ସସ ମଧ୍ଯ ଏକ ଗୃହ ନିର୍ମାଣ କଲଲ ତାହା ଲିବାଲନାନର ଅରଣ୍ଯ-ଗୃହ ନାମସର ନାମିତସହଲା। ଏହାର ର୍ଦୈଘ୍ଯ ଶସହ ହାତ, ପ୍ରସ୍ଥ ପଚାଶ ହାତ ଓ ଉଚ୍ଚତା ତିରିଶ ହାତ ଥିଲା। ଏହାର ଗ୍ଭରିଧାଡି ଏରସ କାଠର ସ୍ତମ୍ଭ ଉପଲର ଏରସ କାଠର କଡିସଦଇ ତାହା ନିର୍ମାଣ କଲଲ।
Cross references
ରାଜା ଶ ଲୋମନ ଶସ୍ଯ ଓ ଜିନିଷ ଗଚ୍ଛିତ ରଖିବା ପାଇଁ ଭଣ୍ତାର ନଗର, ରଥପାଇଁ ନଗର ଓ ଅଶ୍ବାରୋହୀମାନଙ୍କର ସୁରକ୍ଷା ନିମନ୍ତେ ନଗର ନିର୍ମାଣ କଲେ। ୟିରୁଶାଲମ ରେ, ଲିବାନୋନ ରେ ଓ ତାଙ୍କ ଶାସନାଧିନ ଦେଶ ବ୍ଯତୀତ ସେ ଯାହା ଇଚ୍ଛା କଲେ, ତାହା ନିର୍ମାଣ କଲେ।
ଆଉ ମଧ୍ଯ ସେ ପିଟା ସୁନା ରେ 300 େଛାଟ ଢାଲ ପ୍ରସ୍ତୁତ କଲେ ଓ ପ୍ରତି ଢାଲ ରେ 300 ସରେ ସୁନା ଲାଗିଲା। ରାଜା ସେ ସବୁକୁ ଲିବା ନୋନ-ଅରଣ୍ଯ ନାମକ ଗୃହ ରେ ରଖିଲେ।
ରାଜା ଶ ଲୋମନଙ୍କର ସମସ୍ତ ପାନପାତ୍ର ସୁନା ରେ ତିଆରି ହାଇେ ଥିଲା। ଲିବାନୋନ-ଅରଣ୍ଯ କୋଠର ସମସ୍ତ ପାତ୍ର ଶୁଦ୍ଧ ସୁବର୍ଣ୍ଣର ଥିଲା। ରୁପାର କୌଣସି ଜିନିଷ ରାଜାପ୍ରାସାଦ ରେ ନଥିଲା। ତାଙ୍କ ସମୟରେ ଏତେ ସୁନା ଥିଲା ଯେ ରୂପାକୁ କହେି ପଗ୍ଭରୁ ନ ଥିଲେ।
ଆହୁରି ମଧ୍ଯ ଶଲୋମନ ପିଟା ସୁନାରୁ 300ଟି କ୍ଷୁଦ୍ର ଢ଼ାଲ ନିର୍ମାଣ କଲେ। ପ୍ରେତ୍ୟକକ ଢ଼ାଲ ନିମନ୍ତେ 300 ଶକେଲ ସୁନା ବ୍ଯବହୃତ ହାଇେଥିଲା। ରାଜା ଶଲୋମନ ଲିବାନୋନର ଅରଣ୍ଯ ନାମକ ଗୃହ ରେ ଏହି ସୁବର୍ଣ୍ଣ ଢ଼ାଲଗୁଡ଼ିକ ରଖିଲେ।
ତୁମ୍ଭର ଗଳଦେଶ ଗଳଦନ୍ତମଯ ଦୁର୍ଗ ସଦୃଶ। ତୁମ୍ଭ ନେତ୍ର ୟୁଗଳ ବେଥି-ଗଦ୍ଦୀମ ନଗର ଦ୍ବାର ନିକଟସ୍ଥ ହିଶ୍ବୋନ୍ ସରୋବର ସଦୃଶ। ତୁମ୍ଭ ନାସିକା ଦମ୍ମେଶକ ସମ୍ମୁଖସ୍ଥ ଲିବାନୋନର ଦୁର୍ଗ ତୁଲ୍ଯ।