Home Bibles ପ୍ରଥମ ଶାମୁୟେଲ 29:6 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 29:6 · ଓଡ଼ିଆ ବାଇବେଲ

ତେଣୁ ଅଖୀଶ ଦାଉଦଙ୍କକ୍ସ୍ଟ ଡାକି କହିଲେ, ନିଶ୍ଚିତ ସଦାପ୍ରଭୁ ଜୀବିତ ଥିବା ପର୍ୟ୍ଯନ୍ତ, ତୁମ୍ଭେ ମାରେ ଅନକ୍ସ୍ଟଗତ ରହିବ। ତୁମ୍ଭେ ମାରେ ସୈନ୍ଯ ବାହୀନି ରେ ୟୋଗ ଦେଲେ ମୁ ବହକ୍ସ୍ଟତ ଖକ୍ସ୍ଟସି ହବେି। ମାେ ସହିତ ରହିବା ଦିନଠାରକ୍ସ୍ଟ ମୁ ତୁମ୍ଭର କୌଣସି ଦୋଷ ପାଇ ନାହିଁ। ତଥାପି ପଲେଷ୍ଟୀୟ ଅଧିପତିମାନଙ୍କ ଦୃଷ୍ଟି ରେ ତୁମ୍ଭେ ଉତ୍ତମ ନକ୍ସ୍ଟହଁ।

Cross references

ଆଦି ପୁସ୍ତକ 16:6

କିନ୍ତୁ ଅବ୍ରାମ ସାରୀକୁ କହିଲେ, ହାଗାର ତୁମ୍ଭର ଦାସୀ। ତୁମ୍ଭେ ତା'ପ୍ରତି ଯାହା ଚାହଁ ତାହା କରିପାର। ତେଣୁ ସାରୀ ତା' ପ୍ରତି କଠିନ ବ୍ଯବହାର କରନ୍ତେ, ହାଗାର ଛାଡ଼ି ପଳାଇଲା।

ଗଣନା ପୁସ୍ତକ 27:17

ମୁଁ ତୁମ୍ଭଙ୍କୁ ବିନଯ କରୁଛ ଏକ ପ୍ରତିନିଧି ବାଛିବାକୁ, ୟିଏ ସମାନଙ୍କେୁ ଆଗଇେ ନବେ ଏବଂ ନୂତନ ଭୂମିକୁ ଆଣି ପାରିବ। ଏହିପ୍ରକା ରେ ସଦାପ୍ରଭୁଙ୍କର ଲୋକମାନେ ବିନା ପାଳକରେ ମଷେପଲ ତୁଲ୍ଯ ହବେେ ନାହିଁ।

ଦିତୀୟ ବିବରଣ 10:20

ତୁମ୍ଭେ ସଦାପ୍ରଭୁ ଆପଣା ପରମେଶଓରଙ୍କୁ ଭୟ କରିବ। ତାଙ୍କର ଉପାସନା କରିବ। ତାହାଙ୍କଠା ରେ ତୁମ୍ଭେ ଆସକ୍ତ ହବେ। ତାହାଙ୍କ ନାମ ରେ ତୁମ୍ଭେ ଶପଥ କରିବ।

ଯିହୋଶୂୟ 22:30

ପୀନହାସ ଯାଜକ ଏବଂ ତାଙ୍କ ସହିତ ୟାଇଥିବା ମକ୍ସ୍ଟଖିଆ, ଏହିପରି ରକ୍ସ୍ଟବନ୍େ, ଗାଦ ଓ ମନଃଶିର ବଂଶର ଲୋକମାନଙ୍କଠାରକ୍ସ୍ଟ ଶୁଣିଲେ। ସମାନେେ ମଧ୍ଯ ବକ୍ସ୍ଟଝିଲେ ଯେ ବାସ୍ତବ ରେ ସତକଥା ଏବଂ ଠିକ୍କଥା କହକ୍ସ୍ଟଛନ୍ତି।

