Home Bibles ପ୍ରଥମ ଶାମୁୟେଲ 19:7 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 19:7 · ଓଡ଼ିଆ ବାଇବେଲ

ଯୋନାଥନ ଦାଉଦଙ୍କକ୍ସ୍ଟ ଡାକିଲା ଓ ତାଙ୍କୁ ସମସ୍ତ କଥା ଶକ୍ସ୍ଟଣାଇଲା। ଯୋନାଥନ ଦାଉଦଙ୍କକ୍ସ୍ଟ ଶାଉଲଙ୍କ ନିକଟକକ୍ସ୍ଟ ଆଣିଲା, ତହିଁରେ ଦାଉଦ ପୂର୍ବପରି ଶାଉଲଙ୍କ ପାଖ ରେ ରହିଲେ।

Cross references

ଆଦି ପୁସ୍ତକ 31:2

ଏହାପରେ ଯାକୁବ ଜାଣି ପାରିଲା ଯେ ଲାବନ ପୂର୍ବପରି ତା' ସହିତ ବ୍ଯବହାର କରୁ ନାହିଁ।

ଯାତ୍ରା ପୁସ୍ତକ 4:10

କିନ୍ତୁ ମାଶାେ ସଦାପ୍ରଭୁଙ୍କୁ କହିଲେ, ହେ ସଦାପ୍ରଭୁ, କଥା କହିବାର ଚାତୁର୍ୟ୍ଯ ମାଠାେ ରେ ନାହିଁ। ଏବଂ ଅତୀତ ରେ ମୁଁ ଜଣେ ଉତ୍ତମ ବକ୍ତା ନଥିଲି। ବର୍ତ୍ତମାନ ମଧ୍ଯ ମୁଁ ଜଣେ ଉତ୍ତମ ବକ୍ତା ନୁହେଁ, ଯଦିଓ ତୁମ୍ଭେ ମାେତେ କହିଲ। ଆପଣ ଜାଣନ୍ତି ଯେ, ମୁଁ ବହୁତ ଧିର କ ହେ ଏବଂ ଉତ୍ତମ ଶବ୍ଦ ବ୍ଯବହାର କରିପାରିବି ନାହିଁ।

ପ୍ରଥମ ଶାମୁୟେଲ 16:21

ଏହାପରେ ଦାଉଦ ଶାଉଲଙ୍କ ନିକଟକକ୍ସ୍ଟ ଆସି ତାଙ୍କ ସମ୍ମକ୍ସ୍ଟଖ ରେ ଠିଆ ହେଲେ ଓ ଶାଉଲ ତାଙ୍କୁ ଅତିଶଯ ସ୍ନହେ କଲେ, ତହିଁରେ ସେ ତାଙ୍କର ଅସ୍ତ୍ରବାହକ ସାହାୟ୍ଯକାରୀ ହେଲେ।

ପ୍ରଥମ ଶାମୁୟେଲ 18:2

ଶାଉଲ ସହେିଦିନ ଦାଉଦଙ୍କକ୍ସ୍ଟ ତାଙ୍କ ସହିତ ରଖିଲେ ଓ ଘରକକ୍ସ୍ଟ ୟିବାକକ୍ସ୍ଟ ଦେଲେ ନାହିଁ।

ପ୍ରଥମ ଶାମୁୟେଲ 18:10

ପରଦିନ ପରମେଶ୍ବରଙ୍କଠାରକ୍ସ୍ଟ ଯେତବେେଳେ ମନ୍ଦ ଆତ୍ମା ଶାଉଲଙ୍କକ୍ସ୍ଟ ଅକ୍ତିଆର କଲେ, ସେ ତାଙ୍କ ଗୃହ ମଧିଅରେ ଅବାନ୍ତର କାର୍ୟ୍ଯ କରିବାକୁ ଲାଗିଲେ। ଦାଉଦ ପ୍ରତିଦିନପରି ହସ୍ତ ରେ ବୀଣା ବଜାଇଲେ, ସେ ସମୟରେ ଶାଉଲଙ୍କ ଗୋଟିଏ ବର୍ଚ୍ଛା ଧରିଥିଲେ।

ପ୍ରଥମ ଶାମୁୟେଲ 18:13

ଶାଉଲ ଆପଣା ନିକଟରକ୍ସ୍ଟ ଦାଉଦଙ୍କକ୍ସ୍ଟ ଦୂରକକ୍ସ୍ଟ ପଠଇେ ଦେଲେ ଓ ତାଙ୍କୁ 1,000 ସୈନ୍ଯ ଉପରେ ଆପଣାର ସନୋପତି କଲେ। ୟକ୍ସ୍ଟଦ୍ଧ ରେ ସେ ସୈନ୍ଯମାନଙ୍କର ନତେୃତ୍ବ ନେଲେ।

ପ୍ରଥମ ବଂଶାବଳୀ 11:2

ଯେତବେେଳେ ଶାଉଲ ରାଜା ଥିଲେ, ତୁମ୍ଭେ ଆମ୍ଭମାନଙ୍କର ନତେୃତ୍ବ ନଇେ ଇଶ୍ରାୟେଲକୁ ଆଣିଲ। ସଦାପ୍ରଭୁ ତୁମ୍ଭକୁ କହିଲେ, 'ଦାଉଦ, ତୁମ୍ଭେ ଆମ୍ଭର ଲୋକମାନଙ୍କର ମୁଖ୍ଯ ହବେ।

ଯିଶାଇୟ 30:33

ତାଫେତ୍ ବହୁକାଳରୁ ନିର୍ମିତ ହାଇେଅଛି। ତାହା ରାଜା ନିର୍ମିତ ପ୍ରସ୍ତୁତ ହାଇେଛି। ସେ ତାହାକୁ ଅତି ଗଭୀର ଓ ପ୍ରଶସ୍ତ କରିଛନ୍ତି। ସେଥି ରେ ସ୍ତୁପ ଅଗ୍ନି ଓ ପ୍ରଚୁର କାଠ ଅଛି। ପୁଣି ସଦାପ୍ରଭୁଙ୍କର ଆତ୍ମା ଗନ୍ଧକ ଷୋର୍ତପରି ପ୍ରଜ୍ବଳିତ ହାଇେ ପୋଡ଼ି ପକାଏ।

Interlinear

Choose Theme