ପ୍ରଥମ ଶାମୁୟେଲ 23:28 · ଓଡ଼ିଆ ବାଇବେଲ
ତେଣୁ ଶାଉଲ ଦାଉଦଙ୍କ ପଶ୍ଚାତ ଗୋଡ଼ାଇବାକକ୍ସ୍ଟ ଛାଡି ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ଗଲେ। ତେଣୁ ସମାନେେ ସହେି ସ୍ଥାନର ନାମ ପିଛିଳ ଶୈଳ ନାମ ଦେଲେ।
Cross references
ପ୍ରଥମ ଶାମୁୟେଲ 23:25
ଶାଉଲ ଓ ତାଙ୍କର ଲୋକମାନେ ତାହାଙ୍କକ୍ସ୍ଟ ଖାଜେିବା ପାଇଁ ଗଲେ। ମାତ୍ର ଲୋକମାନେ ଦାଉଦଙ୍କକ୍ସ୍ଟ ଏକଥା ଜଣାନ୍ତେ ସେ, ଯାହାକକ୍ସ୍ଟ କକ୍ସ୍ଟହାୟାଏ ଶୈଳ ତଳକକ୍ସ୍ଟ ଓହ୍ଲାଇ ଆସି ମାଯୋନ୍ ମରକ୍ସ୍ଟଭୂମିରେ ରହିଲେ। ଏହାପରେ ଶାଉଲ ତାହା ଶକ୍ସ୍ଟଣି ମାଯୋନ୍ ମରକ୍ସ୍ଟଭୂମିରେ ଦାଉଦଙ୍କକ୍ସ୍ଟ ଖାଜେିବାକକ୍ସ୍ଟ ଗଲେ।
ପ୍ରଥମ ଶାମୁୟେଲ 24:1
ଏହାପରେ ଶାଉଲ ପଲେଷ୍ଟୀୟମାନଙ୍କ ପଶ୍ଚାତ୍ଗମନରକ୍ସ୍ଟ ଫରେିଲାପରେ ଲୋକମାନେ ଶାଉଲଙ୍କକ୍ସ୍ଟ କହିଲେ ଯେ, ଦାଉଦ ଐନଗଦୀସ୍ଥ ମରକ୍ସ୍ଟଭୂମିରେ ଅଛି।
ପ୍ରଥମ ଶାମୁୟେଲ 24:2
ତେଣୁ ଶାଉଲ ଇଶ୍ରାୟେଲରକ୍ସ୍ଟ 3,000 ଜଣ ବଛା ୟାଇଥିବା ଲୋକମାନଙ୍କୁ ନଇେ ଦାଉଦ ଓ ତା'ର ଲୋକମାନଙ୍କୁ ବନଛାଗର ଶୈଳ ରେ ଖାଜେିଲେ।
ଗୀତସଂହିତା 124:7
ଆମ୍ଭମାନେେ ହେଉଛୁ ଜାଲରେ ପଡ଼ିଥିବା ଚଢ଼ଇମାନଙ୍କେ ପରି, ଯେଉଁମାନେ ଜାଲରୁ ରକ୍ଷା ପାଇଥା'ନ୍ତି। ତା'ପରେ ଜାଲ ଛିଣ୍ଡିଗଲା ଓ ଆମ୍ଭମାନେେ ରକ୍ଷା ପାଇଗଲୁ।