ପ୍ରଥମ ରାଜାବଳୀ 22:45 · ଓଡ଼ିଆ ବାଇବେଲ
ଯିହାଶାଫେଟ୍ ଅତି ସାହସୀ ଥିଲେ ଓ ସେ ବହୁ ୟୁଦ୍ଧ କରିଥିଲେ। ତାଙ୍କର ସମସ୍ତ କାର୍ୟ୍ଯ ଯିହୁଦାର ରାଜଗଣଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଛି।
Cross references
ପ୍ରଥମ ରାଜାବଳୀ 11:41
ଶଲୋମନଙ୍କ ରାଜତ୍ବ କାଳ ରେ ବହୁ ମହାନ ଓ ବୁଦ୍ଧିମାନ କାର୍ୟ୍ଯ କଲେ ଯାହାକି ଶଲୋମନଙ୍କର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
ପ୍ରଥମ ରାଜାବଳୀ 14:29
ରିହବିଯାମଙ୍କ ସମସ୍ତ କାର୍ୟ୍ଯ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଛି।
ଦିତୀୟ ବଂଶାବଳୀ 18:1
ଯିହାଶାଫେଟ୍ଙ୍କର ପ୍ରଚୁର ଧନସମ୍ପଦ ଓ ପ୍ରତିପତ୍ତି ଥିଲା। ସେ ରାଜା ଆହାବଙ୍କ କନ୍ଯାକୁ ବିବାହ କରି ତାଙ୍କ ସହିତ ଏକ ଚୁକ୍ତି କଲା।
ଦିତୀୟ ବଂଶାବଳୀ 20:34
ଯିହାଶାଫେଟ୍ ଆଉ ଯେଉଁସବୁ କର୍ମ କରିଥିଲେ, ସହେିସବୁ ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ହନାନିଙ୍କ ପୁତ୍ର ଯହେୂଙ୍କର ସରକାରୀ ଦଲିଲ ରେ ଲିପିବଦ୍ଧ ହାଇେ ରହିଅଛି। ଏହି ବିଷଯଗୁଡ଼ିକର ନକଲ କରାଗଲା ଓ ତାହାକୁ ଇଶ୍ରାୟେଲର ରାଜାମାନଙ୍କର ଇତିହାସ ପୁସ୍ତକର ଅନ୍ତଭୁର୍କ୍ତ କରାଗଲା।