ଦିତୀୟ ବଂଶାବଳୀ 9:16 · ଓଡ଼ିଆ ବାଇବେଲ
ଆହୁରି ମଧ୍ଯ ଶଲୋମନ ପିଟା ସୁନାରୁ 300ଟି କ୍ଷୁଦ୍ର ଢ଼ାଲ ନିର୍ମାଣ କଲେ। ପ୍ରେତ୍ୟକକ ଢ଼ାଲ ନିମନ୍ତେ 300 ଶକେଲ ସୁନା ବ୍ଯବହୃତ ହାଇେଥିଲା। ରାଜା ଶଲୋମନ ଲିବାନୋନର ଅରଣ୍ଯ ନାମକ ଗୃହ ରେ ଏହି ସୁବର୍ଣ୍ଣ ଢ଼ାଲଗୁଡ଼ିକ ରଖିଲେ।
Cross references
ପ୍ରଥମ ରାଜାବଳୀ 7:2
ସସ ମଧ୍ଯ ଏକ ଗୃହ ନିର୍ମାଣ କଲଲ ତାହା ଲିବାଲନାନର ଅରଣ୍ଯ-ଗୃହ ନାମସର ନାମିତସହଲା। ଏହାର ର୍ଦୈଘ୍ଯ ଶସହ ହାତ, ପ୍ରସ୍ଥ ପଚାଶ ହାତ ଓ ଉଚ୍ଚତା ତିରିଶ ହାତ ଥିଲା। ଏହାର ଗ୍ଭରିଧାଡି ଏରସ କାଠର ସ୍ତମ୍ଭ ଉପଲର ଏରସ କାଠର କଡିସଦଇ ତାହା ନିର୍ମାଣ କଲଲ।