶ୍ ଗିଲିଯଦୀଯମାନେ ଶାଉଲଙ୍କକ୍ସ୍ଟ କବର ଦେଲେ ବୋଲି ଲୋକମାନେ ଦାଉଦଙ୍କକ୍ସ୍ଟ ଜଣାଇଲେ।

ଦିତୀୟ ଶାମୁୟେଲ 21:12

ସେତବେେଳେ ଦାଉଦ ୟାଇ ୟାବେଶ୍-ଗିଲିଯଦ ନିବାସୀମାନଙ୍କ ନିକଟରକ୍ସ୍ଟ ଶାଉଲଙ୍କର ଅସ୍ଥି ଓ ତାଙ୍କର ପକ୍ସ୍ଟତ୍ର ଯୋନାଥନର ଅସ୍ଥି ନେଲେ। କାରଣ ଗିଲ୍ବୋଯ ରେ ପଲେଷ୍ଟଯୀମାନେ ଶାଉଲଙ୍କକ୍ସ୍ଟ ବଧ କରିବା ଦିନ ସମାନଙ୍କେ ଶବ ପଲେଷ୍ଟୀୟମାନଙ୍କ ଦ୍ବାରା ବୈଥ୍ଶାନ ଛକରେ ଟଙ୍ଗାଗଲା ଉତ୍ତା ରେ ୟାବେଶ୍- ଗିଲିଯଦୀଯମାନେ ସହେି ସ୍ଥାନରକ୍ସ୍ଟ ତାହା ଗ୍ଭରେି କରି ନଇେଥିଲେ।

Interlinear

Choose Theme