ଏହାପରେ ଯାକୁବ ଜାଣି ପାରିଲା ଯେ ଲାବନ ପୂର୍ବପରି ତା' ସହିତ ବ୍ଯବହାର କରୁ ନାହିଁ।
Cross references
କିନ୍ତୁ ସଦାପ୍ରଭୁ କଯିନଙ୍କୁ ଓ ତାଙ୍କର ନବୈେଦ୍ଯକୁ ଗ୍ରହଣ କଲେ ନାହିଁ। ଏଣୁ କଯିନ ବହୁତ କୋରଧ ଏବଂ ଦୁଃଖ କଲା।
ଲାବନ ତାଙ୍କୁ କହିଲା, ମାେତେ କିଛି କହିବାକୁ ଦିଅ। ମୁଁ ଗୁଣି ବିଦ୍ଯା କରି ଜାଣି ପାରିଛି ଯେ, ସଦାପ୍ରଭୁ ତୁମ୍ଭ ପାଇଁ ମାେତେ ଆଶୀର୍ବାଦ କରିଛନ୍ତି।
କିନ୍ତୁ ମାଶାେ ସଦାପ୍ରଭୁଙ୍କୁ କହିଲେ, ହେ ସଦାପ୍ରଭୁ, କଥା କହିବାର ଚାତୁର୍ୟ୍ଯ ମାଠାେ ରେ ନାହିଁ। ଏବଂ ଅତୀତ ରେ ମୁଁ ଜଣେ ଉତ୍ତମ ବକ୍ତା ନଥିଲି। ବର୍ତ୍ତମାନ ମଧ୍ଯ ମୁଁ ଜଣେ ଉତ୍ତମ ବକ୍ତା ନୁହେଁ, ଯଦିଓ ତୁମ୍ଭେ ମାେତେ କହିଲ। ଆପଣ ଜାଣନ୍ତି ଯେ, ମୁଁ ବହୁତ ଧିର କ ହେ ଏବଂ ଉତ୍ତମ ଶବ୍ଦ ବ୍ଯବହାର କରିପାରିବି ନାହିଁ।
ସହେି ନଗରକକ୍ସ୍ଟ ଯେଉଁ ନରହତ୍ଯାକାରୀମାନେ ଯିବେ, ସମାନେେ ଜାଣିଶକ୍ସ୍ଟଣି ନରହତ୍ଯା କରି ନ ଥିବେ। ଅଜ୍ଞାତ ସାର ରେ ଏବଂ ସେ ଯାହାକକ୍ସ୍ଟ ହତ୍ଯା କରିଥିବ ତାଙ୍କୁ ଘୃଣା କରୁ ନ ଥିବ। ସହେି ଲୋକମାନେ କବଳେ ସଠାେକକ୍ସ୍ଟ ୟାଇ ଆଶ୍ରଯ ନଇେ ପାରିବ।
ଏପରିକି ତୁମ୍ଭମାନଙ୍କ ମଧିଅରେ ଥିବା ଦୟାଳକ୍ସ୍ଟ ଭଦ୍ ରେଲାକ ମଧ୍ଯ ଅତି କୃର ହାଇେ ଉଠିବ। ସେ ଅନ୍ୟମାନଙ୍କ ପାଇଁ ଅତି ନିଷ୍ଠକ୍ସ୍ଟର ହବେ। ସେ ମଧ୍ଯ ତା'ର ସ୍ତ୍ରୀ ପାଇଁ ନିଷ୍ଠକ୍ସ୍ଟର ହବେ ଯାହାକକ୍ସ୍ଟ ସେ ବହକ୍ସ୍ଟତ ଭଲ ପାଉଥିଲା। ଏବଂ ସେ ମଧ୍ଯ ତା'ର ପିଲାମାନଙ୍କ ପାଇଁ ନିଷ୍ଠକ୍ସ୍ଟର ହବେ।
ସହେିଦିନଠାରକ୍ସ୍ଟ ଶାଉଲ ଦାଉଦଙ୍କ ପ୍ରତି ଦୃଷ୍ଟି ରଖିଲେ। ସେ ଇର୍ଷା ଓ ଘୃଣା ରେ ତାଙ୍କୁ ଦକ୍ସ୍ଟଷ୍ଟି ପକାଇଲେ।
ଯୋନାଥନ ଦାଉଦଙ୍କକ୍ସ୍ଟ ଡାକିଲା ଓ ତାଙ୍କୁ ସମସ୍ତ କଥା ଶକ୍ସ୍ଟଣାଇଲା। ଯୋନାଥନ ଦାଉଦଙ୍କକ୍ସ୍ଟ ଶାଉଲଙ୍କ ନିକଟକକ୍ସ୍ଟ ଆଣିଲା, ତହିଁରେ ଦାଉଦ ପୂର୍ବପରି ଶାଉଲଙ୍କ ପାଖ ରେ ରହିଲେ।
ଏଥି ରେ ନବୂଖଦ୍ନିତ୍ସର ଅତ୍ଯନ୍ତ କୋର୍ଧାନ୍ବିତ ହେଲା। ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପ୍ରତିକୂଳ ରେ ତା'ର ମୁଖ ବିକଟାକାର ହେଲା। ତେଣୁ ସେ ଅଗ୍ନିକୁଣ୍ତକୁ ସାଧାରଣ ଉତ୍ତାପଠାରୁ ସାତଗୁଣ ଉତ୍ତପ୍ତ କରିବାକୁ ଆଜ୍ଞା ଦଲୋ।