Home Bibles ☰ Books ପ୍ରଥମ ଶାମୁୟେଲ 20:18 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 20:18 · ଓଡ଼ିଆ ବାଇବେଲ

ଯୋନାଥନ ଦାଉଦଙ୍କକ୍ସ୍ଟ କହିଲା, ଆସନ୍ତାକାଲି ଅମାବାସ୍ଯା। ତୁମ୍ଭର ଆସନ ଖାଲି ହେଲେ ମାେ ବାପା ତୁମ୍ଭକୁ ଖାଜେିବେ।

Cross references

ପ୍ରଥମ ଶାମୁୟେଲ 20:5

ତା'ପରେ ଦାଉଦ କହିଲେ, ଦେଖ ଆସନ୍ତା କାଲି ଅମାବାସ୍ଯାର ଭୋଜି। ମାେତେ କାଲି ରାଜାଙ୍କ ସହିତ ଭୋଜନ କରିବାକୁ ପଡିବ କିନ୍ତୁ ମାେତେ ସଂନ୍ଧ୍ଯା ପର୍ୟ୍ଯନ୍ତ କ୍ଷତେ ରେ ଲକ୍ସ୍ଟଚିବାକକ୍ସ୍ଟ ଅନକ୍ସ୍ଟମତି ଦିଅ।

ପ୍ରଥମ ଶାମୁୟେଲ 20:25

ରାଜା ସବୁଥର ବସିଲାପରି କାନ୍ଥ ନିକଟରେ ଥିବା ଆସନ ରେ ବସିଲେ। ଯୋନାଥନ ଶାଉଲଙ୍କକ୍ସ୍ଟ ମକ୍ସ୍ଟହଁ କରି ବସିଲା। ଅବନର ଶାଉଲଙ୍କ ପାଖକକ୍ସ୍ଟ ବସିଲେ। ଦାଉଦଙ୍କର ସ୍ଥାନ ଶୂନ୍ଯ ରହିଲା।

Interlinear

Choose Theme