Home Bibles ପ୍ରଥମ ଶାମୁୟେଲ 17:24 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 17:24 · ଓଡ଼ିଆ ବାଇବେଲ

ଇଶ୍ରାୟେଲର ସମସ୍ତ ସୈନ୍ଯଗଣ ସହେି ପୁରୁଷକକ୍ସ୍ଟ ଦେଖି ତାହା ସମ୍ମକ୍ସ୍ଟଖରକ୍ସ୍ଟ ପଳାଇଲେ ଓ ଅତି ଭୟଭୀତ ହେଲେ।

Cross references

ଲେବୀୟ ପୁସ୍ତକ 26:36

ତୁମ୍ଭମାନଙ୍କ ମଧିଅରେ ଯେଉଁମାନେ ଅବଶିଷ୍ଟ ରହିବେ ସମାନେେ ଶତୃମାନଙ୍କ ଦେଶ ରେ ସାହସିକତା ହରାଇବେ। ସମାନେେ ପତ୍ରଝଡାର ଶଦ୍ଦ ଶୁଣିଲେ ମଧ୍ଯ ଦୌଡି ପଳାଇବେ। ପୁଣି ଖଡ୍ଗଧାରରୁ ପକାଇଲା ଲୋକପରି ସମାନେେ ଦୌଡିବେ ଓ କହେି ସମାନଙ୍କେୁ ନ ଗୋଡ଼ାଇଲେ ହେଁ ସମାନେେ ପତିତ ହବେେ।

ଗଣନା ପୁସ୍ତକ 13:33

ସଠାେରେ ଆମ୍ଭମାନେେ ଅନାକର ନଫଲିେମ୍ ସନ୍ତାନ ମହାବୀରଗଣଙ୍କୁ ଦେଖିଲୁ, ଆଉ ସମାନଙ୍କେ ଦୃଷ୍ଟି ରେ ଆମ୍ଭମାନେେ ଝିଣ୍ଟିକା ପରି ହେଲୁ।

ଦିତୀୟ ବିବରଣ 32:30

ଜଣେ ଲୋକ କ'ଣ ହଜାରେ ଲୋକଙ୍କକ୍ସ୍ଟ ଗୋଡ଼ାଇ ପାରିବ? ଦକ୍ସ୍ଟଇଜଣ ଲୋକ କ'ଣ ଦଶହଜାର ଲୋକଙ୍କକ୍ସ୍ଟ ଘଉଡାଇ ଦଇପୋରିବେ? ତାହା ଘଟିବ କବଳେ ଯଦି ସଦାପ୍ରଭୁ ସମାନଙ୍କେୁ ତାଙ୍କର ଶତୃମାନଙ୍କ ହସ୍ତ ରେ ସମର୍ପଣ କରନ୍ତି।

ପ୍ରଥମ ଶାମୁୟେଲ 13:6

ଇଶ୍ରାୟେଲୀୟମାନେ ଆପଣାମାନଙ୍କ ବିପଦଗ୍ରସ୍ତ ଦେଖିଲେ। ଏଣୁ ଏମାନେ ଗକ୍ସ୍ଟମ୍ଫା, ପଥରଖୋଲ, ଶୈଳ, କୂପ ଓ ଅନ୍ଯାନ୍ଯ ଗାତ୍ର ରେ ଆତ୍ମଗୋପନ କଲେ।

ପ୍ରଥମ ଶାମୁୟେଲ 17:11

ଯେତବେେଳେ ଶାଉଲ ଓ ଇଶ୍ରାୟେଲୀୟମାନେ ପଲେଷ୍ଟୀୟର ଏହି ସକଳ କଥା ଶକ୍ସ୍ଟଣନ୍ତେ। ସମାନେେ ହତାଶ ହେଲେ ଓ ଅତିଶଯ ଭୟ କଲେ।

ଯିଶାଇୟ 7:2

ଅନନ୍ତର ଦାଉଦ ବଂଶକୁ ଏକ ବାର୍ତ୍ତା ପଠାଗଲା।ସସହି ବାର୍ତ୍ତାଟିସହଲା, ଅରାମ ଓ ଇଶ୍ରାଲୟଲ ସୈନ୍ଯମାଲନ ଏକତ୍ରୀତସହାଇଛନ୍ତି ଏବଂସସମାଲନ ଏକତ୍ର ଶିବିର ସ୍ଥାପନ କରିଛନ୍ତି।

ଯିଶାଇୟ 30:17

ଜଣେ ବ୍ଯକ୍ତିର ଧମକରେ ତୁମ୍ଭର ସହସ୍ର ଲୋକ ପଳାଯନ କରିବେ। ପାଞ୍ଚଜଣଙ୍କ ଧମକରେ ତୁମ୍ଭମାନେେ ସମସ୍ତେ ପଳାଯନ କରିବ। କବଳେ ତୁମ୍ଭମାନେେ ପର୍ବତର ଶୃଙ୍ଗ ରେ ଏକ ଚିହ୍ନ ସ୍ବରୂପ ଓ ଉପପର୍ବତ ରେ ପତାକାର ଦଣ୍ଡସ୍ବରୂପ ହାଇେ ଅବଶିଷ୍ଟ ରହିବ।

Interlinear

Choose Theme