Home Bibles ☰ Books ପ୍ରଥମ ଶାମୁୟେଲ 25:35 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 25:35 · ଓଡ଼ିଆ ବାଇବେଲ

ତହକ୍ସ୍ଟଁ ସେ ତାଙ୍କ ପାଇଁ ଯାହା ଆଣିଥିଲା, ଦାଉଦ ତାହା ହସ୍ତରକ୍ସ୍ଟ ତାହା ଗ୍ରହଣ କଲେ ଓ ତାକକ୍ସ୍ଟ କହିଲେ, ଭଲ ରେ ତୁମ୍ଭେ ଘରକକ୍ସ୍ଟ ୟାଅ, ଦେଖ, ମୁ ତକ୍ସ୍ଟମ୍ଭ କଥା ଶକ୍ସ୍ଟଣିଲି ଓ ତୁମ୍ଭକୁ ଗ୍ରହଣ କଲି।

Cross references

ଆଦି ପୁସ୍ତକ 19:21

ସ୍ବର୍ଗଦୂତ ଲୋଟକୁ କହିଲେ, ଉତ୍ତମ ଆମ୍ଭେ ତୁମ୍ଭକୁ ଅନୁମତି ଦଲେୁ। ମୁଁ ସହେି ସହରକୁ ଧ୍ବଂସ କରିବି ବାହିଁ।

ପ୍ରଥମ ଶାମୁୟେଲ 1:17

ତହିଁରେ ଏଲି ଉତ୍ତର ଦେଲେ, ଶାନ୍ତି ରେ ୟାଅ, ଯାହା ତୁମ୍ଭେ ପରମେଶ୍ବରଙ୍କଠା ରେ ମାଗିଲ, ଇଶ୍ରାୟେଲର ପରମେଶ୍ବର ତୁମ୍ଭର ମନସ୍କାମନା ପକ୍ସ୍ଟରଣ କରନ୍ତକ୍ସ୍ଟ।

ପ୍ରଥମ ଶାମୁୟେଲ 20:42

ଯୋନାଥନ ଦାଉଦଙ୍କକ୍ସ୍ଟ କହିଲେ, ତୁମ୍ଭେ ଶାନ୍ତି ରେ ୟାଅ। ଆମ୍ଭେ ଓ ସଦାପ୍ରଭୁଙ୍କ ନିକଟରେ ଶପଥ କରିଛକ୍ସ୍ଟ, ଆମ୍ଭେ ସର୍ବଦା ବନ୍ଧକ୍ସ୍ଟ ହାଇେ ରହିବା। ଆମ୍ଭେ କହିଲକ୍ସ୍ଟ ଯେ, ଆମ୍ଭେ ଓ ଆମ୍ଭ ସଦାପ୍ରଭୁ ଚିରଦିନ ପାଇଁ ଆମ୍ଭ ଓ ଆମ୍ଭର ବଂଶଧରମାନଙ୍କର ସାକ୍ଷୀ।

ଦିତୀୟ ଶାମୁୟେଲ 15:9

ରାଜା ତାଙ୍କୁ କହିଲେ, ତୁମ୍ଭେ ଶାନ୍ତି ରେ ୟାଅ।

ଦିତୀୟ ରାଜାବଳୀ 5:19

ତା'ପରେ ଇଲୀଶାୟ ନାମାନ୍କୁ କହିଲେ, ଶାନ୍ତି ରେ ୟାଅ।

ଆୟୁବ ପୁସ୍ତକ 34:19

ପରମେଶ୍ବର ଅନ୍ୟମାନଙ୍କଠାରୁ ନେତାମାନଙ୍କୁ ଭଲ ପାଆନ୍ତି ନାହିଁ। ଏବଂ ପରମେଶ୍ବର ଧନୀ ଲୋକମାନଙ୍କୁ ଗରିବ ଲୋକମାନଙ୍କ ଠାରୁ ଅଧିକ ଭଲ ପାଆନ୍ତି ନାହିଁ। କାହିଁକି ? କାରଣ ପରମେଶ୍ବର ସମସ୍ତଙ୍କୁ ସୃଷ୍ଟି କରିଛନ୍ତି।

ହିତୋପଦେଶ 25:11

ଯଥା ସମୟରେ ଉଚିତ୍ କଥା କହିବା ଠିକ୍। ଏକ ସୁବର୍ଣ୍ଣର ସହେି ରୂପାର ରଚାଇ ରଖିବା ପରି।

ଲୂକଲିଖିତ ସୁସମାଚାର 7:50

ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, ତୁମ୍ଭେ ବିଶ୍ବାସ କରିଥିବାରୁ ତୁମ୍ଭେ ପାପରୁ ରକ୍ଷା ପାଇଅଛ। ଶାନ୍ତି ରେ ଯାଅ।

ଲୂକଲିଖିତ ସୁସମାଚାର 8:48

ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, ହେ ଝିଅ, ତୁମ୍ଭେ ବିଶ୍ବାସ କଲ ସେଥିପାଇଁ ସୁସ୍ଥ ହାଇଗେଲ। ଏଥର ଶାନ୍ତି ରେ ଯାଅ।

Interlinear

Choose Theme