Home Bibles ☰ Books ଆଦି ପୁସ୍ତକ 14:16 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 14:16 · ଓଡ଼ିଆ ବାଇବେଲ

ଏହାପରେ ସେ ତାଙ୍କର ଭାତୃ ପୁତ୍ର ଲୋଟ ତାଙ୍କର ସମ୍ପତ୍ତି ପୁଣି ସ୍ତ୍ରୀଗଣ ଏବଂ ସୈନ୍ଯଗଣଙ୍କୁ ବାହୁଡ଼ାଇ ଆଣିଲେ।

Cross references

ଆଦି ପୁସ୍ତକ 12:2

ମୁଁ ତୁମ୍ଭଠାରୁ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବି। ମୁଁ ତୁମ୍ଭକୁ ଆଶୀର୍ବାଦ କରିବି ଓ ତୁମ୍ଭକୁ ମହାନ କରିବି ଏବଂ ତୁମ୍ଭେ ଆଶୀର୍ବାଦର ସଂକତେ ହବେ।

ଆଦି ପୁସ୍ତକ 14:11

ଏଥିପାଇଁ ସମାନେେ ସଦୋମ ଓ ହ ମାରୋର ସମସ୍ତ ସମ୍ପତ୍ତି ଏବଂ ଭକ୍ଷ ଲୁଟିନଇେ ପଳାଇଗଲେ।

ଆଦି ପୁସ୍ତକ 50:7

ତେଣୁ ଯୋଷଫେ ତାଙ୍କର ପିତାଙ୍କୁ କବର ଦବୋକୁ ଗଲେ। ଫାରୋଙ୍କର ସମସ୍ତ ପ୍ରାଚୀନଗଣ ତାଙ୍କ ଗୃହର ପ୍ରଧାନ ଲୋକ ଏବଂ ମିଶର ଦେଶର ପ୍ରଧାନ ଲୋକମାନେ ଯୋଷଫଙ୍କେ ସହିତ ଗଲେ।

ପ୍ରଥମ ଶାମୁୟେଲ 30:8

ତା'ପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ମୁ ଏହି ସୈନ୍ଯଦଳ ପେଛ ପେଛ ଗୋଡ଼ାଇଲେ, ମୁ ସମାନଙ୍କେୁ ଧରି ପାରିବି କି?

ପ୍ରଥମ ଶାମୁୟେଲ 30:18

ଦାଉଦ ପ୍ରେତ୍ୟକକ ଜିନିଷ ଫରେିପାଇଲେ, ଯେଉଁଗୁଡିକୁ ଅମାଲକେୀଯମାନେ ନଇୟୋଇ ଥିଲେ। ଏପରିକି ତାଙ୍କର ଦକ୍ସ୍ଟଇ ସ୍ତ୍ରୀଙ୍କକ୍ସ୍ଟ ମଧ୍ଯ।

ପ୍ରଥମ ଶାମୁୟେଲ 30:19

ତାଙ୍କର କୌଣସି ଜିନିଷ କିମ୍ବା ବ୍ଯକ୍ତି ହରାଇ ନଥିଲେ। ସମାନଙ୍କେର ସମସ୍ତ ଦ୍ରବ୍ଯ, ବଯସ୍କ ଲୋକ, ପିଲା, ସମସ୍ତଙ୍କ ପକ୍ସ୍ଟତ୍ର କନ୍ଯା ସମସ୍ତଙ୍କକ୍ସ୍ଟ ଦାଉଦ ରକ୍ଷାକଲେ। ଏବଂ ସମାନଙ୍କେର ମୂଲ୍ଯବାନ ବସ୍ତକ୍ସ୍ଟକକ୍ସ୍ଟ ମଧ୍ଯ ଦାଉଦ ନଇେ ଆସିଲେ।

ଯିଶାଇୟ 41:2

ସେ ଧର୍ମ ରେ ଯାହାକୁ ନିଜ ଚରଣ ନିକଟକୁ ଡ଼ାକନ୍ତି ଏପରି ଏକ ବ୍ଯକ୍ତି ଯକେି ପୂର୍ବ ଦିଗରୁ ଆସିଛନ୍ତି, ତାଙ୍କୁ କିଏ ଉତ୍ପନ୍ନ କରିଛି ? ସେ ନାନା ଦେଶସ୍ଥ ଲୋକଙ୍କୁ ତାହା ସମ୍ମୁଖ ରେ ସମର୍ପି ଦିଅନ୍ତି ଓ ରାଜାମାନଙ୍କ ଉପ ରେ ତାହାକୁ କତ୍ତୃର୍ତ୍ବ କରାନ୍ତି। ସେ ଖଡ୍ଗଦ୍ବାରା ସହେି ଦେଶ ସମୂହକୁ ଧୂଳି ତୁଲ୍ଯ କରନ୍ତି ଓ ଧନୁ ସାହାୟ୍ଯ ରେ କୁଟାପରି ଉଡ଼ାଇ ଦିଅନ୍ତି।

Interlinear

Choose Theme