ଶୀଶାର ପୁତ୍ର ଇଲୀହାରଫେ ଓ ଅହିଯ ଉଭୟ ବିଗ୍ଭରାଳଯ ରେ ଯାହା ହେଉଥିଲା ସମାନେେ ଲେଖୁଥିଲେ।
Cross references
ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବ ସୈନ୍ଯମାନଙ୍କ ଉପରେ ପ୍ରାଧାନ୍ଯ ଥିଲା, ଅହୀଟକ୍ସ୍ଟବର ପକ୍ସ୍ଟତ୍ର ଯିହାଶାଫେଟ୍ ମଧ୍ଯ ଇତିହାସ ଲେଖକ ଥିଲେ।
ଅଦୋରାମ୍ ବେଠି କର୍ମ ଓ କର ଆଦାଯ କରିବାର ଦାଯିତ୍ବ ରେ ଥିଲା ଏବଂ ଅହୀଲୂଦର ପକ୍ସ୍ଟତ୍ର ୟିହୋଶାଫଟ ଯେ କି ଥିଲା ଜଣେ ଇତିହାସ ଲେଖକ।
ତା'ପରେ ଦାଉଦ ଦମ୍ମେଶକ ସହରର ଅରାମ ରେ ପ୍ରହରୀ ସ୍ଥାପନ କଲେ। ଅରାମୀଯ ଲୋକମାନେ ଦାଉଦଙ୍କର ଦାସ ହେଲେ ଓ ଦର୍ଶନୀ ଆଣିଲେ। ତେଣୁ ଦାଉଦ ଯେଉଁଆଡ଼େ ଗଲେ ସଦାପ୍ରଭୁ ତାଙ୍କୁ ବିଜଯ ପ୍ରଦାନ କଲେ।
ସରୁଯାର ପୁତ୍ର ଯୋୟାବ ଦାଉଦଙ୍କ ସୈନ୍ଯଦଳର ସନୋପତି ଥିଲେ। ଦାଉଦ ଯେଉଁସବୁ କର୍ମ କରୁଥିଲେ, ତାହାକୁ ଅହୀଲୂଦଙ୍କ ପୁତ୍ର ଯିହାଶାଫେଟ୍ ଲେଖି ରଖୁଥିଲେ।
ହେ ୟିରୁଶାଲମ, ଆମ୍ଭେ ତୁମ୍ଭ ପ୍ରାଚୀର ଉପ ରେ ପ୍ରହରିଗଣ ନିୟୁକ୍ତ କରିଅଛୁ ; ସମାନେେ କି ଦିନ କି ରାତି ନୀରବ ରହିବେ ନାହିଁ। ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବେ ଓ ତୁମ୍ଭମାନେେ ନିଶ୍ଚିତ ତାଙ୍କର ପ୍ରତିଜ୍ଞା ସ୍ମରଣ କରିବ।