Home Bibles ☰ Books ପ୍ରଥମ ରାଜାବଳୀ 22:42 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 22:42 · ଓଡ଼ିଆ ବାଇବେଲ

ଯିହାଶାଫେଟ୍ ପଞ୍ଚତିରିଶ ବର୍ଷ ବଯସ ରେ ରାଜା ହେଲେ ଓ ସେ ପଚିଶ ବର୍ଷ ୟିରୁଶାଲମ ରେ ରାଜତ୍ବ କଲେ। ତାଙ୍କର ମାତାଙ୍କ ନାମ ଅସୂବା ଓ ସେ ଶଲହିର କନ୍ଯା।

Cross references

ପ୍ରଥମ ରାଜାବଳୀ 14:21

ଶଲୋମନଙ୍କର ପୁତ୍ର ରିହବିଯାମ ଏକଗ୍ଭଳିଶ ବର୍ଷ ବଯସ ରେ ରାଜା ହେଲେ। ସେ ୟିରୁଶାଲମରୁ ଯିହୁଦା ରେ ସତର ବର୍ଷ ରାଜତ୍ବ କଲେ। ସଦାପ୍ରଭୁ ନିଜର ମହିମା ସ୍ଥାପନାର୍ଥେ ସମଗ୍ର ଇଶ୍ରାୟେଲ ମଧ୍ଯରୁ ସହେି ନଗରକୁ ମନୋନୀତ କରିଥିଲେ। ତାଙ୍କର ମାତା ଅମ୍ମୋନୀଯା ନଯମା ଥିଲେ।

ପ୍ରଥମ ରାଜାବଳୀ 15:2

ସେ ୟିରୁଶାଲମ ରେ ତିନିବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କ ନାମ ମାଖା ଓ ସେ ଅବଶା ଲୋମର କନ୍ଯା ଥିଲେ।

ପ୍ରଥମ ରାଜାବଳୀ 15:10

ଆସା ୟିରୁଶାଲମ ରେ 41 ବର୍ଷ ରାଜତ୍ବ କଲେ। ତାଙ୍କର ମାତାମହୀର ନାମ ମାଖା ଓ ସେ ଅବଶା ଲୋମର କନ୍ଯା ଥିଲା।

ଦିତୀୟ ରାଜାବଳୀ 1:17

ସଦାପ୍ରଭୁ ଏଲିଯଙ୍କୁ ଦଇେ କହିଥିବା ଅନୁସାରେ ଅହସିଯଙ୍କର ମୃତ୍ଯୁ ହେଲା। ତାଙ୍କର ପୁତ୍ର ନଥିବାରୁ ଅହସିଯଙ୍କ ପରେ ଯିହୁଦାର ରାଜା ଯିହାଶାଫେଟ୍ଙ୍କ ପୁତ୍ର ୟିହୋରାମର ଦ୍ବିତୀୟ ବର୍ଷ ରାଜତ୍ବ କାଳ ରେ ୟିହୋରାମ ତାଙ୍କ ପଦ ରେ ରାଜ୍ଯ କରିବାକୁ ଆରମ୍ଭ କଲେ।

ଦିତୀୟ ରାଜାବଳୀ 8:16

ଆହାବ୍ଙ୍କ ପୁତ୍ର ୟୋରାମଙ୍କ ଶାସକ ଇଶ୍ରାୟେଲ ରେ ରାଜତ୍ବ କରିବାର ପଞ୍ଚମ ବର୍ଷ ରେ ୟିହୋଶାଫଟଙ୍କ ପୁତ୍ର ୟିହୋରାମ ଯିହୁଦାର ରାଜା ହେଲେ।

Interlinear

Interlinear data is unavailable for this verse.

Choose Theme