ସେ ଦୁଇ ଗୁରୁଦା, ତହିଁ ଉପରିସ୍ଥ ପାଶର୍ବବର୍ତ୍ତୀ ମଦେ ଓ ୟକୃତର ଉପରିସ୍ଥ ଅନ୍ତ୍ରପ୍ଲାବକ ନବେ।
Cross references
ତା'ପରେ ତା'ର ଭିତରର ମଦେ, କଲିଜାର ମଦେ ଅଂଶ, ୟକୃତ ଏବଂ ଚାରିପଟେ ଥିବା ମଦକେୁ ୟଜ୍ଞବଦେୀ ରେ ଦଗ୍ଧ କର।
ଆହୁରି ତୁମ୍ଭେ ସହେି ଉତ୍ସର୍ଗୀତ ମଷେର ମଦେ ଓ ମଦମେଯ ଲାଙ୍ଗୁଳ ଓ ଅନ୍ତ ଉପରିସ୍ଥ ମଦେ ଓ ୟକୃତର ଉପରିସ୍ଥ ଅନ୍ତାପ୍ଲାବକ ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ଥ ମଦେ ଓ ଡାହାଣ ଚଟୁଆ ନିଅ। ଯେ ହତେୁ ତାହା ଏକ ଉତ୍ସର୍ଗୀକୃତ ଅଣ୍ଡିରା ମଷେ।
ସେ ଦୁଇଟି ଗୁରୁଦା ମଦେ ଉପରିସ୍ଥ ଓ ଗୁରୁଦାର ପାଶର୍ବବର୍ତ୍ତୀ, ୟକୃତର ମଦେ ଏବଂ ନିମ୍ନ ଭାଗର ପଛ ମାଂସପେଶୀ ଗୁରୁଦା ସହିତ ବାହାର କରି ନବୋ ଉଚିତ୍।
ସେ ଦୁଇଟି ଗୁରୁଦା, ମଦେ ଉପରିସ୍ଥ ଓ ଗୁରୁଦାର ପାଶର୍ବବର୍ତ୍ତୀ ଏବଂ ୟକୃତର ମଦେ ଏବଂ ନିମ୍ନ ଭାଗର ପଛ ମାଂସପେଶୀ ଗୁରୁଦା ସହିତ ବାହାର କରି ନବୋ ଉଚିତ୍।
ସେ ଦୁଇଟି ଗୁରୁଦା, ମଦରେ ଉପରିସ୍ଥ ପାଶର୍ବବର୍ତ୍ତୀ ଗୁରୁଦାର ଏବଂ ୟକୃତର ମଦେ ଏବଂ ନିମ୍ନଭାଗର ପଛ ମାଂସପେଶୀ ଗୁରୁଦା ସହିତ ବାହାର କରିନବୋ ଉଚିତ୍।
ଆଉ ସେ ଯାଜକ ଦୁଇ ଗୁରୁଦା ଓ ମଦେ ଉପରିସ୍ଥିତ ଓ ପାଶର୍ବସ୍ଥ ମଦରେ ପଛ ମାଂସପେଶୀର ନିମ୍ନଭାଗ ଓ ମଦରେ ଆଚ୍ଛାଦିତ ୟକୃତ ନଇେ ଉତ୍ସର୍ଗ କରିବା ଉଚିତ୍। ସେ ଏହା ଗୁରୁଦା ସହିତ ନିଶ୍ଚଯ ବାହର କରିବ।
ଅନନ୍ତର ମାଶାେ ଅନ୍ତ ଚତୁଃପାଶର୍ବସ୍ଥ ସମସ୍ତ ମଦେ, ୟକୃତ ଉପରିସ୍ଥ ଅନ୍ତପ୍ଲାବକ, ଦୁଇ ଗୁରୁଦା ଓ ତାହାର ମଦେ ନଇେ ୟଜ୍ଞବଦେୀ ଉପରେ ଦଗ୍ଧ କଲେ।
ପୁଣି ସେ ମଦେ ଓ ମଦମେଯ ଲାଙ୍ଗୁଳ, ଅନ୍ତ ଉପରିସ୍ଥିତ ସକଳ ମଦେ, ୟକୃତର ଉପରିସ୍ଥିତ ଚଟୁଆ ନେଲେ।
ସଦାପ୍ରଭୁଙ୍କ ମାଶାେ ପ୍ରତି ଆଜ୍ଞାନୁସା ରେ ହାରୋଣ ମଦେ, ଗୁରୁଦା ଓ ୟକୃତର ଆଚ୍ଛାଦିତ ହାଇେଥିବା ପାପାର୍ଥକ ବଳିସବୁକୁ ୟଜ୍ଞବଦେୀ ଉପରେ ଦଗ୍ଧ କଲେ।
ପୁଣି ତାଙ୍କର ପୁତ୍ରଗଣ ଷଣ୍ଢ ମଦେ ଓ ମଷେଛୁଆର ମଦେ ମଦମେଯ ଲାଙ୍ଗୁଳ, ଅନ୍ତ ଓ ଗୁରୁଦାର ଉପରିସ୍ଥ ମଦେ ଓ ୟକୃତର ଉପରିସ୍ଥ ଅନ୍ତାପ୍ଲାବକ ତାଙ୍କ ନିକଟକୁ ଆଣିଲେ।