Home Bibles ପ୍ରଥମ ରାଜାବଳୀ 15:12 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 15:12 · ଓଡ଼ିଆ ବାଇବେଲ

ଆସା ପୁରୁଷ ବେଶ୍ଯାମାନଙ୍କୁ ସେ ଦେଶରୁ ତଡି ଦେଲେ ଓ ନିଜର ପୂର୍ବ ପୁରୁଷମାନଙ୍କ ଦ୍ବାରା ନିର୍ମିତ ମୂର୍ତ୍ତୀସବୁ ଦୂର କରି ଦେଲେ।

Cross references

ପ୍ରଥମ ରାଜାବଳୀ 11:7

ଶ ଲୋମନ ୟିରୁଶାଲମର ପରବର୍ତ୍ତୀ ପର୍ବତ ରେ ମାୟୋବର ଘୃଣାୟୋଗ୍ଯ କମାେଣ ମୂର୍ତ୍ତି ଓ ଅମ୍ମାନେ-ସନ୍ତାନଗଣର ଘୃଣା ଯୋଗ୍ଯ ମାେଲକର ଉପାସନା ନିମନ୍ତେ ଉଚ୍ଚସ୍ଥଳୀ ନିର୍ମାଣ କଲେ।

ପ୍ରଥମ ରାଜାବଳୀ 11:8

ତା'ପରେ ଶ ଲୋମନ ତାଙ୍କର ବିଦେଶୀଯା ପତ୍ନୀମାନଙ୍କ ପାଇଁ ସମାନଙ୍କେର ନିଜ ନିଜର ମୂର୍ତ୍ତି ଦବେତାଗଣ ନିର୍ମାଣ କଲେ। ତାଙ୍କର ପତ୍ନୀମାନେ ସହେି ଦବେତାଗଣଙ୍କ ଉଦ୍ଦେଶ୍ଯ ରେ ଧୂପ ଜଳାଇଲେ ଓ ସମାନଙ୍କେୁ ବଳିଦାନଗୁଡିକ ଉତ୍ସର୍ଗ କଲେ।

ପ୍ରଥମ ରାଜାବଳୀ 14:23

ସମାନେେ ମଧ୍ଯ ପ୍ରେତ୍ୟକକ ଉଚ୍ଚ ପର୍ବତ ରେ ଓ ପ୍ରେତ୍ୟକକ ସବୁଜ ବୃକ୍ଷ ମୂଳ ରେ ନିଜ ନିଜ ପାଇଁ ଉଚ୍ଚସ୍ଥଳୀ, ସ୍ତମ୍ଭ ଓ ଆଶରେୀ ସ୍ତମ୍ଭମାନ ନିର୍ମାଣ କଲେ।

ପ୍ରଥମ ରାଜାବଳୀ 14:24

ଆଉ ମଧ୍ଯ ସେ ଭୂମିରେ ପୁରୁଷ ବେଶ୍ଯା ଥିଲେ। ଯିହୁଦାର ଲୋକମାନେ କୁକର୍ମ କଲେ, ଠିକ୍ ସହେି କୁକର୍ମ ସଠାେରେ ବାସ କରୁଥିବା ଲୋକମାନେ ମଧ୍ଯ କରୁଥିଲେ। ତେଣୁ ପରମେଶ୍ବର ସହେି ଜାତିଠାରୁ ଭୂମି ଛଡାଇ ଏବଂ ଏହା ଇଶ୍ରାୟେଲୀୟମାନଙ୍କୁ ଦଇେଥିଲେ।

ପ୍ରଥମ ରାଜାବଳୀ 15:3

ତାଙ୍କ ପୂର୍ବରୁ ତାଙ୍କ ପିତା ଯେଉଁ କୁକର୍ମ ରେ ଲିପ୍ତ ଥିଲେ ସେ ମଧ୍ଯ ସହେି ସବୁ ପାପକର୍ମ କରି ଚାଲିଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ସଦାପ୍ରଭୁ ତାଙ୍କର ପରମେଶ୍ବରଙ୍କ ପ୍ରତି ସର୍ବାନ୍ତଃକରଣ ରେ ବିଶ୍ବସ୍ତ ନଥିଲେ।

