ପ୍ରଥମ ଶାମୁୟେଲ 17:23 · ଓଡ଼ିଆ ବାଇବେଲ
ସେ ସମାନଙ୍କେ ସଙ୍ଗେ କଥାବାର୍ତ୍ତା କରୁଥିବା ସମୟରେ ଗାଥନିବାସୀ ପଲେଷ୍ଟୀୟ ଗଲିଯାତ ନାମକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟ ସୈନ୍ଯବାହୀନି ମଧ୍ଯରକ୍ସ୍ଟ ଉଠି ଆସି ପୂର୍ବପରି ପାଟିକଲା। ଦାଉଦ ତାହା ଶୁଣିଲେ।
Cross references
ପ୍ରଥମ ଶାମୁୟେଲ 17:8
ପ୍ରେତ୍ୟକକ ଦିନ ଗଲିଯାତ ବାହା ରେ ଛିଡା ହାଇେ ଇଶ୍ରାୟେଲର ସୈନ୍ଯ ଶ୍ ରଣେୀଙ୍କକ୍ସ୍ଟ ଚିତ୍କାର କରି କହକ୍ସ୍ଟଥିଲା, ତୁମ୍ଭମାନେେ କାହିଁକି ୟକ୍ସ୍ଟଦ୍ଧ ସାଜିବା ପାଇଁ ବାହାର ହାଇେ ଆସିଛ? ମୁ ଜଣେ ପଲେଷ୍ଟୀୟ ଲୋକ ନକ୍ସ୍ଟ ହେଁ? ତୁମ୍ଭମାନେେ ଶାଉଲର ଦାସ, ତୁମ୍ଭମାନେେ ନିଜମାନଙ୍କ ପାଇଁ ଜଣେ ଲୋକ ମନୋନୀତ କର ଓ ସେ ମାେ ପାଖକକ୍ସ୍ଟ ଓହ୍ଲାଇ ଆସକ୍ସ୍ଟ।