ପ୍ରେତ୍ୟକକ କବାଟର ଦୋହରା ଥିଲା ଓ ପ୍ରତି କବାଟରେ କିରୁବ ଦୂତଗଣ, ଖଜୁର୍ର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଆକୃତି ଖାଦେିତ ହାଇେଥିଲା ଓ ସହେି ଖାଦେିତ ଆକୃତିଗୁଡିକୁ ସୁବର୍ଣ୍ଣ ରେ ମଣ୍ତନ କରାଗଲା।
Cross references
ସସହି ପାତ୍ରରସମାଟଲଇ ଗ୍ଭରି ଆଙ୍ଗୁଳି ଥିଲା। ତା'ର ଫନ୍ଦ କପ୍ର ଫନ୍ଦ ପରି କିଅବା ପୁଷ୍ପର ପାଖୁଡା ସଦୃଶ ଥିଲା।ସସହି ଚୌବାଗ୍ଭ 2,000 ମହଣ ଧାରଣ କରୁଥିଲା।
ସସଇ ଖଟୁଲିର ଓ ଫ୍ସରମର ପାଶର୍ବସର କିରୁବ ଦୂତଗଣଙ୍କର, ସିଂହମାନଙ୍କର ଓ ଖଜୁରୀ ଗଛର ଛବିସଖାଦିତସହାଇଥିଲା। ଏହିସବୁ ଛବିଗୁଡିକ ଖଟୁଲିର ସବୁଆଲଡସଖାଦିତ କରାୟାଇ ଥିଲା ଓ ଖଟୁଲିର ଚତୁପାଶର୍ବସର ଥିବା ଫ୍ସରମସର ଫୁଲସବୁସଖାଦିତସହାଇଥିଲା।
ପୁଷ୍ପ, ଦୀପ ଓ ଚିମୁଟାସବୁ ନିର୍ମାଣ କରିବା ନିମନ୍ତେ ଶଲୋମନ ଶୁଦ୍ଧସୁନା ବ୍ଯବହାର କରିଥିଲେ।
ଆଉ କତୁରୀ, କୁଣ୍ଡ, ପାତ୍ର ଏବଂ ଧୂପଦାନୀସବୁ ଶଲୋମନ ଶୁଦ୍ଧ ସୁନା ରେ ତିଆରି କଲେ। ମନ୍ଦିରର ଦ୍ବାରସବୁ, ମହାପବିତ୍ର ସ୍ଥଳର ଭିତର ଦ୍ବାରସବୁ ଏବଂ ମୁଖ୍ଯ ଗୃହର ଦ୍ବାରସବୁ ଶଲୋମନ ସୁନା ରେ ତିଆରି କଲେ।
ହେ ପରମେଶ୍ବର, ସମାନେେ କୁରାଢ଼ି ଓ ଟାଙ୍ଗିଆ ଦ୍ବାରା ତୁମ୍ଭ ମନ୍ଦିରର ଖାଦେିତ କାଠ ପଟାଗୁଡ଼ିକ ନଷ୍ଟ କଲେ।
ପ୍ରତି ଦ୍ବାର କୋଠରୀର ଓ ଉପସ୍ତମ୍ଭ ଗୁଡ଼ିକର ଭିତ ରେ ଚାରିଆଡ଼େ କଳାକବାଟି ଥିଲା। ଆଉ ମଣ୍ଡପଗୁଡ଼ିକରେ ମଧ୍ଯ ସହେିପରି ଥିଲା। ଆଉ କଳାକବାଟିସବୁ ଭତର ଆଡ଼କୁ ମୁହଁ ଥିଲା ଫାଟକ ଦ୍ବାରର ପ୍ରେତ୍ୟକକ ପାଶର୍ବର କାନ୍ଥ ରେ ଖଜୁର୍ର ବୃକ୍ଷର ଆକୃତି ଖାଦେିତ ହାଇେଥିଲା।
ଏବଂ ତାହାର କଳାକବାଟି, ମଣ୍ଡପ ଓ ଖାଦେିତ ଖଜୁର୍ର ବୃକ୍ଷର ମାପ ପୂର୍ବାଭିମୁଖ ଦ୍ବାରର ମାପ ଅନୁସାରେ ଥିଲା। ସାତାଟେି ପାହାଚ ଫାଟକ ଆଡ଼କୁ ୟାଇଥିଲା ଏବଂ ଏହାର ପ୍ରାଙ୍ଗଣ ଶଷେ ଫାଟକର ଭିତର ପାଖ ରେ ଥିଲା।
ପୁଣି ତହିଁରେ କିରୂବ ଓ ଖଜୁର୍ର ବୃକ୍ଷର ଶିଳ୍ପକାର୍ୟ୍ଯ ଥିଲା ଓ ଦୁଇ କିରୂବ ମଧିଅରେ ଏକ ଖଜୁର ବୃକ୍ଷ ଥିଲା। ଆଉ ପ୍ରେତ୍ୟକକ କିରୂବର ଦୁଇ ଦୁଇ ମୁଖ ଥିଲା।