Home Bibles ଯିରିମିୟ 41:4 · ଓଡ଼ିଆ ବାଇବେଲ
ଯିରିମିୟ 41:4 · ଓଡ଼ିଆ ବାଇବେଲ

ଗଦଲିଯକୁ ବଧ କରିବାର ଦିନକ ପ ରେ ଶିଖିମ, ଶୀଲୋ ଓ ଶମରିଯାରୁ ଅଶୀଜଣ ପୁରୁଷ ଦାଢ଼ି କ୍ଷୌର ହାଇେ, ଛିନ୍ନବସ୍ତ୍ର ପରିଧାନ ପୂର୍ବକ ନିଜ ନିଜ ଶରୀର ରେ ଅସ୍ତ୍ରାଘାତ କରି ହସ୍ତ ରେ ନବୈେଦ୍ଯ ଓ ସୁଗନ୍ଧି ଧୂପ ନଇେ ସଦାପ୍ରଭୁଙ୍କ ଗୃହକୁ ଆସୁଥିଲେ।

Cross references

ପ୍ରଥମ ଶାମୁୟେଲ 27:11

ଦାଉଦ କଦାପି ଗାଥକକ୍ସ୍ଟ ଆଣିବାକକ୍ସ୍ଟ କାହାରିକକ୍ସ୍ଟ ଜୀବିତ ରଖକ୍ସ୍ଟ ନ ଥିଲେ। ସେ ଭାବକ୍ସ୍ଟଥିଲେ, ଯଦି ଆମ୍ଭେ ଲୋକକୁ ଜୀବିତ ଛାଡକ୍ସ୍ଟ, ସେ ଲୋକମାନେ ଅଖୀଶଙ୍କକ୍ସ୍ଟ ସବୁ କହି ଦବେେ, ବାସ୍ତବ ରେ ମୁ କ'ଣ କରୁଥିଲି।

ଗୀତସଂହିତା 52:1

ହେ ଶ୍ରେଷ୍ଠ, ମାନବ, ତୁମ୍ଭେ କରୁଥିବା ଅନିଷ୍ଟ କର୍ମରେ ବଡ଼ିମା ହେଉଛି କାହିଁକି ? ପରମେଶ୍ବରଙ୍କ ବିଶ୍ବସ୍ତ ପ୍ରମେ ମାେତେ ଦିନ ତମାମ ସୁରକ୍ଷା କରିବ।

Interlinear

Choose Theme