Home Bibles ପ୍ରଥମ ରାଜାବଳୀ 22:46 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 22:46 · ଓଡ଼ିଆ ବାଇବେଲ

ୟିହୋଶାଫଟ୍ ତାଙ୍କ ପିତା ଆସାଙ୍କ ସମୟରେ ଯେଉଁ ପୁରୁଷ ବେଶ୍ଯାମାନେ ଥିଲେ ସମାନଙ୍କେୁ ସେ ଦେଶରୁ ତଡି ଦେଲେ।

Cross references

ଆଦି ପୁସ୍ତକ 19:5

ଆଜି ରାତ୍ର ରେ ଯେଉଁ ଦୁଇଜଣ ମନୁଷ୍ଯ ତୁମ୍ଭ ଘରକୁ ଆସିଥିଲେ ସମାନେେ କାହାନ୍ତି? ସମାନଙ୍କେୁ ବାହାରକୁ ଆଣ ଆମ୍ଭମାନେେ ତାଙ୍କ ସହିତ ୟୌନ ସମ୍ପର୍କ କରିବା।

ଦିତୀୟ ବିବରଣ 23:17

ଇଶ୍ରାୟେଲର ସ୍ତ୍ରୀଲୋକ ବା ପୁରୁଷ କହେି ମନ୍ଦିରର ବେଶ୍ଯାରୂପେ ସବୋ କରିବା ଉଚିତ୍ ନିହଁ।

ବିଚାରକର୍ତାମାନଙ୍କ ବିବରଣ 19:22

ସମାନେେ ଖାଉଥିଲା ବେଳେ ଓ ଉପ ଭୋଗ କରୁଥିଲା ବେଳେ ସହରରକ୍ସ୍ଟ କେତକେ ଦକ୍ସ୍ଟଷ୍ଟ ଲୋକ ଗୃହ ଗ୍ଭରିପାଖ ରେ ଘରେିଗଲେ। ସମାନେେ କବାଟରେ ବାଡଇବୋ ଆରମ୍ଭ କଲେ। ସମାନେେ ଗୃହମାଲିକ ସହେି ବୃଦ୍ଧ ଲୋକଙ୍କକ୍ସ୍ଟ ପାଟି କଲେ: ସହେି ଲୋକକୁ ଗୃହରକ୍ସ୍ଟ ବାହାର କରି ଆଣ ୟିଏ ତୁମ୍ଭର ଅତିଥି। ଆମ୍ଭେ ତା ସହିତ ରତିକ୍ରିଯା କରିବକ୍ସ୍ଟ।

ପ୍ରଥମ ରାଜାବଳୀ 14:24

ଆଉ ମଧ୍ଯ ସେ ଭୂମିରେ ପୁରୁଷ ବେଶ୍ଯା ଥିଲେ। ଯିହୁଦାର ଲୋକମାନେ କୁକର୍ମ କଲେ, ଠିକ୍ ସହେି କୁକର୍ମ ସଠାେରେ ବାସ କରୁଥିବା ଲୋକମାନେ ମଧ୍ଯ କରୁଥିଲେ। ତେଣୁ ପରମେଶ୍ବର ସହେି ଜାତିଠାରୁ ଭୂମି ଛଡାଇ ଏବଂ ଏହା ଇଶ୍ରାୟେଲୀୟମାନଙ୍କୁ ଦଇେଥିଲେ।

ପ୍ରଥମ ରାଜାବଳୀ 14:29

ରିହବିଯାମଙ୍କ ସମସ୍ତ କାର୍ୟ୍ଯ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଛି।

ପ୍ରଥମ ରାଜାବଳୀ 15:12

ଆସା ପୁରୁଷ ବେଶ୍ଯାମାନଙ୍କୁ ସେ ଦେଶରୁ ତଡି ଦେଲେ ଓ ନିଜର ପୂର୍ବ ପୁରୁଷମାନଙ୍କ ଦ୍ବାରା ନିର୍ମିତ ମୂର୍ତ୍ତୀସବୁ ଦୂର କରି ଦେଲେ।

ରୋମୀୟଙ୍କ ପ୍ରତି ପତ୍ର 1:26

ସେଥିପାଇଁ ପରମେଶ୍ବର ସମାନଙ୍କେୁ ସହେି ଲଜ୍ଜାଜନକ କାର୍ୟ୍ଯ କରିବା ପାଇଁ ଛାଡ଼ି ଦେଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 6:9

ଅଥବା, ତୁମ୍ଭମାନେେ କ'ଣ ଜାଣ ନାହିଁ ଯେ ଯେଉଁ ଲୋକମାନେ ମନ୍ଦ କର୍ମ କରନ୍ତି, ସମାନେେ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧକାରୀ ହବେେ ନାହିଁ। ନିଜକୁ ପ୍ରତାରଣା କର ନାହିଁ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 1:10

ୟୌନ ପାପାଚରଣ କରୁଥିବା ଲୋକେ, ସମଲିଙ୍ଗୀ ୟୌନ ଅଭିଳାଷୀ, ଦାସମାନଙ୍କ ବିକ୍ ରତାେ, ମିଥ୍ଯାବାଦୀ, ମିଥ୍ଯା ଶପଥ ନେଉଥିବା ଲୋକେ ଓ ପରମେଶ୍ବରଙ୍କ ସତ୍ଶିକ୍ଷାର ବିରୋଧାଚରଣ କରୁଥିବା ଯେ କୌଣସି ବ୍ଯକ୍ତି ପାଇଁ ବ୍ଯବସ୍ଥା ଆବଶ୍ଯକ।

ଯିହୂଦାଙ୍କ ପତ୍ର 1:7

ସଦୋମ, ଗ ମାରେ ଓ ତା' ପାଖାପାଖି ଅନ୍ୟ ନଗରଗୁଡ଼ିକୁ ମନେ ପକାଅ। ସମାନେେ ଠିକ୍ ସହେି ସ୍ବର୍ଗଦୂତମାନଙ୍କ ପରି। ସହେି ନଗରଗୁଡ଼ିକ ବ୍ଯଭିଚାର ପାପ ଓ ଅସ୍ବାଭାବିକ କାମୁକତା ରେ ପରିପୂର୍ଣ୍ଣ ଥିଲା। ସମାନେେ ଅନନ୍ତ ଅଗ୍ନି ଦଣ୍ଡ ରେ ଦଣ୍ଡିତ ହେଲେ। ସମାନଙ୍କେର ଦଣ୍ଡ ଆମ୍ଭମାନଙ୍କ ଆଗ ରେ ଗୋଟିଏ ଉଦାହରଣ ସ୍ବରୂପ ରହିଛି।

Interlinear

Interlinear data is unavailable for this verse.

Choose Theme