ଦାଉଦ ତାଙ୍କୁ ପଚାରିଲେ, ତୁମ୍ଭେ ମାେତେ ସହେି ସୈନ୍ଯଦଳ ନିକଟକକ୍ସ୍ଟ ନଇେପାରିବ କି ଯେଉଁମାନେ ଆମ୍ଭର ପରିବାରକକ୍ସ୍ଟ ସାଙ୍ଗ ରେ ନଇେ ୟାଇଛନ୍ତି।
Cross references
ତୁମ୍ଭେ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ବରଙ୍କର ନାମ ରେ ପ୍ରତିଜ୍ଞା, ୟିଏ ପୃଥିବୀ ଓ ଆକାଶର ନିର୍ମାଣକାରୀ, ଯେ ତୁମ୍ଭମାନେେ ମାରେ ପୁତ୍ରର ବିବାହ କିଣାନୀଯମାନଙ୍କର କନ୍ଯାଗଣ ସହିତ କରାଇବ ନାହିଁ, ଯେଉଁମାନଙ୍କ ସହିତ ମୁଁ ବାସ କରୁଅଛି।
ଯଦି ଜଣେ ଦାସ ତା'ର ମକ୍ସ୍ଟନିବ ନିକଟରକ୍ସ୍ଟ ତକ୍ସ୍ଟମ୍ଭ ନିକଟକକ୍ସ୍ଟ ପଳାଇ ଆସିବ, ତବେେ ତୁମ୍ଭେ ତାକକ୍ସ୍ଟ ତା'ର ମକ୍ସ୍ଟନିବଙ୍କ ହସ୍ତ ରେ ସମର୍ପଣ କରିବ ନାହିଁ।
ଏଣୁ ମୁ ଗ୍ଭ ହେଁ, ତୁମ୍ଭମାନେେ ସଦାପ୍ରଭୁଙ୍କ ନାମ ରେ ଶପଥ କର। ମୁ ତୁମ୍ଭମାନଙ୍କ ପ୍ରତି ଦୟା ଦଖାଇେଅଛି। ଏଥିପାଇଁ ତକ୍ସ୍ଟମ୍ଭମାନେ ମଧ୍ଯ ମାରେ ପରିବାର ପାଇଁ ଦୟା ଦଖାଇବେ। ଏ ବିଷଯ ରେ ମାେତେ ଏକ ସତ୍ଯ ଚିହ୍ନ ଦିଅ।
ଯିହାଶୂେୟ ଶାନ୍ତିଚକ୍ସ୍ଟକ୍ତି ପାଇଁ ରାଜି ହାଇଗେଲେ। ସେ ସମାନଙ୍କେୁ ଜୀବିତ ରଖିବାକକ୍ସ୍ଟ ରାଜି ହେଲେ। ତେଣୁ ଇଶ୍ରାୟେଲର ନତେୃବର୍ଗଗଣ ସମାନଙ୍କେ ନିକଟରେ ଶପଥ କଲେ।
କିନ୍ତୁ ଅଧିପତିଗଣ କହିଲେ, ଆମ୍ଭମାନେେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ଆଗ ରେ ଶପଥ କରିଅଛକ୍ସ୍ଟ। ତେଣୁ ଏବେ ସମାନଙ୍କେର କ୍ଷତି କରିପାରିବକ୍ସ୍ଟ ନାହିଁ।
ଯେତବେେଳେ ଅନକ୍ସ୍ଟଚରମାନେ ଦେଖିଲେ କହେି ଜଣେ ନଗରରକ୍ସ୍ଟ ବାହାରକକ୍ସ୍ଟ ଆସକ୍ସ୍ଟଛି ସହେି ଅନକ୍ସ୍ଟଚରମାନେ ସହେି ଲୋକକୁ କହିଲେ, ଆମ୍ଭମାନଙ୍କୁ ଗକ୍ସ୍ଟଲ୍ଗ ପଥ ଦଖାେନ୍ତକ୍ସ୍ଟ ଯେଉଁ ବାଟ ଦଇେ ଆମ୍ଭେ ସହରକକ୍ସ୍ଟ ଆକ୍ରମଣ କରିବକ୍ସ୍ଟ। କିନ୍ତୁ ଯଦି ତୁମ୍ଭେ ଆମ୍ଭକକ୍ସ୍ଟ ସାହାୟ୍ଯ କର, ତବେେ ଆମ୍ଭମାନେେ ତୁମ୍ଭକୁ ମାରିବକ୍ସ୍ଟ ନାହିଁ।
ତେଣୁ ଅଖୀଶ ଦାଉଦଙ୍କକ୍ସ୍ଟ ଡାକି କହିଲେ, ନିଶ୍ଚିତ ସଦାପ୍ରଭୁ ଜୀବିତ ଥିବା ପର୍ୟ୍ଯନ୍ତ, ତୁମ୍ଭେ ମାରେ ଅନକ୍ସ୍ଟଗତ ରହିବ। ତୁମ୍ଭେ ମାରେ ସୈନ୍ଯ ବାହୀନି ରେ ୟୋଗ ଦେଲେ ମୁ ବହକ୍ସ୍ଟତ ଖକ୍ସ୍ଟସି ହବେି। ମାେ ସହିତ ରହିବା ଦିନଠାରକ୍ସ୍ଟ ମୁ ତୁମ୍ଭର କୌଣସି ଦୋଷ ପାଇ ନାହିଁ। ତଥାପି ପଲେଷ୍ଟୀୟ ଅଧିପତିମାନଙ୍କ ଦୃଷ୍ଟି ରେ ତୁମ୍ଭେ ଉତ୍ତମ ନକ୍ସ୍ଟହଁ।
ଏବଂ ସେ ଏକ ରାଜସ୍ବ ନଇେ ତାକୁ ଶପଥ କରାଇ ତା' ସହିତ ଏକ ଚୁକ୍ତି କଲେ ଏବଂ ସେ ମହତ୍ତ୍ବପୂର୍ଣ୍ଣ ଲୋକମାନଙ୍କୁ ନଇଗେଲେ।
ସଦାପ୍ରଭୁ ମାେତେ ପ୍ରଭୁ ଏହି କଥା କହନ୍ତି, ମୁଁ ଜୀବିତ ଥିବା ପ୍ରମାଣେ ରାଜା ବାବିଲ ରେ ମୃତ୍ଯୁବରଣ କରିବ, ଯେ ହତେୁ ସେ ରାଜା ବିରୁଦ୍ଧ ରେ ବିଦ୍ରୋହ କଲା, ୟିଏ ତାକୁ ସିଂହାସନ ରେ ସ୍ଥାପନ କରିଥିଲେ, ସେ ତାଙ୍କ ସହିତ କରିଥିବା ପ୍ରତିଜ୍ଞା ଭଙ୍ଗ କଲେ।
ତେଣୁ ମାରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ସେ ଆମ୍ଭର ଯେଉଁ ଶପଥ ଭଙ୍ଗ କରିଅଛି ଓ ଆମ୍ଭର ଯେଉଁ ଚୁକ୍ତି ଭଙ୍ଗ କରିଅଛି ଆମ୍ଭେ ଜୀବିତ ଥିବା ପ୍ରମାଣେ ନିଶ୍ଚଯ ତା'ର ପ୍ରତିଫଳ ତାହାର ମସ୍ତକରେ ରଖିବା।