ପୁଣିସସ ମନ୍ଦିରର ଦକ୍ଷିଣ ପାଶର୍ବସର ପାଞ୍ଚ ଓ ବାମ ପାଶର୍ବସର ପାଞ୍ଚ ଖଟୁଲି ରଖିଲା। ଆଉ ଗୃହ ଦକ୍ଷିଣପୂର୍ବ କଣସର ସମୁଦ୍ର ରୂପକ ପାତ୍ର ସ୍ଥାପନ କଲା।
Cross references
ଶଲୋମନ ଦଶଟି ପ୍ରକ୍ଷାଳନ ପାତ୍ର ନିର୍ମାଣ କଲେ। ସେ ପାଞ୍ଚଟି ପ୍ରକ୍ଷାଳନ ପାତ୍ର ସହେି ବୃହତ୍ କୁଣ୍ତର ଦକ୍ଷିଣ ପାଶର୍ବ ରେ ଏବଂ ଅନ୍ୟ ପାଞ୍ଚଟି ପ୍ରକ୍ଷାଳନ ପାତ୍ର ତାହାର ବାମ ପାଶର୍ବ ରେ ରଖିଲେ। ହାମବେଳିକୁ ଉତ୍ସର୍ଗ କରିବା ପରେ ଧୋଇବ ନିମନ୍ତେ ଏହି ଦଶଟି ପ୍ରକ୍ଷାଳନ ପାତ୍ର ବ୍ଯବହାର କରାୟାଏ। ମାତ୍ର ବୃହତ୍ ପିତ୍ତଳ କୁଣ୍ଡ ରେ କବଳେ ଯାଜକମାନେ ପ୍ରକ୍ଷାଳନ କରିବେ।
ସମାନଙ୍କେର ନିର୍ଦ୍ଦେଶଗୁଡ଼ିକୁ ଅନୁସରଣ କରି ଶଲୋମନ ସୁନାର ଦଶଟି ବତୀଦଣ୍ଡ ନିର୍ମାଣ କଲେ। ସହେି ବତୀଦଣ୍ଡଗୁଡ଼ିକ ମନ୍ଦିର ରେ ଖଞ୍ଜାଗଲା। ପ୍ରେତ୍ୟକକ ଦକ୍ଷିଣ ଓ ବାମ ପାଶର୍ବ ରେ ପାଞ୍ଚଟି ବତୀଦଣ୍ଡ ଖଞ୍ଜା ହେଲା।
ଏହାପରେ ସେ ସହେି ବୃହତ୍ ପିତ୍ତଳ କୁଣ୍ଡଟିକୁ ମନ୍ଦିରର ଦକ୍ଷିଣ ପାଶର୍ବ ରେ ସ୍ଥାପନ କଲେ, ଯେଉଁଟାକି ମନ୍ଦିରର ଦକ୍ଷିଣପୂର୍ବ କଣ ରେ ଥିଲା।
ଏହାପରେ ଶଲୋମନଙ୍କ ଦ୍ବାରା ମନ୍ଦିର ନିର୍ମାଣ କାର୍ୟ୍ଯ ସମାପ୍ତ ହେଲା। ଶଲୋମନଙ୍କ ବାପା ଦାଉଦ ମନ୍ଦିର ନିମନ୍ତେ ଆଣିଥିବା ପ୍ରେତ୍ୟକକ ବିଷଯ ସେ ବ୍ଯବହାର କଲେ। ପ୍ରେତ୍ୟକକ ଆସବାବପତ୍ର ଏବଂ ରୂପା ଓ ସୁନା ରେ ନିର୍ମିତ ପ୍ରେତ୍ୟକକ ବସ୍ତ୍ର ଶଲୋମନ ଆଣିଲେ। ଏହି ସମସ୍ତ ଜିନିଷ ଶଲୋମନ ଆଣି ପରମେଶ୍ବରଙ୍କ ମନ୍ଦିରର ଭଣ୍ଡାର ଗୃହ ରେ ରଖିଲେ।