Home Bibles ପ୍ରଥମ ଶାମୁୟେଲ 20:17 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 20:17 · ଓଡ଼ିଆ ବାଇବେଲ

ତା'ପରେ ଯୋନାଥନ ଦାଉଦଙ୍କକ୍ସ୍ଟ ସ୍ନହେ କରିବାରକ୍ସ୍ଟ ତା'ର ପ୍ରତିଜ୍ଞା ଦୋହୋରାଇଲେ ଓ ସେ ତାଙ୍କୁ କରିଥିବା ପ୍ରତିଜ୍ଞା ପକ୍ସ୍ଟନର୍ବାର ସତ୍ଯତା ପ୍ରମାଣ କରାଇବାକକ୍ସ୍ଟ ଦାଉଦଙ୍କକ୍ସ୍ଟ ପଚାରିଲେ। ଯୋନାଥନ ଏପରି କଲା କାରଣ ସେ ନିଜକକ୍ସ୍ଟ ଯେତିକି ଭଲ ପାଉଥିଲେ ଦାଉଦଙ୍କକ୍ସ୍ଟ ମଧ୍ଯ ସହେିପରି ଭଲ ପାଉଥିଲେ।

Cross references

ଦିତୀୟ ବିବରଣ 13:6

ଧରାଯାଉ ତୁମ୍ଭମାନଙ୍କର ନିଜ ଲୋକ, ଏପରିକି ତୁମ୍ଭର ନିଜ ଭାଇ, ତୁମ୍ଭର ପକ୍ସ୍ଟତ୍ର ବା କନ୍ଯା, ତୁମ୍ଭର ସ୍ତ୍ରୀ କିଅବା ଅନ୍ତରଙ୍ଗ ବନ୍ଧକ୍ସ୍ଟ ଏହା କହି ତୁମ୍ଭକୁ ପ୍ରଲୋଭିତ କରିବାକୁ ଚୋଷ୍ଟାକରେ, 'ଗ୍ଭଲ ଅନ୍ୟ ଦବଗେଣଙ୍କର ପୂଜା କରିବା।' ଯେଉଁ ଦବେତାଗଣଙ୍କକ୍ସ୍ଟ ତୁମ୍ଭମାନେେ କିଅବା ତୁମ୍ଭମାନଙ୍କର ପୂର୍ବପୁରୁଷ ଜାଣି ନାହାଁନ୍ତି।

ପ୍ରଥମ ଶାମୁୟେଲ 18:1

ଦାଉଦ ଶାଉଲଙ୍କ ସହିତ କଥାବାର୍ତ୍ତା କରିସାରିବା ପରେ ଯୋନାଥନର ଦାଉଦଙ୍କ ସହିତ ଏକ ଦୃତ ବନ୍ଧକ୍ସ୍ଟତା ବାନ୍ଧିଲେ। ଆଉ ଯୋନାଥନ ଆପଣା ପ୍ରାଣପରି ତାଙ୍କୁ ସ୍ନହେ କଲା।

ପ୍ରଥମ ଶାମୁୟେଲ 18:3

ଯୋନାଥନ ଦାଉଦଙ୍କକ୍ସ୍ଟ ଆପଣା ପ୍ରାଣପରି ସ୍ନହେ କରିବାରକ୍ସ୍ଟ ସମାନେେ ଏହି ନିଯମ କଲେ।

ଦିତୀୟ ଶାମୁୟେଲ 1:26

ହେ ମାରେ ଭାଇ ଯୋନାଥନ, ମୁ ତକ୍ସ୍ଟମ୍ଭ ଲାଗି ଦକ୍ସ୍ଟଃଖ କରୁଅଛି। ମୁ ତକ୍ସ୍ଟମ୍ଭ ସହିତ ଥିବାରକ୍ସ୍ଟ ଆନନ୍ଦ ଉପ ଭୋଗ କରୁଅଛି। ମାରେ ପ୍ରତି ତୁମ୍ଭର ପ୍ ରମେ ଆଶ୍ଚର୍ୟ୍ଯ ଓ ତାହା ସ୍ତ୍ରୀମାନଙ୍କ ପ୍ ରମରେକ୍ସ୍ଟ ବଳିଗଲା।

ହିତୋପଦେଶ 17:17

ବନ୍ଧୁ ସର୍ବଦା ପ୍ ରମେ କରେ। ଏବଂ ଭାଇ ଦୁର୍ଦ୍ଦଶା ସମୟରେ ସର୍ବଦା ଥାଏ।

ହିତୋପଦେଶ 18:24

ଯେ ଅନକେ ମିତ୍ର କରେ, ସମାନେେ ତାଙ୍କର ବିନାଶର କାରଣ ହାଇପୋରନ୍ତି। ମାତ୍ର ଜଣେ ପ୍ ରମେକାରୀ ଅଛନ୍ତି ଯେ ଭାଇ ଅପେକ୍ଷା ଅଧିକ ଘନିଷ୍ଠ ହାଇେ ରହନ୍ତି।

Interlinear

Choose Theme