Home Bibles ପ୍ରଥମ ଶାମୁୟେଲ 17:5 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 17:5 · ଓଡ଼ିଆ ବାଇବେଲ

ତା'ର ମସ୍ତକରେ ପିତ୍ତଳର ଟୋପର ଥିଲା ଓ ସେ ମାଛକାତି ତକ୍ସ୍ଟଲ୍ଯ ସାଞ୍ଜକ୍ସ୍ଟଆ ରେ ସଜ୍ଜିତ ଥିଲା। ସହେି ସାଞ୍ଜକ୍ସ୍ଟଆଟି ପାଞ୍ଚ ସହସ୍ର ଶକେଲ ଓଜନ ପିତ୍ତଳର ଥିଲା।

Cross references

ଯିରିମିୟ 46:4

ହେ ଅଶ୍ବାରୋହୀଗଣ, ତୁମ୍ଭମାନେେ ଅଶ୍ବଗଣକୁ ସଜ୍ଜିତ କରି ଆରୋହଣ କର। ମସ୍ତକରେ ଶିରସ୍ତ୍ରାଣ ପିନ୍ଧି ଠିଆ ହୁଅ। କଲମକୁ ଧାରୁଆ କର ଓ ସାଞ୍ଜୁ ପିନ୍ଧ।

ଏଫିସୀୟଙ୍କ ପ୍ରତି ପତ୍ର 6:17

ପରମେଶ୍ବର ଦତ୍ତ ପରିତ୍ରାଣକୁ ଶିରସ୍ତ୍ରାଣ ରୂପେ ପବିତ୍ର ଆତ୍ମାଙ୍କ ଖଡ୍ଗ ଗ୍ରହଣ କର, ସହେି ଖଡ୍ଗ ହେଉଛି ପରମେଶ୍ବରଙ୍କ ଉପଦେଶ।

Interlinear

Choose Theme