ଯେଉଁ 200 ଲୋକ ଅବଶା ଲୋମ ଦ୍ବାରା ନିମନ୍ତ୍ରିତ ହାଇେଥିଲେ, ସମାନେେ ତାଙ୍କ ସହିତ ୟିରକ୍ସ୍ଟଶାଲମ ପରିତ୍ଯାଗ କଲେ। ସମାନେେ ଜାଣି ନଥିଲେ କ'ଣ ତାଙ୍କର ଯୋଜନା।
Cross references
ଅବ୍ରହାମ ନିଜେ ମାେତେ କହିଲେ, 'ଏହି ସ୍ତ୍ରୀ ମାରେଭଉଣୀ' ଏବଂ ସହେି ସ୍ତ୍ରୀ ମଧ୍ଯ କହିଲା, 'ଅବ୍ରହାମ ମାରେ ଭାଇ', ମୁଁ ନିର୍ ଦୋଷ, ମୁଁ ଜାଣି ନଥିଲି। ନିର୍ଦ୍ ଦୋଷତା ରେ ମୁଁ ଏହି କାର୍ୟ୍ଯ କରିଛି।
ତୁମ୍ଭମାନେେ ସହର ଭିତରକକ୍ସ୍ଟ ୟାଅ, ତାଙ୍କୁ ପାଇୟିବ। ଯଦି ତୁମ୍ଭେ ଚଞ୍ଚଳ ୟିବ, ତବେେ ତୁମ୍ଭେ ତାଙ୍କୁ ଉପାସନା ସ୍ଥାନ ରେ ଭୋଜନ ପୂର୍ବରକ୍ସ୍ଟ ସାକ୍ଷାତ କରିପାରିବ। ସଠାେରେ ସେ ନବୈେଦ୍ଯକକ୍ସ୍ଟ ଆଶୀର୍ବାଦ କରିବେ। ତା'ପରେ ଲୋକମାନେ ଭୋଜନ କରିବେ। ସେ ନ ଆସିବା ପର୍ୟ୍ଯନ୍ତ ଲୋକମାନେ ଖାଇବା ଆରମ୍ଭ କରନ୍ତି ନାହିଁ। ତେଣୁ ଯଦି ତୁମ୍ଭେ ଚଞ୍ଚଳ ହକ୍ସ୍ଟଅ ତାଙ୍କୁ ପାଇପାରିବ।
ୟିଶୀକକ୍ସ୍ଟ ସେ ବଳିଦାନ ପାଇଁ ନିମନ୍ତ୍ରଣ କର। ତା'ପରେ କଣ କରିବା ପାଇଁ ହବେ ମୁ ତୁମ୍ଭକୁ ଜଣାଇବି। ମୁ ଯାହାକକ୍ସ୍ଟ କହିବି, ତୁମ୍ଭେ ତାହାକକ୍ସ୍ଟ ଅଭିଷିକ୍ତ କର।
ଏହା ପ୍ରଥମ ଦିନ ନଥିଲା, ମୁ ଦାଉଦ୍ ନିମନ୍ତେ ପ୍ରାର୍ଥନା କଲି, ମାେତେ କିମ୍ବା ମାରେ ପରିବାରକକ୍ସ୍ଟ କାହାକକ୍ସ୍ଟ ଦୋଷାରୋପ କର ନାହିଁ। ଆମ୍ଭେ ତୁମ୍ଭର ଦାସଗଣ। କ'ଣ ହେଉଛି ଏହା ମୁ କିଛି ଜାଣେ ନାହିଁ।
ନିର୍ ବୋଧ ଯାହାସବୁ ଶୁଣେ, ବିଶ୍ବାସ କରେ। ମାତ୍ର ଜ୍ଞାନୀମାନେ ପ୍ରେତ୍ୟକକ କଥାକୁ ଅନୁଶୀଳନ କରନ୍ତି।
ଚତୁର ଲୋକ ବିପଦ ଦେଖେ ଏବଂ ଏହାକୁ ଦୂର କରେ। ମାତ୍ର ଅ ବୋଧ ଲୋକମାନେ ବିପଦକୁ ଆବୋରି ନିଅନ୍ତି ଏବଂ କ୍ଷତିଗ୍ରସ୍ତ ହୁଅନ୍ତି।
ସାବଧାନ, ଗଧିଆମାନଙ୍କ ଭିତ ରେ ମଷେମାନଙ୍କୁ ଛାଡିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ। କପୋତ ଭଳି ନିରୀହ ହୁଅ।
ଏହି ଲୋକମାନଙ୍କ ଠାରୁ ଦୂର ରେ ରୁହ। ଏଭଳି ଲୋକେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସବୋ ନକରି କବଳେ ନିଜ ସୁଖ ରେ ମାତି ଥାନ୍ତି। ସମାନେେ ଆକର୍ଷଣୀୟ ଓ ସୁନ୍ଦର କଥା କହି ଲୋକମାନଙ୍କୁ ବୋକା କରନ୍ତି ଓ ଯେଉଁ ମାନେ ମନ୍ଦ ବିଷୟ ରେ ଜାଣି ନାହାଁନ୍ତି, ସମାନଙ୍କେୁ ଭୁଲାନ୍ତି।