ପ୍ରଥମ ଶାମୁୟେଲ 27:5 · ଓଡ଼ିଆ ବାଇବେଲ
ଦାଉଦ ଅଖୀଶଙ୍କକ୍ସ୍ଟ କହିଲେ, ଯଦି ତୁମ୍ଭେ ମାେ ପ୍ରତି ଖକ୍ସ୍ଟସି ତବେେ ମାେତେ ତକ୍ସ୍ଟମ୍ଭ ସହର ରେ ଏକ ସ୍ଥାନ ଦିଅ। ମୁ କବଳେ ତୁମ୍ଭର ଦାସ ଓ ମୁ ସଠାେରେ ବାସ କରିବି, କିନ୍ତୁ ତକ୍ସ୍ଟମ୍ଭ ସହିତ ଏ ରାଜକୀଯ ସହର ରେ ନକ୍ସ୍ଟହଁ।
Cross references
ଆଦି ପୁସ୍ତକ 46:34
ତୁମ୍ଭେ ତାଙ୍କୁ କହିବ. 'ଆମ୍ଭେ ମଷେପାଳକ ଅଟୁ, ଆମ୍ଭ ପରିବାର ସମସ୍ତେ ମଷେପାଳକ ଓ ଆମ୍ଭ ପୂର୍ବରୁ ଯେତବେେଳେ ଆମ୍ଭେ ୟୁବା ଥିଲୁ, ଜୀବନ୍ତ ପ୍ରଣୀମାନଙ୍କର ଯତ୍ନ ନେଉଥିଲୁ।' ଏହାପରେ ଫାରୋ ତୁମ୍ଭମାନଙ୍କୁ ଗୋଶନ ରେ ରହିବାକୁ ଅନୁମତି ଦବେେ। କାରଣ ମିଶରର ଲୋକମାନେ ମଷେପାଳକଙ୍କୁ ସମାନଙ୍କେର ଅଞ୍ଚଳ ପାଖ ରେ ରଖିବାକୁ ପସନ୍ଦ କରନ୍ତି ନାହିଁ।
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 6:17
ସେଥିପାଇଁ ସେ ଲୋକମାନଙ୍କୁ ଛାଡ଼ି ବାହାରି ଆସ ସମାନଙ୍କେଠାରୁ ନିଜକୁ ଅଲଗା କରି ରଖ, ଯାହା ଅରୁଦ୍ଧ, ତାହାକୁ ଛୁଅଁ ନାହିଁ, ତା' ହେଲେ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି। ୟିଶାଇୟ 52 :11