ତା'ପରେ ଦାଉଦ ଦମ୍ମେଶକ ସହରର ଅରାମ ରେ ପ୍ରହରୀ ସ୍ଥାପନ କଲେ। ଅରାମୀଯ ଲୋକମାନେ ଦାଉଦଙ୍କର ଦାସ ହେଲେ ଓ ଦର୍ଶନୀ ଆଣିଲେ। ତେଣୁ ଦାଉଦ ଯେଉଁଆଡ଼େ ଗଲେ ସଦାପ୍ରଭୁ ତାଙ୍କୁ ବିଜଯ ପ୍ରଦାନ କଲେ।
Cross references
ସଦାପ୍ରଭୁ ଦାଉଦଙ୍କ ସହିତ ଥିଲେ। ତେଣୁ ଦାଉଦ ପ୍ରେତ୍ୟକକ କ୍ଷେତ୍ର ରେ ବିଜଯୀ ହେଲେ।
ତୁମ୍ଭେ ଯେଉଁଆଡ଼େ ଗଲ, ଆମ୍ଭେ ତୁମ୍ଭ ସହିତ ରେ ରହିଲୁ। ଆମ୍ଭେ ତୁମ୍ଭ ସମ୍ମୁଖ ରେ ତୁମ୍ଭର ଶତ୍ରୁଗଣକୁ ବଧ କଲୁ। ବର୍ତ୍ତମାନ ଆମ୍ଭେ ତୁମ୍ଭକୁ ପୃଥିବୀର ସବୁଠାରୁ ବିଖ୍ଯାତ ଲୋକଙ୍କ ମଧିଅରେ ଜଣେ କରିବା।
ଏହାପରେ ଦାଉଦ ମାୟୋବ ଦେଶକୁ ପରାସ୍ତ କଲେ। ମାୟୋବୀଯ ଲୋକମାନେ ଦାଉଦଙ୍କ ଦାସ ହେଲେ। ସମାନେେ ଦାଉଦଙ୍କୁ ରାଜଦଯେ ଅର୍ପଣ କଲେ।
ଯେଉଁମାନେ ମାେ ବିରୁଦ୍ଧରେ ଲାଗିଛନ୍ତି, ସମାନଙ୍କେଠାରୁ ମାେତେ ରକ୍ଷା କର। ମାେତେ ସହେି ସବୁ ରାଜ୍ଯର ନେତା କର। ଯେଉଁ ଲୋକମାନଙ୍କୁ ମୁଁ ଜାଣି ନାହିଁ, ସମାନେେ ମାରେ ସବୋ କରିବେ।
ବର୍ତ୍ତମାନ ଏବଂ ସବୁଦିନ ପାଇଁ ୟିବା ଆସିବା ବେଳେ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।
ୟୁଦ୍ଧ ଦିନ ପାଇଁ ଅଶ୍ବ ସୁସଜ୍ଜିତ ହୁଏ। ମାତ୍ର ଜଯ ସଦାପ୍ରଭୁଙ୍କଠାରୁ ସର୍ବଦାଆ ସେ।