Home Bibles ☰ Books ପ୍ରଥମ ରାଜାବଳୀ 6:34 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 6:34 · ଓଡ଼ିଆ ବାଇବେଲ

ତତ୍ପରେ ସେ ଦବଦୋରୁ କାଠ ରେ ଦୁଇଟି କବାଟ କଲେ।

Cross references

ପ୍ରଥମ ରାଜାବଳୀ 5:8

ତା'ପରେ ହୀରମ ଶଲୋମନଙ୍କ ନିକଟକୁ ଏହି ବାର୍ତ୍ତା ସହିତ ଏକ ବାର୍ତ୍ତାବହକୁ ପଠାଇଲେ। ରାଜା ଶଲୋମନ ଯାହା ଆଶା କରନ୍ତି, ମୁଁ ଶୁଣିଲି, ମୁଁ ଏରସବୃକ୍ଷ ଓ ଦବଦୋରୁ କାଠ ଦବୋପାଇଁ ଯାଉଛି, ତୁମ୍ଭର କାମ ପୂରଣ କରିବା ପାଇଁ।

ଯିହିଜିକଲ 41:23

ମନ୍ଦିର ଓ ମହାପବିତ୍ରସ୍ଥାନର ଦୁଇଟି ଲଖାଏଁେ ଦ୍ବାର ଥିଲା।

ଯିହିଜିକଲ 41:24

ପ୍ରେତ୍ୟକକ କବାଟରେ ଦୁଇଟି ପଟା ଥିଲା। ପ୍ରେତ୍ୟକକ କବାଟ ଦୁଇଟି କବ୍ଜା ବିଶିଷ୍ଟ ପଟା ରେ ତିଆରି ହାଇେଥିଲା।

Interlinear

Choose Theme