ପ୍ରଥମ ରାଜାବଳୀ 22:46

ୟିହୋଶାଫଟ୍ ତାଙ୍କ ପିତା ଆସାଙ୍କ ସମୟରେ ଯେଉଁ ପୁରୁଷ ବେଶ୍ଯାମାନେ ଥିଲେ ସମାନଙ୍କେୁ ସେ ଦେଶରୁ ତଡି ଦେଲେ।

ପ୍ରଥମ ରାଜାବଳୀ 22:47

ସହେି ସମୟରେ ଇଦୋମର କହେି ରାଜା ନଥିଲେ। ଯିହୁଦାର ରାଜାଙ୍କ ଦ୍ବାରା ନିୟୁକ୍ତି ଜଣେ ପ୍ରତିନିଧି ତା'ର ଶାସନ ଚଳାଇଲେ।

ଦିତୀୟ ବଂଶାବଳୀ 14:2

ଆସା ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ସମ୍ମୁଖ ରେ ଉତ୍ତମ ଓ ଯଥାର୍ଥ ବିଷଯମାନ କଲେ।

ଯିହିଜିକଲ 20:18

ଏବଂ ମରୁଭୂମିରେ ସମାନଙ୍କେର ପୁତ୍ରଗଣଙ୍କୁ କହିଲି, ତୁମ୍ଭମାନେେ ନିଜ ପିତୃଗଣଙ୍କ ବିଧି ଅନୁସାରେ ଚାଲ ନାହିଁ। ସମାନଙ୍କେର ବ୍ଯବସ୍ଥା ସକଳ ମାନ ନାହିଁ, ସମାନଙ୍କେ ପ୍ରତିମାଗଣ ଦ୍ବାରା ନିଜକୁ ଅଶୁଚି କର ନାହିଁ।

ଯିଖରିୟ 1:2

ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷଙ୍କ ଉପ ରେ ଅତ୍ଯନ୍ତ କୋରଧାନ୍ବିତ ହାଇେଥିଲେ।

ରୋମୀୟଙ୍କ ପ୍ରତି ପତ୍ର 1:26

ସେଥିପାଇଁ ପରମେଶ୍ବର ସମାନଙ୍କେୁ ସହେି ଲଜ୍ଜାଜନକ କାର୍ୟ୍ଯ କରିବା ପାଇଁ ଛାଡ଼ି ଦେଲେ।

ପିତରଙ୍କ ପ୍ରଥମ ପତ୍ 1:18

ତୁମ୍ଭେ ଜାଣିଛ ଯେ ଅତୀତ ରେ ତୁମ୍ଭେ ନିରର୍ଥକ ଜୀବନଯାପନ କରୁଥିଲ। ତୁମ୍ଭ ପୂର୍ବ ବଂଶଧରମାନଙ୍କଠାରୁ ତୁମ୍ଭେ ସହେିପରି ଜୀବନ କାଟିବାକୁ ଶିଖିଥିଲ। କିନ୍ତୁ ତୁମ୍ଭେ ବର୍ତ୍ତମାନ ସପରେି ଜୀବନ କାଟିବାରୁ ରକ୍ଷା ପାଇଛ। ସୁନା ଓ ରୂପା ଭଳି କ୍ଷଣସ୍ଥାଯୀ ଜିନିଷ ବଦଳ ରେ ନୁହେଁ,

ଯିହୂଦାଙ୍କ ପତ୍ର 1:7

ସଦୋମ, ଗ ମାରେ ଓ ତା' ପାଖାପାଖି ଅନ୍ୟ ନଗରଗୁଡ଼ିକୁ ମନେ ପକାଅ। ସମାନେେ ଠିକ୍ ସହେି ସ୍ବର୍ଗଦୂତମାନଙ୍କ ପରି। ସହେି ନଗରଗୁଡ଼ିକ ବ୍ଯଭିଚାର ପାପ ଓ ଅସ୍ବାଭାବିକ କାମୁକତା ରେ ପରିପୂର୍ଣ୍ଣ ଥିଲା। ସମାନେେ ଅନନ୍ତ ଅଗ୍ନି ଦଣ୍ଡ ରେ ଦଣ୍ଡିତ ହେଲେ। ସମାନଙ୍କେର ଦଣ୍ଡ ଆମ୍ଭମାନଙ୍କ ଆଗ ରେ ଗୋଟିଏ ଉଦାହରଣ ସ୍ବରୂପ ରହିଛି।

Interlinear

Choose Theme