Home Bibles ☰ Books ପ୍ରଥମ ରାଜାବଳୀ 6:3 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 6:3 · ଓଡ଼ିଆ ବାଇବେଲ

ଆଉ ମନ୍ଦିରର ପବିତ୍ରସ୍ଥାନ ସମ୍ମୁଖସ୍ଥ ବାରଣ୍ତା, କୋଡିଏ ହାତ ଦୀର୍ଘ ଓ ପ୍ରସ୍ଥ ଦଶ ହାତ ଥିଲା।

Cross references

ପ୍ରଥମ ରାଜାବଳୀ 7:12

ପ୍ରାସାଦ ଅଗଣାର, ମନ୍ଦିର ଅଗଣାର ଓ ନାଟ ମନ୍ଦିର ଚତୁପାଶର୍‌ବସର କାନ୍ଥ ଥିଲା।ସସହି କାନ୍ଥଗୁଡିକ ତିନିଧାଡି ପ୍ରସ୍ତର ଓ ଏକଧାଡି ଏରସ କଡି କାଠସର ନିର୍ମିତସହାଇ ଥିଲା।

ପ୍ରଥମ ରାଜାବଳୀ 7:21

ହୀରମ୍ସସହି ସ୍ତମ୍ଭ ଦୁଇଟିକୁ ମନ୍ଦିରର ବାରଣ୍ତାସର ସ୍ଥାପନ କଲଲ।ସଗାଟିଏ ସ୍ତମ୍ଭ ଦକ୍ଷିଣ ପାଶର୍‌ବର ପ୍ରଲବଶ ଦ୍ବାରସର ଓ ଅନ୍ୟ ସ୍ତମ୍ଭଟି ବାମ ପାଶର୍‌ବସର ରହିଲା। ଦକ୍ଷିଣ ସ୍ତମ୍ଭର ନାମ ୟାଖୀନ୍ ଓ ବାମ ସ୍ତମ୍ଭର ନାମ ବୋଯସ୍ସଦଲା।

ପ୍ରଥମ ବଂଶାବଳୀ 28:11

ଏହାପରେ ଦାଉଦ ଶଲୋମନଙ୍କୁ ମନ୍ଦିର ନିର୍ମାଣ କରିବା ନିମନ୍ତେ ଯୋଜନାମାନ ପ୍ରଦାନ କଲେ। ମନ୍ଦିର ଚତୁର୍ଦ୍ଦିଗସ୍ଥ ବାରଣ୍ଡା, ତାହାର ଅଟ୍ଟାଳିକାମାନ, ତାହାର ଭଣ୍ଡାରଘରମାନ, ତାହାର ଉପରିସ୍ଥ କଠାେରୀମାନ, ତାହାର ଭିତରର କଠାେରୀମାନ ଓ ଦୟାସନର ସ୍ଥାନ ନିମନ୍ତେ ମଧ୍ଯ ଏହି ଯୋଜନା ହାଇେଥିଲା।

ଦିତୀୟ ବଂଶାବଳୀ 3:3

ପରମେଶ୍ବରଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପନ ନିମନ୍ତେ ଶଲୋମନ ଏହି ପ୍ରକାରର ମାପ ବ୍ଯବହାର କରିଥିଲେ। ଭିତ୍ତିମୂଳ ଷାଠିଏ ହାତ ଲମ୍ବ ଓ କୋଡ଼ିଏ ହାତ ପ୍ରସ୍ଥ ଥିଲା। ଶଲୋମନ ମନ୍ଦିରର ମାପ ନଲୋବଳକେୁ ପୁରୁଣା ମାପର ବ୍ଯବହାର କରିଥିଲେ।

ଯିହିଜିକଲ 40:48

ତବେେ ସେ ମାେତେ ମନ୍ଦିରର ବାରଣ୍ଡାରୁ ଆଣି ବାରଣ୍ଡା ରେ ଥିବା ପ୍ରେତ୍ୟକକ ଉପସ୍ତମ୍ଭ ମାପିଲେ। ତାହାର ପ୍ରେତ୍ୟକକ ପାଖ କାନ୍ଥର ର୍ଦୈଘ୍ଯ ପାଞ୍ଚହାତ ଥିଲା ଓ ପ୍ରସ୍ଥ ତିନିହାତ ଥିଲା ଓ ସମାନଙ୍କେ ମଧିଅରେ ପନ୍ଦର ହାତ ଜାଗା ଥିଲା।

ଯିହିଜିକଲ 41:15

ତା'ପ ରେ ସେ ମନ୍ଦିର ସମ୍ମୁଖ ରେ ନିଷେଦ୍ଧାଞ୍ଚଳକୁ ମାପିଲେ। ଏହା ଗୋଟିଏ କାନ୍ଥରୁ ଅନ୍ୟ କାନ୍ଥକୁ 100 ହାତ ଥିଲା।

ମାଥିଉଲିଖିତ ସୁସମାଚାର 4:5

ତା'ପରେ ଶୟତାନ ତାହାଙ୍କୁ ପବିତ୍ର ନଗରୀ ୟିରୂଶାଲମକୁ ନଇଗେଲା। ସେ ଯୀଶୁଙ୍କକୁ ମନ୍ଦିରର ସବୁଠାରୁ ଉଚ୍ଚ ସ୍ଥାନ ରେ ରଖିଲା।

ଯୋହନଲିଖିତ ସୁସମାଚାର 10:23

ଯୀଶୁ ମନ୍ଦିର ରେ ଶ ଲୋମନଙ୍କର ମଣ୍ଡପରେ ବୁଲୁ ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 3:10

ଲୋକମାନେ ତାହାକୁ ଚ଼ିହ୍ନିପାରିଲେ ଯେ ଏ ସହେି ଲୋକ ୟିଏ କି ଉପାସନା ମନ୍ଦିରର 'ସୁନ୍ଦର ଫାଟକ' ପାଖ ରେ ବସି ଭିକ ମାଗୁଥିଲା। ସମାନେେ ତାହାର ଏହି ପରିବର୍ତ୍ତନ ଦେଖି ଆଶ୍ଚର୍ୟ୍ଯ ହାଇଗେଲେ। ଏହା କିପରି ସମ୍ଭବ ହେଲା, ତାହା ସମାନେେ ବୁଝିପାରୁ ନଥିଲେ।

Interlinear

Choose Theme