Home Bibles ☰ Books ପ୍ରଥମ ଶାମୁୟେଲ 20:25 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 20:25 · ଓଡ଼ିଆ ବାଇବେଲ

ରାଜା ସବୁଥର ବସିଲାପରି କାନ୍ଥ ନିକଟରେ ଥିବା ଆସନ ରେ ବସିଲେ। ଯୋନାଥନ ଶାଉଲଙ୍କକ୍ସ୍ଟ ମକ୍ସ୍ଟହଁ କରି ବସିଲା। ଅବନର ଶାଉଲଙ୍କ ପାଖକକ୍ସ୍ଟ ବସିଲେ। ଦାଉଦଙ୍କର ସ୍ଥାନ ଶୂନ୍ଯ ରହିଲା।

Cross references

ବିଚାରକର୍ତାମାନଙ୍କ ବିବରଣ 16:20

ଏହାପରେ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହିଲେ, ଶାମ୍ଶାେନ୍ ପଲେଷ୍ଟୀୟମାନେ ତକ୍ସ୍ଟମ୍ଭ ପାଇଁ ଆସିଛନ୍ତି। ସେ ଉଠିଲା ଏବଂ ଚିନ୍ତା କଲା, ମୁ ନିଜକକ୍ସ୍ଟ ମକ୍ସ୍ଟକ୍ତି କରିବି ଓ ପୂର୍ବଥର ପରି ତାଙ୍କ ପାଖରକ୍ସ୍ଟ ଖସି ପଳାଇବି। କିନ୍ତୁ ଶାମ୍ଶାେନ୍ ଜାଣି ନ ଥିଲେ ଯେ ସଦାପ୍ରଭୁ ତାଙ୍କ ନିକଟରକ୍ସ୍ଟ ଦୂ ରଇେ ୟାଇଥିଲେ।

ପ୍ରଥମ ଶାମୁୟେଲ 20:18

ଯୋନାଥନ ଦାଉଦଙ୍କକ୍ସ୍ଟ କହିଲା, ଆସନ୍ତାକାଲି ଅମାବାସ୍ଯା। ତୁମ୍ଭର ଆସନ ଖାଲି ହେଲେ ମାେ ବାପା ତୁମ୍ଭକୁ ଖାଜେିବେ।

Interlinear

Choose Theme