ପ୍ରଥମ ବଂଶାବଳୀ 2:15 · ଓଡ଼ିଆ ବାଇବେଲ
ଓତସମ ୟିଶୀଙ୍କର ଷଷ୍ଠ ପୁତ୍ର ଥିଲେ ଓ ଦାଉଦ ଥିଲେ ତାଙ୍କର ସପ୍ତମ ପୁତ୍ର। ସମାନଙ୍କେର ଭଉଣୀମାନେ ଥିଲେ ସରୁଯା ଓ ଅବୀଗର।
Cross references
ପ୍ରଥମ ଶାମୁୟେଲ 16:10
ଏହିରୂପେ ୟିଶୀ ନିଜର ସାତପକ୍ସ୍ଟତ୍ରଙ୍କକ୍ସ୍ଟ ଶାମୁୟେଲଙ୍କର ସମ୍ମକ୍ସ୍ଟଖ ରେ ଚଳାଇଲେ। ମାତ୍ର ଶାମକ୍ସ୍ଟଯଲେ ୟିଶୀଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ଏମାନଙ୍କୁ ମନୋନୀତ କରି ନାହାଁନ୍ତି।
ପ୍ରଥମ ଶାମୁୟେଲ 17:12
ଦାଉଦ ୟିଶୀଙ୍କର ପକ୍ସ୍ଟତ୍ର ଥିଲେ, ୟିଶୀ ଥିଲେ ଇଫ୍ରାଥୀଯ ପରିବାରର ୟିଏ ବୈଥଲହମେ ଓ ୟିହକ୍ସ୍ଟଦା ରେ ବାସ କରୁଥିଲେ ଏବଂ ୟିଶୀଙ୍କର ଆଠପକ୍ସ୍ଟତ୍ର ଥିଲେ। ପକ୍ସ୍ଟଣି ଶାଉଲଙ୍କର ସମୟରେ ସେ ପୁରୁଷ ବୃଦ୍ଧ ଥିଲେ।