Home Bibles ପ୍ରଥମ ଶାମୁୟେଲ 21:13 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 21:13 · ଓଡ଼ିଆ ବାଇବେଲ

ସମାନେେ ଯାହା କହକ୍ସ୍ଟଥିଲେ ସେସବୁକକ୍ସ୍ଟ ଦାଉଦ ବହକ୍ସ୍ଟତ ଧ୍ଯାନ ଦେଉଥିଲେ। ଗାଥର ରାଜା ଆଖୀଶଙ୍କକ୍ସ୍ଟ ଦାଉଦ ଭୟ କରିଗଲେ।

Cross references

ପ୍ରଥମ ଶାମୁୟେଲ 17:11

ଯେତବେେଳେ ଶାଉଲ ଓ ଇଶ୍ରାୟେଲୀୟମାନେ ପଲେଷ୍ଟୀୟର ଏହି ସକଳ କଥା ଶକ୍ସ୍ଟଣନ୍ତେ। ସମାନେେ ହତାଶ ହେଲେ ଓ ଅତିଶଯ ଭୟ କଲେ।

ଗୀତସଂହିତା 34:1

ମୁଁ ସର୍ବଦା ସଦାପ୍ରଭୁଙ୍କ ପ୍ରଶଂସା କରିବି। ତାଙ୍କର ପ୍ରଶଂସା ମାରେ ଓଠରେ ସବୁବେଳେ ଲାଗିରହିବ।

ହିତୋପଦେଶ 29:25

ଲୋକଭୟ ଫାନ୍ଦଜନକ, ମାତ୍ର ସଦାପ୍ରଭୁଙ୍କଠା ରେ ଯେ ନିର୍ଭର ରେଖ, ସେ ସୁରକ୍ଷିତ ହବେ।

ଉପଦେଶକ 7:7

ଅରାଜକତା ଜ୍ଞାନୀ ଲୋକମାନଙ୍କୁ ବୋକା କରିଦିଏ, ଲାଞ୍ଚ ବିବକେ ନଷ୍ଟ କରେ।

ଯିଶାଇୟ 51:12

ସଦାପ୍ରଭୁ କୁହନ୍ତି, ଆମ୍ଭେ ହେଉଛୁ ସହେି ଯେ ତୁମ୍ଭମାନଙ୍କୁ ସାନ୍ତ୍ବନା ଦିଅନ୍ତି, ତବେେ ତୁମ୍ଭେ କାହିଁକି ମରଣଶୀଳ ମାନବ ଯେ କି ତୃଣତୁଲ୍ଯ ଏପରି ମାନବର ସନ୍ତାନକୁ ଭୟ କରୁଅଛ ?'

Interlinear

Choose Theme