ପ୍ରଥମ ଶାମୁୟେଲ 20:3

କିନ୍ତୁ ଦାଉଦ ଦେଲେ, ତକ୍ସ୍ଟମ୍ଭ ବାପା ଭଲଭାବରେ ଜାଣନ୍ତି ଯେ ମୁ ତୁମ୍ଭର ସାଙ୍ଗ। ତକ୍ସ୍ଟମ୍ଭ ବାପା ନିଜକକ୍ସ୍ଟ କହିଲେ, 'ଯୋନାଥନ ନିଶ୍ଚଯ ଏହା ଜାଣି ନଥିବ। ଯଦି ସେ ଜାଣେ ତା'ର ହୃଦଯ ଦକ୍ସ୍ଟଃଖ ରେ ପୂର୍ଣ୍ଣ ହାଇଯେିବ, ସେ ମଧ୍ଯ ଦାଉଦଙ୍କକ୍ସ୍ଟ କହିପାରି ଥାନ୍ତେ।' କିନ୍ତୁ ତୁମ୍ଭେ ଏବଂ ପ୍ରଭକ୍ସ୍ଟ ଜୀବିତ ଥିବା ବେଳେ ମୁ ମୃତକ୍ସ୍ଟ୍ଯର ନିକଟତର ହେଉଅଛି।

ପ୍ରଥମ ଶାମୁୟେଲ 27:8

ଦାଉଦ ଏବଂ ତାଙ୍କର ଲୋକମାନେ ଗଶୂରୀଯ, ଅମାଲକେୀଯ ଓ ଗିଷରୀଯ ଲୋକମାନଙ୍କୁ ଆକ୍ରମଣ କରୁଥାନ୍ତି। ଶୂରର ସନ୍ନିକଟ ଓ ମିଶର ପର୍ୟ୍ଯନ୍ତ ଯେଉଁ ଦେଶ, ସେଥି ମଧ୍ଯରକ୍ସ୍ଟ ପୂର୍ବକାଳ ରେ ସଠାେରେ ସେ ଲୋକମାନେ ବାସ କରୁଥିଲେ।

ପ୍ରଥମ ଶାମୁୟେଲ 28:10

ଶାଉଲ ସଦାପ୍ରଭୁଙ୍କର ନାମ ନଇେ ପ୍ରତିଜ୍ଞା କରି କହିଲା, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଏହି କଥା ପାଇଁ ତୁମ୍ଭକୁ କୌଣସି ଦଣ୍ତ ମିଳିବ ନାହିଁ।

ପ୍ରଥମ ଶାମୁୟେଲ 29:3

ଅଖୀଶ ପଲେଷ୍ଟୀୟ ଅଧିପତିଙ୍କକ୍ସ୍ଟ କହିଲେ, ଏବ୍ରୀଯମାନେ ଏଠା ରେ କ'ଣ କରୁଛନ୍ତି?

ଦିତୀୟ ଶାମୁୟେଲ 3:25

ଆପଣ ଜାଣନ୍ତି ଅବ୍ନର ହେଉଛି ନରର ପକ୍ସ୍ଟତ୍ର, ଆପଣ ଜାଣନ୍ତି ଯେ, ସେ ଆପଣଙ୍କ ପାଖକକ୍ସ୍ଟ ଛଳନା କରିବାକୁ ଆସିଥିଲା ଓ ଆପଣ କ'ଣ କରୁଥିଲେ ତାହା ଖାଜେିବାକକ୍ସ୍ଟ ସେ ଆସିଥିଲା।

ଦିତୀୟ ରାଜାବଳୀ 19:27

ମାତ୍ର କେତବେେଳେ ତୁମ୍ଭର ବସିବାର, ବାହାରକୁ ୟିବାର ଭିତରକୁ ଆସିବାର ଓ ମାେ ସହିତ ତୁମ୍ଭ ର୍ଧୈୟ୍ଯଚ୍ଯୁତ ହବୋର ଆମ୍ଭେ ଜାଣୁ।

ଗୀତସଂହିତା 121:8

ବର୍ତ୍ତମାନ ଏବଂ ସବୁଦିନ ପାଇଁ ୟିବା ଆସିବା ବେଳେ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।

ଯିଶାଇୟ 37:28

ମାତ୍ର ତୁମ୍ଭେ କବେେ ଉଠିବ, ବସିବ, ବାହାରକୁ ୟିବ, ଭିତରକୁ ଆସିବ, ପୁଣି ଆମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବ, ଏସବୁ ଆମ୍ଭେ ଜାଣୁ।

