ପ୍ରଥମ ଶାମୁୟେଲ 21:15 · ଓଡ଼ିଆ ବାଇବେଲ
ଆଖୀଶ ଦାସମାନଙ୍କୁ କହିଲେ, ଏ ଲୋକଟିକକ୍ସ୍ଟ ଦେଖ, ସେ ଗୋଟିଏ ବାଗ୍ଭଳ; କାହିଁକି ତୁମ୍ଭମାନେେ ତାକକ୍ସ୍ଟ ମାେ ପାଖକକ୍ସ୍ଟ ଆଣିଲ। ସେ କହିଲେ, ମାରେ ବହକ୍ସ୍ଟତ ବାତକ୍ସ୍ଟଳ ଲୋକ ଏଠା ରେ ଅଛନ୍ତି। ତୁମ୍ଭେ ତାଙ୍କୁ କାହିଁକି ଏଠାକକ୍ସ୍ଟ ପାଗଳାମି କରିବା ପାଇଁ ଆଣିଛ? ଏପରି ଲୋକକୁ ମାେ ଘରକକ୍ସ୍ଟ ଆଉଥରେ ଆଣିବ ନାହିଁ।
Cross references
ଗୀତସଂହିତା 119:161
ସଦାପ୍ରଭୁ ଶକ୍ତିଶାଳୀ ଅଧିପତିମାନେ ବିନା କାରଣରେ ମାେତେ ଆକ୍ରମଣ କରନ୍ତି। କିନ୍ତୁ ମୁଁ କବଳେ ତୁମ୍ଭର ବାକ୍ଯକୁ ଭୟ ଓ ସମ୍ମାନ କରେ।