ତେଣୁ ଯୋନାଥନ ଦାଉଦଙ୍କ ସହିତ ଏକ ଚକ୍ସ୍ଟକ୍ତି କଲେ, ସଦାପ୍ରଭୁ ଦାଉଦଙ୍କର ଶତୃମାନଙ୍କୁ ଦଣ୍ତ ଦିଅନ୍ତକ୍ସ୍ଟ।
Cross references
ସହେିଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦଲେି। ମିଶରୀଯ ନଦୀଠାରୁ ମହାନ ନଦୀ ଫରାତ୍ ପର୍ୟ୍ଯନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦଲେି।
ଯଦି ଆମ୍ଭେ ସଦାପ୍ରଭୁଙ୍କର ନିଯମ ଭଙ୍ଗ କରିଥାଉ, ତବେେ ସଦାପ୍ରଭୁ ଆମ୍ଭକକ୍ସ୍ଟ ସ୍ବହସ୍ତ ରେ ଦଣ୍ତ ଦିଅନ୍ତକ୍ସ୍ଟ।
ଯୋନାଥନ ଦାଉଦଙ୍କକ୍ସ୍ଟ ଆପଣା ପ୍ରାଣପରି ସ୍ନହେ କରିବାରକ୍ସ୍ଟ ସମାନେେ ଏହି ନିଯମ କଲେ।
ଏହାପରେ ସେ ଦକ୍ସ୍ଟ ହେଁ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଏକ ଚକ୍ସ୍ଟକ୍ତି କଲେ। ତେଣୁ ଦାଉଦ ହୋ ରେଶ ରେ ରହିଲେ ଏବଂ ଯୋନାଥନ ସ୍ବଗୃହକକ୍ସ୍ଟ ପ୍ରତ୍ଯାବର୍ତ୍ତନ କଲା।
ଯଦି ତାପରଦିନ ସକାଳ ପର୍ୟ୍ଯନ୍ତ ନାବଲ ପରିବାରର ଗୋଟିଏ ବି ଲୋକକୁ ମୁ ବଞ୍ଚିବାକକ୍ସ୍ଟ ଦିଏ, ତା ହେଲେ ପରମେଶ୍ବର ମାେତେ ଦଣ୍ତ ଦିଅନ୍ତକ୍ସ୍ଟ।
ହେ ମାରେ ପ୍ରଭକ୍ସ୍ଟ, ସଦାପ୍ରଭୁ ତ ଆପଣଙ୍କକ୍ସ୍ଟ ନିରୀହ ଲୋକମାନଙ୍କର ରକ୍ତପାତ ବାରଣ କଲେ। ତେଣୁ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ତୁମ୍ଭେ ଜୀବିତ ଥିବା ୟାଏଁ ତୁମ୍ଭର ଶତୃମାନେ ଯେଉଁମାନେ ତୁମ୍ଭର କ୍ଷତି କରିବାପାଇଁ ଗ୍ଭହାନ୍ତି, ସମାନେେ ନାବଲ୍ ପରି ହକ୍ସ୍ଟଅନ୍ତକ୍ସ୍ଟ।
ପଲେଷ୍ଟୀୟମାନେ ଶାଉଲ ଓ ତାଙ୍କର ପକ୍ସ୍ଟତ୍ର ବିରକ୍ସ୍ଟଦ୍ଧ ରେ ଭୟଙ୍କର ୟକ୍ସ୍ଟଦ୍ଧ କଲେ। ପଲେଷ୍ଟୀୟମାନେ ଶାଉଲର ପକ୍ସ୍ଟତ୍ର ଯୋନାଥନ, ଅବୀନାଦବ ଏବଂ ମଲକୀଶୂଯଙ୍କକ୍ସ୍ଟ ହତ୍ଯା କଲେ।
ସହେି ସମୟରେ ରେଖବ୍ ଓ ବାନା ତାଙ୍କର ପଟେ ରେ ଖଡ୍ଗ ଭୂଷି ହତ୍ଯା କଲେ ଓ ତାଙ୍କର ମକ୍ସ୍ଟଣ୍ତ କାଟି ତାଙ୍କ ସହିତ ନଇେ ଆସିଲେ। ସମାନେେ ୟର୍ଦ୍ଦନ ଉପତ୍ୟକା ଦଇେ ରାତିସାରା ଚାଲିଲେ।
କିନ୍ତୁ ସେ ସମାନଙ୍କେୁ ଶାଉଲର ଦକ୍ସ୍ଟଇ ପକ୍ସ୍ଟତ୍ର ଅମୌଣି ଓ ମଫୀବୋଶତ୍କକ୍ସ୍ଟ ଦେଲେ, ଯାହାର ମାତା ଅଯାର କନ୍ଯା ରିପ୍ସା ଥିଲେ। ସେ ମଧ୍ଯ ସମାନଙ୍କେୁ ମରୋବଙ୍କର ପାଞ୍ଚପକ୍ସ୍ଟତ୍ର ଦେଲେ। ମରୋବ ଦାଉଦଙ୍କର କନ୍ଯା ୟିଏକି ମହୋଲ୍ଲାର ବର୍ସିଲ୍ଲଯର ପକ୍ସ୍ଟତ୍ର ଅଦ୍ରୀଯଲକେକ୍ସ୍ଟ ବିବାହ କରିଥିଲେ।