ଯିଶାଇୟ 65:16

ଯେଉଁଲୋକ ପୃଥିବୀ ରେ ଆଶୀର୍ବାଦର ପାତ୍ର ହୁଏ, ସେ ପରମେଶ୍ବରଙ୍କ ଦ୍ବାରା ଆଶୀର୍ବାଦିତ ହବେ ଓ ଯେଉଁ ଲୋକ ପୃଥିବୀ ରେ ଶପଥ କରିବ ସେ ପରମେଶ୍ବରଙ୍କ ନାମ ରେ ଶପଥ କରିବ। କାରଣ ଅତୀତର ସଙ୍କଟସବୁ ବିସ୍ମୃତ ହାଇେଅଛି ଓ ତାହା ସବୁ ଆମ୍ଭ ଦୃଷ୍ଟିରୁ ଗୁପ୍ତ ହାଇେଅଛି।

ଯିରିମିୟ 12:16

ଆମ୍ଭେ ଚାହୁଁ ସହେି ଲୋକମାନେ ଉତ୍ତମ ଶିକ୍ଷା ଲାଭ କରନ୍ତୁ। ଅତୀତ ରେ ସମାନେେ ଯେପରି ବାଲ୍ଦବେ ନାମ ରେ ଶପଥ କରିବା ପାଇଁ ଆମ୍ଭ ଲୋକମାନଙ୍କୁ ଶିଖାଇଲେ, ସହେିପରି 'ସଦାପ୍ରଭୁ ଜୀବିତ' ବୋଲି ଆମ୍ଭ ନାମ ରେ ଶପଥ କରିବା ପାଇଁ ଯବେେ ଆମ୍ଭର ଲୋକମାନଙ୍କୁ ଯତ୍ନ ପୂର୍ବକ ଶିଖାଇବେ, ତବେେ ଆମ୍ଭ ଲୋକମାନଙ୍କ ସହିତ ବାସ କରିବେ।

ମାଥିଉଲିଖିତ ସୁସମାଚାର 5:16

ଲୋକଙ୍କ ଆଗ ରେ ତୁମ୍ଭମାନେେ ଆଲୋକ ଭଳି ପ୍ରକାଶିତ ହୁଅ। ସମାନେେ ତୁମ୍ଭର ଭଲ କାମଗୁଡିକ ଦେଖନ୍ତୁ ଓ ସ୍ବର୍ଗ ରେ ରହୁଥିବା ତୁମ୍ଭ ପରମ ପିତାଙ୍କ ପ୍ରଶଂସା ଗାନ କରନ୍ତୁ।

ପିତରଙ୍କ ପ୍ରଥମ ପତ୍ 2:12

ଅବିଶ୍ବାସୀ ଲୋକମାନେ ତୁମ୍ଭ ଚାରିପଟେ ଅଛନ୍ତି। ସମାନେେ କହି ପାରନ୍ତି ଯେ ତୁମ୍ଭେ ଖରାପ କାର୍ୟ୍ଯ କରୁଛ। ଅତଏବ ଉତ୍ତମ ଜୀବନଯାପନ କର। ତା ହେଲେ ତୁମ୍ଭମାନେେ କରୁଥିବା ଭଲ କାମଗୁଡ଼ିକୁ ସମାନେେ ଦେଖିବେ ଓ ପରମେଶ୍ବରଙ୍କ ଆସିବା ଦିନ ସମାନେ ତାହାଙ୍କୁ ମହିମା ଦବେେ।

ପିତରଙ୍କ ପ୍ରଥମ ପତ୍ 3:16

କିନ୍ତୁ ତୁମ୍ଭେ ସମାନଙ୍କେୁ ଭଦ୍ର ଭାବରେ ଓ ନମ୍ର ଭାବରେ ବୁଝାଅ। ତୁମ୍ଭେ ସବୁବେଳେ ଅନୁଭବ କରିବା ଉଚିତ ଯେ, ତୁମ୍ଭେ ଠିକ କାମ କରୁଛ। ଏପରି କଲେ, ଯେଉଁମାନେ ତୁମ୍ଭ ବିରୁଦ୍ଧ ରେ ମନ୍ଦ କଥା କହୁଛନ୍ତି, ସମାନେେ ଲଜ୍ଜିତ ହବେେ। ତୁମ୍ଭେ ଖ୍ରୀଷ୍ଟଙ୍କଠା ରେ ଥାଇ ଉତ୍ତମ ଜୀବନ କାଟୁଥିବାରୁ ସମାନେେ ମନ୍ଦ କଥାଗୁଡ଼ିକ କୁହନ୍ତି। ସମାନେେ ତୁମ୍ଭ ବିଷୟ ରେ ମନ୍ଦ କଥା କହିଥିବା ହତେୁ ଲଜ୍ଜିତ ହବେେ।

Interlinear

Choose Theme