ପ୍ରଥମ ଶାମୁୟେଲ 21:14 · ଓଡ଼ିଆ ବାଇବେଲ
ତେଣୁ ଦାଉଦ ନିଜର ବ୍ଯବହାର ବଦଳାଇ ଦେଲେ ଓ ସମାନଙ୍କେ ନିକଟରେ ଅତି ବାତକ୍ସ୍ଟଳ ପରି ଦଖାଇେ କବାଟକକ୍ସ୍ଟ ଆଞ୍ଚକ୍ସ୍ଟଡିଲେ ଓ ତାଙ୍କର ଲାଳ ଦାଢି ବାଟେ ମଧ୍ଯ ବହିବାକକ୍ସ୍ଟ ଲାଗିଲା।
Cross references
ଗୀତସଂହିତା 34:1
ମୁଁ ସର୍ବଦା ସଦାପ୍ରଭୁଙ୍କ ପ୍ରଶଂସା କରିବି। ତାଙ୍କର ପ୍ରଶଂସା ମାରେ ଓଠରେ ସବୁବେଳେ ଲାଗିରହିବ।
ଉପଦେଶକ 7:7
ଅରାଜକତା ଜ୍ଞାନୀ ଲୋକମାନଙ୍କୁ ବୋକା କରିଦିଏ, ଲାଞ୍ଚ ବିବକେ ନଷ୍ଟ କରେ।