ପ୍ରଥମ ଶାମୁୟେଲ 18:2 · ଓଡ଼ିଆ ବାଇବେଲ
ଶାଉଲ ସହେିଦିନ ଦାଉଦଙ୍କକ୍ସ୍ଟ ତାଙ୍କ ସହିତ ରଖିଲେ ଓ ଘରକକ୍ସ୍ଟ ୟିବାକକ୍ସ୍ଟ ଦେଲେ ନାହିଁ।
Cross references
ପ୍ରଥମ ଶାମୁୟେଲ 16:21
ଏହାପରେ ଦାଉଦ ଶାଉଲଙ୍କ ନିକଟକକ୍ସ୍ଟ ଆସି ତାଙ୍କ ସମ୍ମକ୍ସ୍ଟଖ ରେ ଠିଆ ହେଲେ ଓ ଶାଉଲ ତାଙ୍କୁ ଅତିଶଯ ସ୍ନହେ କଲେ, ତହିଁରେ ସେ ତାଙ୍କର ଅସ୍ତ୍ରବାହକ ସାହାୟ୍ଯକାରୀ ହେଲେ।
ପ୍ରଥମ ଶାମୁୟେଲ 17:15
କିନ୍ତୁ ଦାଉଦ ଆପଣା ପିତାର ମଷେପଲ ଚରାଇବା ନିମନ୍ତେ ଶାଉଲଙ୍କ ନିକଟରକ୍ସ୍ଟ ବୈଥଲହମେକକ୍ସ୍ଟ ସମୟ ସମୟରେ ୟାଅ ଆସ କରୁଥାନ୍ତି।
ପ୍ରଥମ ଶାମୁୟେଲ 19:7
ଯୋନାଥନ ଦାଉଦଙ୍କକ୍ସ୍ଟ ଡାକିଲା ଓ ତାଙ୍କୁ ସମସ୍ତ କଥା ଶକ୍ସ୍ଟଣାଇଲା। ଯୋନାଥନ ଦାଉଦଙ୍କକ୍ସ୍ଟ ଶାଉଲଙ୍କ ନିକଟକକ୍ସ୍ଟ ଆଣିଲା, ତହିଁରେ ଦାଉଦ ପୂର୍ବପରି ଶାଉଲଙ୍କ ପାଖ ରେ ରହିଲେ।